Latest Odisha News
Browsing Category

ଫିଚର

ଭୁଲ UPI ଆକାଉଣ୍ଟକୁ ଟଙ୍କା ଯାଇଛି? ଆରବିଆଇ କହିଲା କେମିତି ଫେରସ୍ତ ପାଇବେ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ UPI ମାଧ୍ୟମରେ କାହାକୁ ଅନଲାଇନରେ ଟଙ୍କା ପଠାନ୍ତି କିମ୍ବା QR କୋଡ୍ ସ୍କାନ୍ କରି ଟଙ୍କା ପଠାନ୍ତି ଏବଂ ଯଦି ଟଙ୍କା ଏକ ଭୁଲ ଆକାଉଣ୍ଟକୁ ଯାଏ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଆପଣ Paytm, Google Pay ଏବଂ PhonePe ପରି ସର୍ଭିସର ସାହାଯ୍ୟ…

୨୦୨୪ ଜାନୁଆରୀ ପହିଲାରେ ଉଦଘାଟିତ ହେବ ଅଯୋଧ୍ୟା ରାମ ମନ୍ଦିର: ଅମିତ ଶାହ

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ବିଜେପି ପୁଣି ଖେଳିବ ହିନ୍ଦୁତ୍ୱ କାର୍ଡ । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ସେହିବର୍ଷ ଜାନୁଆରୀ ପହିଲାରେ ଅଯୋଧ୍ୟା ରାମ ମନ୍ଦିରର ଲୋକାର୍ପଣ କରାଯିବ । ଆଜି ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ଶାହ…

ହକି ବିଶ୍ୱକପ…ପାଦ ଥାପି ଥାପି ଆସୁଛି: ଭାରତୀୟ ହକି ପ୍ରେମୀଙ୍କ ୪୮ ବର୍ଷର ଅପେକ୍ଷାର ଅନ୍ତ ଘଟିବ

ଭୁବନେଶ୍ୱର: ହକି ବିଶ୍ୱକପର ୧୫ତମ ସଂସ୍କରଣ ୧୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଓଡିଶାରେ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଭୁବନେଶ୍ୱର ଦ୍ୱିତୀୟ ଥର ପାଇଁ ଏହି ସୌଭାଗ୍ୟ ଅର୍ଜନ କରିଛି । ୨୦୧୮ରେ ସଫଳତାର ସହ ଏହାକୁ ଆୟୋଜନ କରାଯାଇଥିଲା ।…

ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ୫ ଜଣ ପରାମର୍ଶଦାତା ନିୟୋଜିତ କଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ…

ବନ୍ଦେ ଭାରତ ଏକ୍ସପ୍ରେସକୁ ମମତାଙ୍କ କଟାକ୍ଷ, ‘ପୁରୁଣା ଟ୍ରେନରେ ନୂଆ ଇଞ୍ଜିନ’

କୋଲକାତା: ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଶ୍ଚିମବଙ୍ଗରେ ଦ୍ବିତୀୟ ଥର ଲଗାତର ପଥର ମାଡ଼ ହୋଇଛି। ଏହି ଘଟଣା ପରେ ବିରୋଧୀ ବିଜେପି ରାଜ୍ୟରେ ମମତା ସରକାରକୁ ଘେରିଛି। ପରେ ପ୍ରଥମ ଥର ପାଇଁ ମମତା ବାନାର୍ଜୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ବିଜେପି ଅଯଥାରେ ମିଥ୍ୟା ଆରୋପ ଲଗାଉଛି।…

ଠିକା କମ୍ପାନୀର ଗେଷ୍ଟ ହାଉସରେ ଗୁଳିମାଡ଼ ଘଟଣା, ଶ୍ରମିକ ନେତାଙ୍କ ସହ ୩ ଗିରଫ

ପାରାଦୀପ: ନୂଆବର୍ଷରେ ଶୁଭେଚ୍ଛା ଜଣାଇବାକୁ ଆସି ଠିକା କମ୍ପାନୀରେ ଗୁଳିମାଡ଼ ଘଟଣା । ବନ୍ଧାହେଲେ ଶ୍ରମିକ ନେତାଙ୍କ ସହ ୩ ଜଣ । ପାରାଦୀପ ଆଦର୍ଶ ଥାନା ପୋଲିସସ ଗେଷ୍ଟ ହାଉସରେ ଗୁଳିମାଡ଼ କରିଥିବା ଖୋର୍ଦ୍ଧା ଜିଲ୍ଲା ନାରାକାରପୁରର ବାପି ପ୍ରଧାନ, କେନ୍ଦୁଝରର ନନ୍ଦିପଡ଼ାର ପ୍ରଭାସ ଚନ୍ଦ୍ର…

ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଉଦଘାଟିତ

ରାଉରକେଲା: ରାଉରକେଲାରେ ବିଶ୍ବର ସର୍ବ ବୃହତ ହକି ଷ୍ଟାଡିଅମ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ। ବିଶ୍ଵ କ୍ରୀଡା ଈତିହାସ ରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତିସ ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳି…

ଛାତ୍ରକୁ ମାଡ଼ମାରିବା ଘଟଣା, ବିଜେବି କଲେଜର ୪ ଛାତ୍ର ନିଲମ୍ବିତ

ଭୁବନେଶ୍ୱର: ବିଜେବି କଲେଜ ଯୁକ୍ତ ୨ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ପୋଲିସ ୪ ଛାତ୍ରଙ୍କୁ ଗିରଫ କରିଛି। ଏହାପରେ କଲେଜ କର୍ତ୍ତୃପକ୍ଷ ସଂପୃକ୍ତ ୪ ଛାତ୍ରଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଛାତ୍ର ହେଲେ ପ୍ରିୟରଂଜନ ଭୋଇ, ସୂର୍ଯ୍ୟକାନ୍ତ ସେଠୀ, ଚିନ୍ମୟ ବେହେରା ଓ ବିକାଶ କୁମାର ଦାସ।…

ହାଜତରେ ଈଶ୍ୱରଙ୍କ ଆତ୍ମହତ୍ୟା, ପୋଲିସ ପିଟି ପିଟି ମାରି ଦେଇଥିବା ପରିବାରର ଅଭିଯୋଗ

ଯାଜପୁର: ହାଜତରେ ଈଶ୍ୱରଙ୍କ ଆତ୍ମହତ୍ୟା । କିଏ କହୁଛି ସତ ? ପରିବାର ଲୋକଙ୍କ ଅଭିଯୋଗ ପୋଲିସ ପିଟି ପିଟି ମାରି ଦେଇଛି । ହେଲେ ପୋଲିସ କହୁଛି ଈଶ୍ୱର ଥାନା ହାଜତରେ ଆତ୍ମହତ୍ୟା କରିଛନ୍ତି । ତାହା ପୁଣି ଇଲେକ୍ଟ୍ରି ତାର ବାନ୍ଧି ହାଜତର ସ୍କାଏ ଲାଇଟରେ । ଈଶ୍ୱରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ…

ଲଭ୍‌, ରୋମାନ୍ସ, ଆକ୍ସନ ନେଇ ଆସୁଛି ‘ଫେରିଲେ ମୁଁ ତୁମର’ 

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ପରଦାକୁ ଆସୁଛି ‘ଫେରିଲେ ମୁଁ ତୁମର’  । ଆଉ ଦର୍ଶକଙ୍କ ପାଇଁ ନେଇ ଆସିଛି ଲଭ୍‌, ରୋମାନ୍ସ ଭରା ଓଡ଼ିଆ ଫିଲ୍ମ ‘ଫେରିଲେ ମୁଁ ତୁମର’  । ସୁଧାକର ବସନ୍ଥଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମର ଅଡିଓ, ଟ୍ରେଲର ରିଲିଜ ହୋଇଯାଇଛି  । ତେବେ ଏହି ଫିଲ୍ମର କାହାଣୀଟି ଏକ…