Latest Odisha News

BREAKING NEWS

Browsing Category

ଫିଚର

ଜାନୁଆରୀ ୨୬ ସୁଦ୍ଧା ଓଡ଼ିଶାରେ 5G ସେବା

ଭୁବନେଶ୍ୱର: ଓଡ଼ିଶାକୁ ମିଳିବ 5G ସେବା । ଜାନୁଆରୀ ୨୬, ୨୦୦୩ରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଲଞ୍ଚ ହେବ 5G ସର୍ବିସ । ଗୁରୁବାର ଭୁବନେଶ୍ୱର ରେଲୱେ ଷ୍ଟେଶନ ନବୀକରଣର ଶିଳାନ୍ୟାସ ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଅସରରେ କେନ୍ଦ୍ରମନ୍ତ୍ରୀ…

ଏୟାରପୋର୍ଟ ଅନୁଭବ ଦେବ ଭୁବନେଶ୍ୱର ରେଳଷ୍ଟେଶନ

ଭୁବନେଶ୍ଠର:ଚମକିବ ଭୁବନେଶ୍ଠର ରେଳ ଷ୍ଟେଶନ । ରେଳଷ୍ଟେଶନରେ ମିଳିବ ବିମାନବନ୍ଦରର ଅନୁଭୂତି । ବିମାନବନ୍ଦରର ସବୁ ସୁବିଧା ସୁଯୋଗ ବି ଏଠାରେ ଉପଲବ୍ଧ ହେବ । ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି ନିଜେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ଭୂମିପୂଜନ ବି କରିଛନ୍ତି । ରେଳ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ, ୩୦ ଗୁରୁତର

ନୋମ ପେହ୍ନ:କାମ୍ବୋଡିଆର ପୋଇପେଟ ସ୍ଥିତ କାମ୍ବୋଡ଼ିଆ ସିଟି ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଅଗ୍ନିକାଣ୍ଡରେ ୧୦ ଜଣ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି । ପ୍ରାୟ ୫୦ ଜଣ ନିଆଁ ଭିତରେ ଫସି ରହିଛନ୍ତି । ୩୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଦମକଳବାହିନୀ…

ଜାତିଗତ ଭେଦଭାବର ଭୟଙ୍କର ଦୃଶ୍ୟ: ଦଳିତଙ୍କ ପାଣିଟାଙ୍କିରେ ପକାଇଦେଲେ ମଣିଷ ମଳ

ଥିରୁଅନନ୍ତପୁରମ: ତାମିଲନାଡୁର ଏକ ଗାଁରେ ଜାତିଗତ ଭେଦଭାବକୁ ନେଇ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି  । ଗାଁରେ ଦଳିତ ସମୁଦାୟ ପାଇଁ ଉଦ୍ଦିଷ୍ଟ ଟାଙ୍କିରେ ମଣିଷ ମଳ ପକାଇ ଦେଇଛନ୍ତି । ଏହି ଘଟଣା ଜାଣିବା ପରେ ନିଜେ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଗାଁରେ…

ଆଜି ଅନୁଗୁଳରେ ଶକ୍ତି ପ୍ରଦର୍ଶନ କରିବେ ବିଜେଡି-ବିଜେପି

ଅନୁଗୋଳ :ଆଜି ଅନୁଗୁଳ ଯିବେ ମୁଖ୍ୟମନ୍ତ୍ରୀ । ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଏଥିସହିତ ଆଜି ୩ କେନ୍ଦ୍ରମନ୍ତ୍ରୀଙ୍କର ମଧ୍ୟ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ରହିଛି । ଆଜି ଗୋଟିଏ ଦିନରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ଅନୁଗୁଳରେ ଏକାଠି ହେବେ । ଦୁଇ…

୨୦୨୩ ମସିହା ସରକାରୀ କ୍ୟାଲେଣ୍ଡର ଉନ୍ମୋଚିତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର…

ଉଚ୍ଚା ତକିଆରେ ଶୋଉଛନ୍ତି କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଚ୍ଚା ତକିଆରେ ଶୋଉଛନ୍ତି କି? ଯଦି ହଁ, ତା'ହେଲେ ଆପଣ ଏ ବିଷୟରେ ଚିନ୍ତା କରିବା ସହ ଏହାର କ୍ଷତି ବିଷୟରେ ଜାଣିବା ଉଚିତ। ପ୍ରକୃତରେ ଯଦି ଆପଣ ନିଜର ତକିଆକୁ ଉପରକୁ ଉଠାଇ ଶୋଇବେ ତେବେ ଏହା ଆପଣଙ୍କ ଶରୀରରେ କ୍ଷତି ପହଞ୍ଚାଇ ପାରେ। ମୁଖ୍ୟତଃ ଏହା ଆପଣଙ୍କ ହାଡ଼…

ଭାରତୀୟ ରେଲଓ୍ବେର ସର୍ଭରରେ ସଂରକ୍ଷିତ ଥିବା ତିନି କୋଟି ଯାତ୍ରୀଙ୍କ ତଥ୍ୟ ହ୍ୟାକ!

ନୂଆଦିଲ୍ଲୀ: ଭାରତୀୟ ରେଲଓ୍ବେରେ ପଞ୍ଜିକୃତ ହୋଇଥିବା ପାଖାପାଖି ତିନି କୋଟି ଯାତ୍ରୀଙ୍କ ତଥ୍ୟ ହ୍ୟାକ୍ । ଏହି ତଥ୍ୟକୁ ଏବେ ଡାର୍କ ଓ୍ୱେବରେ ବିକ୍ରି ପାଇଁ ରଖାଯାଇଛି ବୋଲି ଡାଟା ହ୍ୟାକର ଦାବି କରିଛନ୍ତି। ଭାରତୀୟ ରେଳବାଇର ଏହା ସବୁଠାରୁ ବଡ଼ ହ୍ୟାକିଂ ବୋଲି ହ୍ୟାକରମାନେ ଦାବି କରିଛନ୍ତି।…

କୋଭିଡର ନୂଆ ଲହର ଆଶଙ୍କା ଭିତରେ ୪ର୍ଥ ଡୋଜ ଆବଶ୍ୟକ କି?

ନୂଆଦିଲ୍ଲୀ: ଦେଶରେ କୋଭିଡର ନୂଆ ଲହରକୁ ନେଇ ଆଶଙ୍କା ମଧ୍ୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଦେଶର ଲୋକଙ୍କୁ ଚତୁର୍ଥ ଡୋଜ ଟିକା ଦେବାର କୌଣସି ଆବଶ୍ୟକତା ନାହିଁ। ଅନେକ ଲୋକ କୋଭିଡ ଲଢେଇ ପାଇଁ ଉଭୟ ଟିକା ନେଇଛନ୍ତି କିନ୍ତୁ ଆଉ କିଛି ଟିକା ନେଇ ନାହାନ୍ତି କି ସତର୍କତା ଗ୍ରହଣ କରିନାହାଁନ୍ତି।…

ବାହା ହେବାକୁ ଏପରି ଝିଅ ଖୋଜୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିଜ ବାହାଘର ନେଇ ନିରବ ରହୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଶୀତ ଦିନେ ବିନା ଜ୍ୟାକେଟରେ ଚାଲି ଚାଲି ଭାରତ ଯୋଡ ଯାତ୍ରା କରି ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ କଂଗ୍ରେସ ସଭାପତି। ଏହି ଭାରତ ଯୋଡ ଯାତ୍ରା ବେଳେ ଏକ ସାକ୍ଷାତକାର ଦେଇ ସେ…