Latest Odisha News

BREAKING NEWS

Browsing Category

ଫିଚର

ଇଡିର ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଆଉ ଏକ ଆଶ୍ୱସ୍ତି ମିଳିଛି । ଇଡି ପକ୍ଷରୁ ଜାରୀ କରାଯାଇଥିବା ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ । ତେବେ ଅନ୍ୟ ୧୨ଜଣଙ୍କ ନାମ ଏଥିରେ ରହିଛି । ପୂର୍ବରୁ ୫ଜଣଙ୍କୁ ଇଡି ଗିରଫ…

କେବେ ସରିବ ଦିଲୀପ ରାୟଙ୍କ ରାଜନୈତିକ ଅଜ୍ଞାତବାସ ?

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ଉଠୁଛି ପଡ଼ୁଛି ରାଉରକେଲା । ହେଲେ ଏତେ ବଡ଼ ଆୟୋଜନରେ ରାଉରକେଲାର ବରିଷ୍ଠ ରାଜନେତା ତଥା ହୋଟେଲିୟର୍ ଦିଲୀପ ରାୟଙ୍କୁ ଦେଖିବାକୁ ମିଳୁନି । ଯାହାକୁ ନେଇ ଖାଲି ରାଉରକେଲା କାହିଁକି ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହେଉଛି । ହକି ବିଶ୍ୱକପ୍ ବେଳେ ଦିଲୀପ…

ଶାହାରୁଖଙ୍କ ପଠାନର ୧୨ଟି ସିନ କଟାଗଲା, ୨୫ରେ ହେବ ରିଲିଜ

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ ଫିଲ୍ମ ଜାନୁୟାରୀ ୨୫ରେ ରିଲିଜ ହେବ । ସେନ୍ସର ବୋର୍ଡ ୧୨ଟି କଟ ସହ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ ଦେଇଛି । ବିବାଦୀୟ ଭଗୱା ବିକନୀ ସିନ କିମ୍ବା ବେଶରମ ରଙ୍ଗ ଗୀତ ହଟାଯାଇ ନାହିଁ । ତେବେ ଏହି ଗୀତର ଅଶ୍ଲୀଳ ଦୃଶ୍ୟ ଉପରେ ସେନ୍ସର ବୋର୍ଡର…

କେମିତି ହଜିଯାଏ ନୂଆବର୍ଷ ସଙ୍କଳ୍ପ ? ସୋସିଆଲ ମିଡିଆରେ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ଭୁବନେଶ୍ୱର: ନୂଆ ବର୍ଷର ରିଜୋଲ୍ୟୁଶନ ପ୍ରାୟ ସମସ୍ତେ କରନ୍ତି । ହେଲେ ଏହି ରିଜଲ୍ୟୁଶନ କେତେଦିନ କାମ କରେ ତାହା କିଏ ହିସାବ ରଖେ ? ଏମିତି ରିଜଲ୍ୟୁଶନ ପ୍ରତିବର୍ଷ ହୁଏ..ହଜେ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏମିତି ହଜି ଯାଉଥିବା ରିଜୋଲ୍ୟୁଶନର ଚିତ୍ର କେବେ ଦେଖିଛନ୍ତି ? ଶିଳ୍ପପତି…

ରାଜ୍ୟ ଓ ରାଜ୍ୟ ବାହାରର ୫୫୪ଟି ଘରୋଇ ହସ୍ପିଟାଲରେ BSKY ହିତାଧିକାରୀଙ୍କୁ ମାଗଣା ଚିକିତ୍ସା  

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ନୂଆ ହସ୍ପିଟାଲ୍ ସାମିଲ୍ କରାଯାଇଛି । ଏଣିକି ବିଏସକେୱାଇ ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ୫୫୪ଟି ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ରାଜ୍ୟ ବାହାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ,…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଦ୍ୱିଶତକ, ଓଡିଶାକୁ ୩ ପଂଏଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଟାଙ୍ଗୀସ୍ଥିତ ଡ୍ରିମସ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା-ନାଗାଲାଣ୍ଡ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଶାନ୍ତନୁ ମିଶ୍ର ଚମତ୍କାର ଅପରାଜିତ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା…

୧୫ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତା

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ମାଣ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ୧୫ ଦିନ ଯାଏ ବନ୍ଦ ରହିବ । ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଜନସାଧାରଣଙ୍କ ସୁରକ୍ଷାକୁ…

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଖେଳିବେନି ରୋହିତ, ବିରାଟ !

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି୨୦ ସିରିଜରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେନି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଯେତେଦୂର ସମ୍ଭବ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ…

ମଡେଲ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କହିଛନ୍ତି ହାଇକୋର୍ଟ । ୨୦୨୦ ଜାନୁଆରୀ ୩୦ ତାରିଖରେ ନନ୍ଦନ…

କଲେଜିୟମ୍ ବିବାଦ, ୩ ଦିନରେ ୪୪ ବିଚାରପତିଙ୍କ ନାଁ ସୁପ୍ରିମକୋର୍ଟଙ୍କୁ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କଲେଜିୟମ୍ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ କେନ୍ଦ୍ର ସରକାର ନରମ ପଡ଼ିଛନ୍ତି । ଏବେ ସୁପ୍ରିମକୋର୍ଟର ୫ ବିଚାରପତି, ୩ ହାଇକୋର୍ଟର ମୁ୍ଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ନିଯୁକ୍ତି ଉପରେ ଶୀଘ୍ର ବିଚାର ପାଇଁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର…