Latest Odisha News

BREAKING NEWS

Browsing Category

ଫିଚର

କଂଗ୍ରେସର ୨ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: କଂଗ୍ରେସର ଦୁଇଜଣ ବିଧାୟକଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍‌  ।  ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ  ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ଏହି ନୋଟିସ୍‌ ଜାରି କରିଛନ୍ତି। ଏହି ଦୁଇ ବିଧାୟକ ହେଲେ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟ  ।…

ପିସିବି ମୂଖ୍ୟ ପଦରୁ ବିଦା ହେଲେ ରମୀଜ

କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ପଦରୁ ରମୀଜ ରାଜାଙ୍କୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ନଜାମ ସେଠୀ ଏହି ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନର ଶୋଚନୀୟ ପରାଜୟ ଯୋଗୁ ଏହି ନିଷ୍ପତି ନିଆଯାଇଥିବା ଅନୁମାନ କରାଯାଉଛି । ପାକିସ୍ତାନ…

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ଯାଜପୁର : ବାଲିଚନ୍ଦ୍ରପୁର ଥାନା ଅଧୀନସ୍ଥ ପଲେଇ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ  । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ସୂଚନା ଅନୁଯାୟୀ ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି…

ଆସନ୍ତା ୪୮ ଘଣ୍ଟାରେ ଶ୍ରୀଲଙ୍କା ଆଡ଼କୁ ମାଡ଼ିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର: ଆଜି ସକାଳେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଓ୍ୱେଲ ମାର୍କଡ୍ ଲଘୁଚାପ ସୃଷ୍ଟି ହୋଇଛି । କିନ୍ତୁ ଏହା ଭାରତ ଉପକୂଳ ଆଡ଼କୁ ଅଗ୍ରସର ହେବନାହିଁ । ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହୋଇ ଭାରତ ମହାସାଗର ନିକଟରେ ଏହା ଘୁରିବୁଲିବ । ପରେ  ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ…

ଲାଇଗର ଫ୍ଲପ ହେବା ସତ୍ୱେ ପୁରୀ ଜଗନ୍ନାଥଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ବିଜୟ ଦେବରକୋଣ୍ଡ ଓ ଅନନ୍ୟା ପାଣ୍ଡେ ଅଭିନୀତ ଲାଇଗର ଫ୍ଲପ ହେବା ପରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ବଡ ବଡ ହୀରୋ ରାଜି ହେଉ ନାହାନ୍ତି । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୁପରଷ୍ଟାର…

ଯେତେ ଖୋଳୁଛି, ସେତେ ପାଉଛି ଭିଜିଲାନ୍ସ: ଇଡକଲ୍ ଏମଡିଙ୍କ ଅମାପ ସମ୍ପତ୍ତି

ଭୁବନେଶ୍ୱର : ଯେତେ ଖୋଳୁଛି, ସେତେ ବାହାରୁଛି । ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ପୁଳା ପୁଳା ଗହଣା । ଗଣି ଗଣି ଭିଜିଲାନ୍ସ ବି ନୟାନ୍ତ । ଦେଢ କେଜିରୁ ଅଧିକ ସୁନା ଓ ସାଢେ ୬ କେଜିରୁ ଅଧିକ ରୁପା…

ଆଇପିଏଲ ଭାଲ୍ୟୁରେ ବୃଦ୍ଧି

ନୂଆଦିଲ୍ଲୀ: ଇଣ୍ଡ୍ରିଆନ ପ୍ରିମିୟର ଲିଗର ବ୍ରାଣ୍ଡ ଭାଲ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ତୁଳନାରେ ଏହାର ବ୍ରାଣ୍ଡ ଭାଲ୍ୟୁ ୭୫ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୧ରେ ଏହି ଲୋକପ୍ରିୟ ଟି୨୦ ଲିଗରେ ୨ଟି ଟିମ ଲକ୍ଷ୍ନୌ ସୁପରଜ୍ୟାଂଟସ ଓ…

ବିଲ୍ ପାସ୍ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଯନ୍ତ୍ରୀ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ । ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଠିକା କାମର ବିଲ୍ କରାଇ ଦେବା ଲାଗି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ…

ରାଜ୍ୟର ଏହି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ

ଭୁବନେଶ୍ୱର: ବୁଧବାର ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ୯ଟା ୪୬ ସମୟରେ ୫ରୁ ୬ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ମୃଦୁ ଭୂମିକମ୍ପର ତୀବ୍ରତା ୩.୪ ମାଗ୍ନିଚ୍ୟୁଡ୍ ରହିଥିଲା । ଭୂମିକମ୍ପ ୫ କିଲୋମିଟର ଗଭୀରରେ ହୋଇଥିବା ଜଣାପଡ଼ିଛି ।…

ନୂଆ ବର୍ଷରୁ ଆସିବ ୧୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ନୂଆ ବର୍ଷରେ ଆସିବ ନୂଆ ନୋଟ୍‌  । ସେ ପୁଣି ୧୦୦୦ ଟଙ୍କିଆ ନୋଟ୍‌  । ବଜାରକୁ ୧୦୦୦ ଟଙ୍କିଆ ନୋଟ୍ ଆସିବା ନେଇ ଚାଲିଛି ଚର୍ଚ୍ଚା। ସୂଚନା ଅନୁଯାୟୀ, ବଜାରକୁ ୧୦୦୦ ଟଙ୍କିଆ ନୋଟ୍‌ ଆଣିବା ପାଇଁ ଲୋକମାନେ ଦାବି କରି ଆସୁଥିଲେ  । ତେବେ କେନ୍ଦ୍ର ସରାକର ୨୦୦୦ ଟଙ୍କା ନୋଟ୍…