Latest Odisha News

BREAKING NEWS

Browsing Category

ଫିଚର

WTC ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଲମ୍ୱ ଡିଆଁ ମାରିଲା ଟିମ୍ ଇଣ୍ଡିଆ । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ରେସ୍ ଏବେ ଅଧିକ ରୋମାଞ୍ଚକ ହେଉଛି । ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଟିମ୍ ଇଣ୍ଡିଆ । ଏପରି ସମ୍ଭବ ହୋଇଛି ସାଉଥ୍ ଆଫ୍ରିକାକୁ…

ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ: ୨ ଦିନ, ୩୪ ୱିକେଟ, ୫୦୪ ରନ

ସିଡନୀ: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମାତ୍ର ୨ ଦିନରେ ଶେଷ ହୋଇଯାଇଛି । ୨ ଦିନ ମଧ୍ୟରେ ୫୦୪ ରନ ହୋଇଥିବା ବେଳେ ୩୪ ୱିକେଟର ପତନ ଘଟିଥିଲା । ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି…

୧୬ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ, ୮ ଗିରଫ

ମୁମ୍ବାଇ :  ମହାରାଷ୍ଟ୍ରର ପାଲବିତା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଘଟଣା । ଗଣଦୁଷ୍କର୍ମର ଶିକାର ହୋଇଛି ୧୬ ବର୍ଷର ଝିଅ । ଏହି ଘଟଣାରେ ୮ ଜଣକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ  । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୮ଜଣ ଯୁବକ ତାଙ୍କୁ ଜବରଦସ୍ତି ଉଠାଇ ନେଇ…

ସଇତାନ୍ ସ୍ୱାମୀ, ସ୍ତ୍ରୀକୁ ହାଣି ଖଣ୍ଡ ଖଣ୍ଡ କଲା ସ୍ବାମୀ

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ସମାନ ଘଟଣା । ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ ପରେ ଝାଡ଼ଖଣ୍ଡରେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି । ସଇତାନ୍‌ ସାଜିଲା ସାତ ଜନ୍ମର ସାଥି  । ନିଜ ସ୍ତ୍ରୀକୁ ହାଣି କଲା ଖଣ୍ଡ ଖଣ୍ଡ । ଏଭଳି ଛାତିଥରା ଘଟଣା ଝାଡ଼ଖଣ୍ଡର…

ବଢିଲା ନୌସେନାର ବଳ, ସାମିଲ ହେଲା ସ୍ୱଦେଶୀ ଇଏନଏସ୍ ମୋର୍ମୁଗାଓ

ନୂଆଦିଲ୍ଲୀ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ଆଇଏନଏସ୍ ମୋର୍ମୁଗାଓ । ମୁମ୍ୱାଇରେ ଆଧୁନିକ ସେନ୍ସର ଓ ରାଡାର ସଂଯୁକ୍ତ ଯୁଦ୍ଧପୋତକୁ ନେଭିରେ ସାମିଲ ନେଇ ଆୟୋଜିତ ହୋଇଛି ବିରାଟ ଉତ୍ସବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ନେଭିରେ ସାମିଲ କରାଇଛନ୍ତି।…

ବାହାଘର ଭାଙ୍ଗିଦେଲା ସାମ୍ପୁ, ଥାନାର ଦ୍ୱାରସ୍ଥ ହେଲେ କନ୍ୟାପକ୍ଷ

ଆସାମ : ଗୋଟିଏ ଦିନ ପରେ ହୋଇଥାନ୍ତା ବାହାଘର କିନ୍ତୁ ପୂର୍ବରୁ ଲାଗିଗଲା କାହାର ନଜର । ବିବାହରେ ଟଙ୍କା, ଆସବା ପତ୍ର ନେଣ ଦେଣ ହେବା ସାଧାରଣ କଥା । ବର ପକ୍ଷ କନିଆ ପକ୍ଷଙ୍କୁ କିଛି ଦେଇଥାନ୍ତି ଆଉ କନିଆ ପକ୍ଷ ମଧ୍ୟ ବରପକ୍ଷଙ୍କୂ ଉପହାର ସଦୃଶ ଦେଇଥାଆନ୍ତି । କିନ୍ତୁ ଏହି ଉପହାର ବିବାହରେ…

ବ୍ରିଟେନରେ କେରଳୀ ନର୍ସ ଓ ତାଙ୍କ ୨ ସନ୍ତାନଙ୍କୁ ହତ୍ୟା

କୋଟାୟମ(କେରଳ) : ବ୍ରିଟେନରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା | କେରଳର ଜଣେ ନର୍ସ ଓ ତାଙ୍କର ଦୁଇ ଛୋଟ ପିଲାଙ୍କୁ କେହି ହତ୍ୟା କରିଛି । ହେଲେ ଘଟଣାର ଦିନକ ପରେ ଅର୍ଥାତ ଶନିବାର ନର୍ସଙ୍କ ପରିବାର ଲୋକ ଏ ନେଇ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାଇ ହତ୍ୟାକାଣ୍ତ ପଛରେ ନର୍ସଙ୍କ…

ଦୁଇବସ୍‌ ମୁହାଁମୁହିଁ ଧକ୍କା, ୩ ମୃତ ୨୨ ଆହତ

ନୂଆଦିଲ୍ଲୀ : ଗ୍ରେଟର ନଏଡା ଏକ୍ସପ୍ରେସୱେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇବସ୍‌ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ…

ତେଜିଲା ହିଜାବ ବିରୋଧୀ ଆନ୍ଦୋଳନ, ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଘରୁ ଉଠାଇନେଲେ ସୁରକ୍ଷାକର୍ମୀ

ନୂଆଦିଳ୍ଲୀ: ଗିରଫ ହେଲେ ଇରାନ ପ୍ରସିଦ୍ଧ ଅଭିନେତ୍ରୀ ତରାନେହ ଅଲିଦୋସ୍ତୀ । ତେହରାନ ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରିଛି । ଇରାନରେ ଚାଲିଥିବା ଇରାନରେ ହିଜାବ ବିରୋଧୀ ଆନ୍ଦୋଳନର ଜଣେ ସମର୍ଥକ ଥିଲେ ଅଲିଦୋସ୍ତୀ । ସେ ତାଙ୍କର ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ…

ଆଜିଠୁ ବଢିବ ଶୀତ, ଥରିବ ରାଜ୍ୟ

ଭୁବନେଶ୍ୱର: ଧୀରେଧୀରେ ଫେରୁଛି ଶୀତ । ଥରିବ ରାଜ୍ୟ । ରାଜ୍ୟକୁ ଶୀତ ଫେରିବା ଆରମ୍ଭ କଲାଣି। ଗତକାଲି ରାତିରେ ଝାରସୁଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଥିଲା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଶୀତ ବଢିବ। ଝାରସୁଗୁଡ଼ାଠାରେ ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ ଥିବା ଜଣାଯାଇଛି ।…