Latest Odisha News

BREAKING NEWS

Browsing Category

ଫିଚର

ହୃଦୟ ଜିଣିଛି ହଦଗଡ..ଥରେ ଗଲେ ଫେରିବାକୁ ମନବଳୁନି

ହାଟଡିହି: ଏପଟେ ଡ୍ୟାମ..ସେପଟେ ଡ୍ୟାମ.. ମଝିରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି । ସବୁଜ ପଣତ ଉଡେଇ ଯେମିତି ଚାରିପଟେ ନାଚୁଛି ଫୁଲେଇ ପ୍ରକୃତି.. । ଯିଏ ଥରେ ଯାଉଛି ସେ ତାର ପ୍ରେମରେ ପଡିଯାଉଛି । ଘଡିଏ ପାଇଁ ଯାଇ ଫେରିବାକୁ ମନ କରୁନି ।  ଏ ହେଉଛି ପ୍ରାକୃତିକ ସୗେନ୍ଦର୍ଯ୍ୟରେ ବିମଣ୍ଡିତ…

ଶୀଘ୍ର ପାଣି ଭିତରେ ଦୌଡ଼ିବ ମେଟ୍ରୋ

କୋଲକାତା: ପାଣି ଭିତରେ ଚାଲିବ ମେଟ୍ରୋ ଟ୍ରେନ୍ । ବିଦେଶରେ ପାଣି ଭିତରେ ଟ୍ରେନ୍ ଚାଲୁଥିବା ଆପଣ ଦେଖିଥିବେ । ଏବେ ଭାରତରେ ଏହା ସତ ହେବାକୁ ଯାଉଛି । ଖୁବଶୀଘ୍ର କୋଲକାତାରେ ପାଣି ଭିତରେ ମେଟ୍ରୋ ଟ୍ରେନ୍ ଦୌଡ଼ିବ । ଏନେଇ କାମ ଚାଲିଥିବା ବେଳେ ୨୦୨୩ ମସିହା ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ…

ରାହୁଲ ସୁରକ୍ଷା ପ୍ରୋଟକଲ ଭାଙ୍ଗୁଛନ୍ତି-ସିଆରପିଏଫ ଅଭିଯୋଗକୁ ଦୋହରାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ସିଆରପିଏଫ ପରେ ଦିଲ୍ଲୀ ପୋଲିସ ଆଣିଲା ସମାନ ଅଭିଯୋଗ । ସାଂସଦ ରାହୁଲ ଗାନ୍ଧି ନିଜେ ସୁରକ୍ଷା ପ୍ରୋଟକଲ ଭାଙ୍ଗୁଛନ୍ତି    । ଦିଲ୍ଲୀରେ ତାଙ୍କର ସୁରକ୍ଷା ବ୍ୟବସ୍ଥା ସବୁ ଠିକାଠାକ ଥିଲା ବୋଲି କହିଛି ଦିଲ୍ଲୀ ପୋଲିସ । ରାହୁଲ ଗାନ୍ଧିଙ୍କ ସୁରକ୍ଷା ପୋର୍ଟକଲ ସମ୍ପର୍କିତ…

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜୁନିଅର ଏକଜୁକ୍ୟୁଟିଭ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଏଟିସି, ମ୍ୟାନେଜର ଓ ସିନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ନିଯୁକ୍ତି ଲାଗି ୨୦୨୩ ଜାନୁଆରୀ ୨୧ ଯାଏ ଆଶାୟୀ ଅନଲାଇନରେ ଆବେଦନ କରି…

ଆଙ୍ଗ ସାନ ସୁ କିଙ୍କ ଜେଲଦଣ୍ଡ ଆଉ ୭ ବର୍ଷ ବୃଦ୍ଧି କଲା ମ୍ୟାନାମାର

ନାଏପିଡାଉ: ମ୍ୟାନାମାରର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କିଙ୍କ ଜେଲଦଣ୍ଡ ଆଉ ୭ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ମ୍ୟାନାମାର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ହେଲିକପ୍ଟର ନିଯୁକ୍ତି ଓ ରକ୍ଷଣାବେକ୍ଷଣା ସହ ଜଡିତ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଦଣ୍ଡିତ କରାଯାଇଛି । ସେ କିନ୍ତୁ…

ତୁନିଷାଙ୍କ ମା’ ଦେଲେ ବଡ଼ ବୟାନ; ଧର୍ମ ପରିବର୍ତ୍ତନ ପାଇଁ ତୁନିଷାଙ୍କୁ ବାଧ୍ୟ କରୁଥିଲେ ସିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁକୁ ନେଇ ବିବାଦ ଦିନକୁ ଦିନ ଘନଉଛି । ଏହି ମାମଲାରେ ଗିରଫ ହୋଇଥିବା ତାଙ୍କ ସହଯୋଗୀ ଅଭିନେତା ସିଜାନ ଖାନଙ୍କୁ ପୋଲିସ ଜେରା କରୁଥିବାବେଳେ ତୁନିଷାଙ୍କ ମା’ ଦେଇଛନ୍ତି ବଡ ବୟାନ । ତୁନିଷାଙ୍କ ମା’ କହିଛନ୍ତି, ତାଙ୍କ ଝିଅ ତୁନିଷା…

ନୂଆବର୍ଷ ଭେଟି: ୪% ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ନୂଆ ବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଜୁଲାଇ ପହିଲାରୁ ବର୍ଦ୍ଧିତ ଭତ୍ତା ଲାଗୁ ହେବ । ରାଜ୍ୟ ସରକାର…

ବିଡମ୍ବନା: ରାସ୍ତାରେ ପଡିଥିଲେ ପନ୍ତ, ଲୋକେ ଫଟୋ ଉଠାଇଥିଲେ ଆଉ ଟଙ୍କା ନେଇ ଯାଉଥିଲେ..

ନାରସାନ: ଭାରତୀୟ କ୍ରିକେଟର ଲୋକପ୍ରିୟ ଖେଳାଳି ରିଷଭ ପନ୍ତ ଆଜି ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି । ଅଳ୍ପକେ ତାଙ୍କ ଜୀବନ ବଂଚିଯାଇଛି । ତେବେ ଏହି ଦୁର୍ଘଟଣା ବେଳେ କେତେକ ଘଟଣା ଆମମାନଙ୍କ ପାଇଁ ଲଜ୍ଜାର ବିଷୟ ସାଜିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳି…

ଗୁଣୁପୁରରେ ହକି ବିଶ୍ୱ କପକୁ ଭଵ୍ୟ ସ୍ୱାଗତ: ଆଦିବାସୀ, ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ଷ୍ଟାଡିୟମ

ଗୁଣୁପୁର: ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ୨୦୨୩ କପ ରାଜ୍ୟବ୍ୟାପୀ ଜିଲ୍ଲା ଗୁଡିକରେ ବୁଲୁଛି । ଗତକାଲି ରାତି ପ୍ରାୟ ଆଠଟାରେ ଗୁଣୁପୁର ମିନି ଷ୍ଟାଡିୟମରେ ପହଞ୍ଚିଛି ପୁରୁଷ ହକି ବିଶ୍ୱ କପ୍ । ପାରଳାଖେମୁଣ୍ଡିରୁ ଗୁଣୁପୁରରେ ପହଂଚିବା ପରେ ଗୁଣୁପୁର ମିନିଷ୍ଟାଡିୟମରେ ଭବ୍ୟ ସ୍ୱାଗତ…

ମା’ଙ୍କ ଅନ୍ତ୍ୟେଷ୍ଟି ସାରି କର୍ତ୍ତବ୍ୟକୁ ଫେରିଲେ ମୋଦି; ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କଲେ

କୋଲକାତା: ମା’ଙ୍କ ଶେଷକୃତ୍ୟ ସାରି ପୁଣି କର୍ତ୍ତବ୍ୟକୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଗାନ୍ଧିନଗର ରାଜଭବନରୁ ଭିଡିଓ କନଫରେନ୍ସିଂରେ କୋଲକାତାରୁ ହାବଡା ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଲୋକାର୍ପଣ କରିଛନ୍ତ । ଏହି…