Latest Odisha News

BREAKING NEWS

Browsing Category

ଫିଚର

ଅମିତାଭ ଠାକୁରଙ୍କ ସହ ୪ IPSଙ୍କୁ ADG ରାଙ୍କକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟର ୪ ଆଇପିଏସ୍ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଡେପୁଟେସନରେ ଥିବା ଜଣେ IPSଙ୍କୁ ପଦୋନ୍ନତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ବିଜ୍ଞପ୍ତି ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ୫ ଜଣ ଆଇପିଏସ୍ ୧୯୯୮ ବ୍ୟାଚର ।…

ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ଏକ ଟିମ୍

ଭୁବନେଶ୍ୱର: ରାୟଗଡ଼ାର ହୋଟେଲରେ କେମିତି ୨ ଦିନ ବ୍ୟବଧ୍ୟାନରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା । ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଉ ଏକ ଟିମ୍ ଗଠନ କରିଛି । ୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ରାୟଗଡ଼ା ଯାଇଛି । ଏହି ଟିମର ନେତୃତ୍ୱ ନେଉଛନ୍ତି…

ଉପବାଚସ୍ପତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସାମ୍ନାରୁ ପିଟିଲା ଟ୍ରକ୍

ଅନୁଗୁଳ: ଅନୁଗୁଳରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଉପବାଚସ୍ପତିଙ୍କ ଗାଡ଼ି । ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ପରେ କାର ଯୋଗେ ଉପବାଚସ୍ପତି ରଜନୀକାନ୍ତ ସିଂହ ଫେରୁଥିଲେ । ପଞ୍ଚମହଲା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ସାମ୍ନାରୁ ଧକ୍କା ଦେଇଥିଲା । କାରର ଡାହାଣ…

‘ଓଡ଼ିଶା ସମ୍ବାଦ’ ପ୍ରଭାବ, କିଡନୀ ରୋଗରେ ପୀଡ଼ିତ ରାଜେଶଙ୍କୁ ମିଳିଲା ଚିକିତ୍ସା ସହାୟତା

ଯାଜପୁର: ହସଖୁସିର ସଂସାରରେ ଲାଗିଥିଲା ରୋଗର ଗ୍ରହଣ । ହାତ ଧରୁ ଧରୁ ଶଯ୍ୟାଶାୟୀ ହୋଇଥିଲେ ସ୍ୱାମୀ । ଯାହାକୁ ନେଇ ଗତ ୨୬ ତାରିଖରେ ନୂଆ ସଂସାରରେ ଲୁହ ଆଣିଦେଲା ରୋଗ, ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ ଶୀର୍ଷକ ଖବର ଓଡ଼ିଶା ସମ୍ବାଦରେ ପ୍ରକାଶ ପାଇଥିଲା । ଏବେ ତାର ପ୍ରଭାବ ପଡ଼ିଛି…

ଏହି ୬ ଦେଶରୁ ଆସିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଚୀନରେ ସ୍ଥିତି ଚିନ୍ତାଜନକ ରହିଛି । ବିଶେଷଜ୍ଞଙ୍କ କହିବା କଥା, ନୂଆ ବର୍ଷରେ ଏହି ସ୍ଥିତି ଆହୁରି ବିଗିଡ଼ି ପାରେ । ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ଗୁରୁବର ବଡ଼ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ପହିଲାରୁ ୬ ଦେଶରୁ…

ରାଜନୈତିିକ ମୋଡ ନେଉଛି ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ; କବର ନ ଦେଇ କାହିଁକି ଦାହ କରାଗଲା ?

ରାୟଗଡାରେ ୨ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଦିନକୁ ଦିନ ନୂଆ ମୋଡ ନେଉଛି । ରୁଷରୁ ରାୟଗଡା କାହିଁକି ଆସିଥିଲେ ? ଜନ୍ମଦିନ ପାଳନ ନା ଅନ୍ୟକିଛି ଥିଲା ଉଦ୍ଦେଶ୍ୟ ? ବୁଲିବାକୁ ଆସି ଜୀବନ ହାରିବା ଏକ ସଂଯୋଗ ଥିଲା ନା ଥିଲା ସୁପରିକଳ୍ପିତ ଷଡଯନ୍ତ୍ର ? ଏସବୁ ପ୍ରଶ୍ନର ଉତ୍ତର ମିଳି ନ ଥିବାବେଳେ…

କେହି କିଣିଲେନି, ଶେଷରେ ଅନାହାରରେ ମା’ କୋଳରେ ଆଖି ବୁଜିଲା ଶିଶୁ

କେନ୍ଦୁଝର: ନେହୁରା ହେଉଥିଲା, କେହି ହେଲେ ମୋ ଛୁଆକୁ କିଣିନିଅ । କେହି ଶୁଣିଲେନି ତା କଥା । ହୁଏତ କେହି କହିଲେ ମା’ ହୋଇ ସନ୍ତାନକୁ ବିକିବାକୁ ଚାହୁଁଛି ? ହେଲେ  ସେ ଥିଲା ମା’ । ତା ମନ ଚାହୁଁଥିଲା,  ମୋ ପାଖରେ ନହେଲା ନାହିଁ, କାହା ପାଖରେ ହେଲେ ତ ଛୁଆ ମୋର ବଞ୍ଚିଯିବ । ଏବେ ନ…

ନୂଆବର୍ଷରେ ଜି ସାର୍ଥକର ଭେଟି; ଦର୍ଶକଙ୍କ ପାଇଁ ୩ ମେଗା ଧାରାବାହିକ

ଭୁବନେଶ୍ଠର: ନୂଆବର୍ଷରେ ଜି ସାର୍ଥକର ନୂଆ ଭେଟି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସୁଛି ୩ ମେଗା ଓଡ଼ିଆ ଧାରାବାହିକ  । ନୂଆ ବର୍ଷରେ ଏକାଥରକେ ୩ଟି ନୂଆ ଧାରାବାହିକ ଦେଖିବେ ଦର୍ଶକ  । ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ  ୩ଟି ନୂଆ ମେଗା ଧାରାବାହିକ ଆସିଛି । ତିନି…

ବର୍ଷେ ପୂରିନି, ୨୫ ଲକ୍ଷର ‘ସ୍ବଛ ସବାରୀ’ କୋମାରେ

ନବରଙ୍ଗପୁର: ବିନା ଇନ୍ଧନରେ ପରିବେଶକୁ ପ୍ରଦୁଷଣ ମୁକ୍ତ ରଖିବା ସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ନବରଙ୍ଗପୁର ପୌରପାଳିକା ପକ୍ଷରୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାଟେରୀ ଚାଳିତ ଗାଡ଼ି କିଣା ଯାଇଥିଲା। ତେବେ ରାସ୍ତାରେ ଗଡ଼ିବାର ଏକବର୍ଷ ନ ପୁରୁଣୁ ସବୁତକ ଗାଡି ଅକାମି ହୋଇ ପଡି ରହିଛି।…

୨୦୨୦ରେ ରାହୁଲ ୧୧୩ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଛନ୍ତି-ସିଆରପିଏଫ  

ନୂଆଦିଲ୍ଲୀ:ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅନେକ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଲେଣି । ସିଆରପିଏଫର କହିବା ଅନୁଯାୟୀ, ରାହୁଲ ଗାନ୍ଧି ଡିସେମ୍ବର ୨୪ରେ ଭାରତ ଯୋଡୋ ଯାତ୍ରା ସମୟରେ ଏକାଧିକବାର ପ୍ରୋଟୋକଲ ଭାଙ୍ଗିଛନ୍ତି । ଦିଲ୍ଲୀ ପୋଲିସ ରାହୁଲଙ୍କ ସୁରକ୍ଷା ଯୋଗାଇ…