Latest Odisha News

BREAKING NEWS

Browsing Category

ଫିଚର

ମୁକେଶ ଅମ୍ୱାନୀଙ୍କ ପରିବାରକୁ ଆସିବେ ସାନ ପୁତ୍ରବଧୂ, ଅନନ୍ତଙ୍କ ସହ ରାଧିକା ମାର୍ଚେଣ୍ଟଙ୍କ ନିର୍ବନ୍ଧ ସରିଲା

ମୁମ୍ୱାଇ: ହାତକୁ ଦୁଇ ହାତ ହେବେ ମୁକେଶ ଅମ୍ୱାନୀଙ୍କ ସାନ ପୁଅ ଅନନ୍ତ ଅମ୍ୱାନୀ । ନିର୍ବନ୍ଧ ସରିଲା, ଏବେ ବାହାଘରକୁ ଅପେକ୍ଷା । ରାଧିକା ମାର୍ଚେଣ୍ଟ ସହ ଅନନ୍ତଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆସନ୍ତା ମାସରେ ଦୁହେଁ ବିବାହ କରିବେ । ଶୈଲା ମାର୍ଚେଣ୍ଟ ଓ ବିରେନ ମାର୍ଚେଣ୍ଟଙ୍କ ଝିଅ…

ମାଆଙ୍କ ସଂଘର୍ଷର କାହାଣୀ କହି ଭାବୁକ ହୋଇଥିଲେ ମୋଦୀ, ୬ ସନ୍ତାନଙ୍କୁ କେମିତି ପାଳିଲେ ମାଆ ହୀରାବେନ

ଅହମ୍ମଦାବାଦ: ମାଆ ସିନା ଚାଲିଗଲେ, କିନ୍ତୁ ଶିକ୍ଷା ଦେଇଗଲେ । ସଂଘର୍ଷର ଜୀବନ କେମିତି, ତାହା ଶିଖାଇଥିଲେ ମାଆ । ୧୦୦ ବର୍ଷ ବୟସରେ ଇହଧାମ ତ୍ୟାଗ କଲେ ସେ । ଶରୀର ଅସୁସ୍ଥତା ଓ ବାର୍ଦ୍ଧକ୍ୟରେ ସେ ଥିଲେ ଜର୍ଜରିତ । ଜୀବନ ସଂଗ୍ରାମରେ ବିରାମ ଲଗାଇଲେ ସେ । ହୀରବେନଙ୍କ ଥିଲେ ୬ ସନ୍ତାନ ।…

ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ନବୀନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦୀ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ । Deeply saddened to hear about the demise of #HeerabenModi, mother of…

ପଞ୍ଚଭୂତରେ ବିଲୀନ ହେଲେ ମାଆ ହୀରାବେନ, ମୁଖାଗ୍ନି ଦେଲେ ମୋଦୀ

ଗାନ୍ଧୀନଗର : ପଞ୍ଚତତ୍ତ୍ୱରେ ବିଲୀନ ହେଲେ ମାଆ ହୀରାବେନ । ଗାନ୍ଧୀନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେଲା । ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଭାବୁକ ହେଲେ, ଆଖିରେ ପୁଳାଏ ଲୁହ । ଭାଇମାନଙ୍କ ଉପସ୍ଥିତିରେ ମାଆଙ୍କୁ ମୁଖାଗ୍ନୀ ଦେଇଥିଲେ ମୋଦୀ ।  ଦେଶବ୍ୟାପୀ ବିଶିଷ୍ଟ ବ୍ୟକ୍ତିଙ୍କ…

ଜଳିଗଲା କ୍ରିକେଟର ଋଷବ ପନ୍ତଙ୍କ କାର; ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଟଟଣାରେ ଜଳିଗଲା  ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କାର ।  ଗୁରୁତର  ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଦିଲ୍ଲୀରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି । ଦୁର୍ଘଟଣା…

ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଧକ୍କା । କାରଣ  ଓଡ଼ିଶାର ପ୍ରଜ୍ଞାପନ ମେଢ ଏଥର ବି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି । ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ ସରକାର ୧୬ ରାଜ୍ୟର ପ୍ରଜ୍ଞାପନ ମେଢଙ୍କୁ ସ୍ୱୀକୃତି ଦେଇଛନ୍ତି । ହେଲେ ଏହି ତାଲିକାରେ ଓଡ଼ିଶାର ସ୍ଥାନ ନ ଥିବା…

ମାଆଙ୍କ କୋକେଇକୁ କାନ୍ଧରେ ବୋହି ଶ୍ମଶାନଘାଟ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ଅହମ୍ମଦାବାଦ : ମାଆ ହୀରବା ଙ୍କ ପାର୍ଥୀବ ଶରୀରକୁ କାନ୍ଧରେ ବୋହି ଶ୍ମଶାନ ଘାଟ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗାନ୍ଧୀନଗରସ୍ଥିତ ଶ୍ମଶାନ ଘାଟରେ ହୀରାବେନ ଙ୍କ ଶେଷକୃତ୍ୟ ହେବ। #WATCH | Gandhinagar: Prime Minister Narendra Modi carries the mortal remains of…

‘ମାଆ ସରଳ ଓ ଅସାଧାରଣ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବାବେଗଭରା ଟ୍ୱିଟ୍

ନୂଆଦିଲ୍ଲୀ : ମାଆ ହୀରାବେନ୍ ଚାଲିଗଲେ ଆରପାରିକୁ। ଏକ ଶତାବ୍ଦୀର ଈଶ୍ୱରଙ୍କ ପାଦତଳେ ନତମସ୍ତକ । ମାଆ ଥିଲେ ସରଳ ଓ ଅସାଧାରଣ। ମାଆ ହୀରାବେନଙ୍କ ଦେହାନ୍ତ ପରେ ଭାବାବେଗଭରା ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ହୀରାବେନଙ୍କ ୧୦୦ତମ ଜନ୍ମଦିନରେ ଭେଟିଥିଲେ ମୋଦୀ। ତାଙ୍କୁ ସେତେବେଳେ ମାଆ…

ଆଉ ଏକ ସାଫ୍ରନ୍ ବିବାଦ: ରଦ୍ଦ ହେଲା ସିଙ୍ଗର୍ ଅରିଜିତ୍ ସିଂଙ୍କ କନସର୍ଟ

କୋଲକାତା: ପଶ୍ଚିମବଙ୍ଗର ତ୍ରୁଣମୂଳ ସରକାର ସିଙ୍ଗର ଅରିଜିତ୍ ସିଂଙ୍କ ଏକ କନସର୍ଟକୁ ରଦ୍ଦ କରିଦେଇଛି। ଏହାର କାରଣ ସାଫ୍ରନ୍ ବିବାଦ ବୋଲି କୁହାଯାଉଛି। ଫେବୃଆରୀ ୧୮ ତାରିଖରେ ହୋଇଥାନ୍ତ ଏହି ସଙ୍ଗୀତ କାର୍ଯ୍ୟକ୍ରମ। ତୃଣମୂଳ ସରକାର ସେହି ସ୍ଥାନରେ ଜି-୨୦ ଶିଖର ସମ୍ମିଳନୀର ବାହାନା ଦେଖାଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ ହୋଇଛି। ବୁଧବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମା ହୀରାବେନଙ୍କ ମୃତ୍ୟୁ ବାବଦରେ ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସକାଳ ୭ ଟା ୪୦ରେ ମୋଦୀ ଅହମଦାବାଦ ପହଞ୍ଚିଥିବା  ସୂଚନା ରହିଛି । ଏହା…