Latest Odisha News

BREAKING NEWS

Browsing Category

ଫିଚର

ଆଠ ଯୋଡ଼ା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍ ସ୍ଥାୟୀ ଭାବରେ ଯୋଡାଯିବ

ଭୁବନେଶ୍ୱର: ସାଧାରଣ ଜନତା, ବିଶେଷକରି ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ଏବଂ ଯାତ୍ରୀଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ…

ଭୁବନେଶ୍ୱର ସମେତ ୨୫ଟି ବିମାନ ବନ୍ଦରକୁ ଲିଜରେ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ସମେତ ଦେଶର ୨୫ଟି ବିମାନ ବନ୍ଦରର ହେବ ଘରୋଇକରଣ। ଏ ନେଇ କେନ୍ଦ୍ର ସରକାର ରାଜ୍ୟସଭାକୁ ଅବଗତ କରାଇଛନ୍ତି। ନ୍ୟାସନାଲ ମୋନେଟାଇଜେସନ୍ ପାଇପଲାଇନ (NMP) ଅନୁଯାୟୀ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ର ୨୫ ବିମାନବନ୍ଦର ୨୦୨୨ ରୁ…

ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଲେ ଫ୍ରାନ୍ସ ଷ୍ଟାର କରୀମ ବେଞ୍ଜେମା

ଦୋହା: ଫିଫା ବିଶ୍ୱକପ ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ ସତ୍ୱେ ଆର୍ଜେଂଟିନା ନିକଟରୁ ପରାସ୍ତ ହୋଇଛି ଫ୍ରାନ୍ସ । ଏଥିରେ ନିରାଶ ହୋଇ ପଡିଛନ୍ତି ଫ୍ରାନ୍ସ ଖେଳାଳି ଓ ପ୍ରଶଂସକ । ୩୫ ବର୍ଷୀୟ ଷ୍ଟାର ଖେଳାଳି କରୀମ ବେଞ୍ଜେମା ସୋମବାର ଆନ୍ତର୍ଜାତୀୟ ମୁକାବିଲାରୁ ଅବସର ଘୋଷଣା କରିଛନ୍ତି । ଏହି…

ଅତିଥିଙ୍କୁ ଖାଇବାକୁ ନ ଦେଇ କଠୋରିରେ ବନ୍ଦ କରି ଦିଅନ୍ତି ଏଠାକାର ଲୋକ

ନୂଆଦିଲ୍ଲୀ: ଅତିଥି ସତ୍କାରକୁ ଆମେ ପରମ୍ପରା ମାନୁ । ଘରକୁ କିଏ କୁଣିଆ ଆସିଲା ମାତ୍ରେ ଚା ପାଣିରୁ ନେଇ ଜଳଖିଆ ପ୍ରସ୍ତୁତିରେ ଲାଗି ପଡ଼ୁ । କିନ୍ତୁ ଦୁନିଆରେ ଏମିତି ବି ସ୍ଥାନ ରହିଛି ଯେଉଁଠି ଅତିଥି ସତ୍କାର ଅର୍ଥ ଆପଣ ବଡ଼ ଭୁଲ୍ କରି ଦେଲେ । ଏଇ ଯେମିତି ଆମେରିକାରେ ନୁଡୁଲ୍ସ ଖାଇବା ବେଳେ…

୨୦୨୧ରେ ଦେଶର ଜିଡିପିରେ ୟୁଟ୍ୟୁବର ଯୋଗଦାନ ରହିଛି ୧୦ ହଜାର କୋଟି

ନୂଆଦିଲ୍ଲୀ: ୟୁଟ୍ୟୁବ ଏବେ ଏକପ୍ରକାର ରୋଜଗାର ମାଧ୍ୟମ ସାଜିଛି କହିଲେ ଭୁଲ ହେବନି । ବହୁତ ଲୋକ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହା ପରୋକ୍ଷରେ ଭାରତର ଜିଡିପି ବୃଦ୍ଧି କରାଇବାରେ ମଧ୍ୟ ସହାୟ ହେଉଛି । ୨୦୨୧ରେ ଭାରରତୀୟ ଜିଡିପିରେ ୟୁଟ୍ୟୁବରଙ୍କ ଯୋଗଦାନ ୧୦ ହଜାର କୋଟି…

ଇଡିର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ ଖାରଜ, ଝାରପଡା ଜେଲ ଗଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ହନିଟ୍ରାପ ମାମଲାର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗ ଗଲେ ଝାରପଡ଼ା ଜେଲ୍। ଇଡି ତାଙ୍କୁ ରିମାଣ୍ଡରେ ନେଇ ଗିରଫ କରିଥିଲା। ଅର୍ଚ୍ଚନାଙ୍କ 6 ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହେବା ପରେ ସୋମବାର ଇଡି ତାଙ୍କୁ କୋର୍ଟରେ ହାଜର କରିଥିଲା ଏବଂ ଅଧିକ ପଚରାଉଚରା ପାଇଁ ତାଙ୍କୁ ଆଉ ଦୁଇ…

୩୫୦୦ କୋଟି ଅତିକ୍ରମ କଲା ଅବତାର ୨ର ବ୍ୟବସାୟ

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ଦ ୱେ ଅଫ ୱାଟର ସାରା ବିଶ୍ୱରେ ଝଡ ସୃଷ୍ଟି କରିଛି । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ଏତେ ମାତ୍ରାରେ ଉତ୍କଣ୍ଠା ରହିଛି ଯେ, ରିଲିଜର ୩ ଦିନ ମଧ୍ୟରେ ସାରା ବିଶ୍ୱରେ ୩୫୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ବକ୍ସ ଅଫିସ ରେକର୍ଡ…

ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଚ୍ୟାଲେଞ୍ଜ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଯେଉଁ 30 ହଜାର କଂଗ୍ରେସର ଭୋଟ୍ ବ୍ୟାଙ୍କ ଥିଲା ତାହା ଏବେ ଖସିଆସି 3 ହଜାର ହୋଇଛି। ଏପରି ଭୋଟ୍ ବ୍ୟାଙ୍କ କମିବା ପଛରେ ବିଜେଡି ଓ କଂଗ୍ରେସର ଡିଲ୍ ବୋଲି କହି ଆସୁଛି ବିଜେପି। ଯାହାକୁ ପୂର୍ବରୁ ସମର୍ଥନ…

ଶସ୍ତା ହେବ ସିଲିଣ୍ଡର, ରୋଷେଇ ଗ୍ୟାସ୍ ୫୦୦ ଟଙ୍କାରେ ଦେବେ ସରକାର

ଜୟପୁର: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ଦରବୃଦ୍ଧି ଯୋଗୁ ବିଗିଡ଼ି ଯାଇଥିବା ବଜେଟକୁ ଆଶ୍ୱସ୍ତି ଦେବ ରୋଷେଇ ଗ୍ୟାସ୍ । ୨୦୨୩ ଏପ୍ରିଲ୍ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୫ ଶହ ଟଙ୍କାରେ ମିଳିବ । ବିପିଏଲ୍ କାର୍ଡଧାରୀ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇବେ ।…

ଡିସେମ୍ବର ୨୨ରୁ ‘ମଣ୍ଡି ଚାଲ’ ଅଭିଯାନ ଡାକରା ଦେଲା ରାଜ୍ୟ ବିଜେପି

ଭୁବନେଶ୍ୱର: ସରକାରୀ ଅଧିକାରୀ ଓ ମିଲର୍ସଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ଓଡ଼ିଶା ସରକାର ସାରା ରାଜ୍ୟରେ ଧାନ ସଂଗ୍ରହ କେନ୍ଦ୍ର ଖୋଲିବାରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ଆଣି ବିଜେପି ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।…