Latest Odisha News

BREAKING NEWS

Browsing Category

ଫିଚର

ଆଖି ବୁଜିଲେ ଓଭରବ୍ରିଜରୁ ଖସି ପଡ଼ିଥିବା ଛାତ୍ର

ସମ୍ବଲପୁର: ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଖସି ପଡିଥିବା ଦଶମ ଶ୍ରେଣୀ ଛାତ୍ରଙ୍କର ଡାକ୍ତରଖାନାରେ ଆଜି ମୃତ୍ୟୁ ଘଟିଛି। ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା  । ସେଠାରେ ତାଙ୍କର…

ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭିଡ; ବଡ ଠାକୁରଙ୍କ ପାଖେ ଲାଗି ହେଲା ମକରଚାଉଳ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ବଡଠାକୁରଙ୍କର ହେବ ମକର ନୀତି । ମଧ୍ୟାହ୍ନ ଧୂପ ପରେ  ଏହି ନୀତି ଅନୁଷ୍ଠିତ ହେବ ।ଏହି ଅବସରରେ ବଡଠାକୁରଙ୍କୁ ମକର ଚାଉଳ…

ଅଧିକ ଚା’ ପିଉଛନ୍ତି କି ? ପଡ଼ିପାରେ ସାଇଡ୍‌ ଇଫେକ୍ଟ ….

ଚା' ହେଉଛି ସବୁଠାରୁ ଲୋକପ୍ରିୟ ପାନୀୟ। ଶୀତଦିନେ ଚା' ପିଇବାର ମଜା କିଛି ଅଲଗା । ଏହି ଋତୁରେ ଚା' ପ୍ରେମୀଙ୍କ ସଂଖ୍ୟା ଆହୁରି ବଢ଼ିଥାଏ। ଅଫିସ୍ ହେଉ କିମ୍ବା ଘର, ଲୋକ ସବୁବେଳେ ଚା' ପିଇବାକୁ ଭଲ ପାଆନ୍ତି। କିଛି ଲୋକ ପ୍ରତି ଘଣ୍ଟାରେ ଚା' ପିଇବାକୁ ଭଲ ପାଆନ୍ତି। ଯେଉଁମାନେ ଚା'କୁ ଭଲ…

କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ଅଦଳବଦଳ, ସାମ୍ନାକୁ ଆସିଲା ନୂଆ ଟିମର ରୂପରେଖ!

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କେନ୍ଦ୍ର କ୍ୟାବିନେଟରେ ଅଦଳ ବଦଳ ନେଇ ଚର୍ଚ୍ଚା ଚାଲିଛି। ପ୍ରଥମେ ମକର ସଂକ୍ରାନ୍ତିରେ ଅଦଳ ବଦଳ ହେବ ବୋଲି କୁହାଯାଉଥିଲା ଏବେ କିନ୍ତି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବଜେଟ ପରେ ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବ ବୋଲି କୁହାଯାଉଛି।…

‘ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ, କିନ୍ତୁ ପୂଜା କରିପାରିବେନି’

ପୁରୀ: ଶ୍ରୀମନ୍ଦିରରେ ବିଦେଶୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅପିଲ୍ କରିବାର ଦିନକ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶ୍ରୀମନ୍ଦିରର ନୀତି ନିର୍ଦ୍ଦାରକ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ବ୍ରିଟେନ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀଙ୍କ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଇଁ ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା: ରୋହିତ-ବିରାଟ ନିରାଶ

ମୁମ୍ବାଇ: ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ତାଲିକା ଘୋଷଣା କରିଛି। ଏହି ସିରିଜରେ କିନ୍ତୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସ୍ଥାନ ପାଇ ନାହାନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ରହିବେ। ନ୍ୟୁଜିଲାଣ୍ଡ…

ଫିଲ୍ମ ‘ଆଦିପୁରୁଷ’ରେ ରାବଣର ଲୁକ୍ ନେଇ ଉଠିଲା ପ୍ରଶ୍ନ; କୋର୍ଟରେ ପହଞ୍ଚିଲା ମାମଲା

ଅଲ୍ଲାହବାଦ: ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’କୁ ନେଇ ବିବାଦ ଥମି ନଥିବା ବେଳେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ ଅଦିପୁରଷ ବିରୋଧରେ ମାମଲା କୋର୍ଟରେ ପହଞ୍ଚିଛି। ଏନେଇ ଅହ୍ଲାବାଦ ହାଇକୋର୍ଟ ଫିଲ୍ମ ସେନ୍‌ସର ବୋର୍ଡକୁ ନୋଟିସ୍ କରି ଫିଲ୍ମ ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର…

ଘୃଣା ସୃଷ୍ଟିକାରୀ ଆଙ୍କରଙ୍କୁ ଟିଭି ପରଦାରୁ ହଟାଯାଉ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ମାମଲାକୁ ନେଇ ମିଡିଆ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ଟିପ୍ପଣି କରିଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ହେଟ୍ ସ୍ପିଚ୍ ସହ ଜଡିତ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଟିଭି ଚ୍ୟାନେଲ ଗୁଡିକର କାମ କରିବା ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସବୁକିଛି…

ଏକଦା ହକିର ‘ବାଦଶାହ’ ଥିଲା, ଏବେ କିନ୍ତୁ ବିଶ୍ୱକପ ଖେଳୁନି ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନର ରାଜନୀତିକ ଏବଂ ଅର୍ଥନୈତିକ ପରିସ୍ଥିତି ଯେପରି କୋମାରେ ପ୍ରବେଶ କରିଛି। ଏହାର ଜାତୀୟ ଖେଳ ହକି ସହିତ ପ୍ରାୟ ସମାନ ଘଟଣା ଘଟିଛି। ଦଶନ୍ଧି ଧରି ପାକିସ୍ତାନ ହକି ଜଗତରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ୧୯୪୮ ରୁ ୧୯୮୪ ପର୍ଯ୍ୟନ୍ତ ହକିରେ କେବଳ…

ବିଦେଶରେ ଏହି ଭାରତୀୟ କାର୍ କମ୍ପାନୀର କମାଲ; ବିଦେଶୀ ବଜାର କବ୍‌ଜା କଲାଣି କମ୍ପାନୀ

ନୂଆଦିଲ୍ଲୀ, ୧୨/୦୧: ବିଦେଶରେ ଭାରତୀୟ କାର୍ କମ୍ପାନୀର ପ୍ରଭାବ। ଦକ୍ଷିଣ ଆଫ୍ରିକାରେ ଦ୍ରୁତ ଅଭିବୃଦ୍ଧି କରୁଛି ଭାରତୀୟ କାର୍‌ ନିର୍ମାତା କମ୍ପାନୀ ମହିନ୍ଦ୍ରା। ଦକ୍ଷିଣ ଆଫ୍ରିକାରେ ମହିନ୍ଦ୍ରାର କାର୍‌ ବିକ୍ରିରେ ରେକର୍ଡ ବୃଦ୍ଧି ହୋଇଛି। ଆଉ ଏବେ କମ୍ପାନୀ ୨୦୨୨ ରେ ଦକ୍ଷିଣ ଆଫ୍ରିକାରେ…