Latest Odisha News

BREAKING NEWS

Browsing Category

ଫିଚର

ସକାଳ ଜଳଖିଆରେ ପ୍ରୋଟିନ୍‌ର ଆବଶ୍ୟକତା କ’ଣ ରହିଛି ଆସନ୍ତୁ ଜାଣିବା….

ନୂଆବର୍ଷର ଆରମ୍ଭରେ ସଭିଏଁ ପୁଣି ନିଜ ନିଜର ବର୍ଦ୍ଧିତ ଓଜନ ହ୍ରାସ କରିବାରେ ଲାଗି ପଡ଼ିଲେଣି  । ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକ ପ୍ରୋଟିନଯୁକ୍ତ ସକାଳ ଜଳଖିଆ ଖାଇଲେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ  । ତେଣୁ ଯେଉଁମାନେ ଜଳଖିଆରେ କେବଳ କର୍ଣ୍ଣଫ୍ଲେକ୍‌ସ ଖାଉଛନ୍ତି,…

ବିଦ୍ୟୁତ ଆଘାତରେ ପ୍ରସୂତିଙ୍କ ମୃତ୍ୟୁ, କିନ୍ତୁ ଗର୍ଭରେ ନବଜାତର ହୃଦସ୍ପଦନ ଚାଲୁଥିଲା…

ରାୟପୁର: ଛତିଶଗଡର ଅମ୍ବିକାପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ 9 ମାସର ଗର୍ଭବତୀ ମହିଳାଙ୍କ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଗର୍ଭରେ ବଢୁଥିବା ଶିଶୁର ହୃଦସ୍ପନ୍ଦନ ଚାଲୁଥିଲା ବୋଲି…

ପ୍ରସ୍ତାବିତ କଟକ ରେଳଷ୍ଟେସନର ଡିଜାଇନ ସେୟାର କଲେ ରେଳମନ୍ତ୍ରୀ, କେମିତି ହୋଇଛି ଲୋଡିଲେ ମତାମତ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଟ୍ୱିଟର ଆକାଉଣ୍ଟରେ କଟକ ରେଳ ଷ୍ଟେସନର ପ୍ରସ୍ତାବିତ ଡିଜାଇନର ଫଟୋ ସେୟାର କରିଛନ୍ତି। ପ୍ରସ୍ତାବିତ ଡିଜାଇନ୍କୁ ନେଇ ଲୋକଙ୍କ ମତାମତ ଲୋଡ଼ିଛନ୍ତି ବୈଷ୍ଣବ। କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟକୁ ନେଇ ଏହି ଡିଜାଇନ୍ ଅନୁପ୍ରାଣିତ ହୋଇଛି।…

ଅର୍ଚ୍ଚନାଙ୍କ ଡାଏରୀ ଓ ଜୁଏଲାରୀ ଲିଙ୍କ୍ ଇଡି ହାତରେ, ସିସିଟିଭି ଫୁଟେଜ କିଏ କଲା ଗାଏବ?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଶୁକ୍ରବାରଠୁ ଇଡି ଅଧିକ ସକ୍ରିୟ ହୋଇଛି। ଶନିବାର ସକାଳେ ଦୀର୍ଘଦିନ ଧରି ସମନ ସତ୍ତ୍ବେ ହାଜର ହେଉନଥିବା ଶ୍ରଦ୍ଧାଞ୍ଜଳି ହାଜର ହୋଇ ପକ୍ଷ ରଖିଛି। ପାଖାପାଖି 13 ଘଣ୍ଟା ଜେରା ପରେ ବାହାରକୁ ଆସିଥିଲା ଶ୍ରଦ୍ଧାଞ୍ଜଳି। ପ୍ରଥମ ଥର ପାଇଁ…

ବିଶ୍ୱକପ ଫାଇନାଲରେ ଭାଷଣ ଦେବାକୁ ଚାହୁଁଥିଲେ ଜେଲେନସ୍କି, ମନା କଲା ଫିଫା

କୀଭ: ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମର ଜେଲେନସ୍କି ଭାଷଣ ଦେବାକୁ ଚାହୁଁଥିଲେ । ଏହା ମାଧ୍ୟମରେ ସେ ଶାନ୍ତି ବାର୍ତା ଦେବା ପାଇଁ ଉଦ୍ୟମ କରିଥାନ୍ତେ, ମାତ୍ର ଫିଫା ଏଥି ନିମନ୍ତେ ମନା କରିଥିଲା । ରବିବାର ଫ୍ରାନ୍ସ ଓ ଆର୍ଜେଂଟିନା ମଧ୍ୟରେ ଫାଇନାଲ ମ୍ୟାଚ…

୨୫ ହଜାର ବର୍ଷ ତଳେ ଭାରତରେ ରହୁଥିଲେ ସର୍ବାଧିକ ଲୋକ

ନୂଆଦିଲ୍ଲୀ: ବନାରସ ହିନ୍ଦୁ ୟୁନିଭରସିଟିର ଏକ ଗବେଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବୈଜ୍ଞାନିକମାନଙ୍କ ଗବେଷଣାରେ ପ୍ରମାଣିତ ହୋଇଛି ଯେ, ୨୫ ହଜାର ବର୍ଷ ତଳେ ବିଶ୍ୱର ଅଧାରୁ ଅଧିକ ଲୋକ ଭାରତରେ ରହୁଥିଲେ । ୟୁନିଭରସିଟିର ଜିନ ବୈଜ୍ଞାନିକ ଜ୍ଞାନେଶ୍ୱର ଚୌବେ ଏ ସମ୍ପର୍କରେ…

ବିଏସଏଫର କ୍ଷମତା ପରିସର କେତେ ରହିବ? ମମତା ଏବଂ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ବିତର୍କ

କୋଲକାତା: କୋଲକାତାରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୀମା ସୁରକ୍ଷା ନେଇ ବୈଠକରେ ବିଏସଏଫ ପ୍ରସଙ୍ଗ ଉଠାଇଛନ୍ତି। ପଶ୍ଚିମବଙ୍ଗ ହେଉଛି ପୂର୍ବାଞ୍ଚଳର ଏକମାତ୍ର ରାଜ୍ୟ ଯାହା…

ରାଜ୍ୟପାଳଙ୍କ ବିରୋଧରେ ମହାରାଷ୍ଟ୍ରରେ ମହାମେଣ୍ଟର ମହାରାଲି

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ବିବାଦୀୟ ବୟାନକୁ ନେଇ ଶିବସେନା ଉଦ୍ଧବ ବାଲାସାହେବ ଠାକରେ, ନ୍ୟାଶନାଲ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଆଗାଢି (ଏମଭିଏ) ସହଯୋଗୀ ଦଳ ମୁମ୍ବାଇରେ ମହାରାଲି କରିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ…

ଫିଫା ବିଶ୍ୱକପ : ଫାଇନାଲ ପୂର୍ବରୁ ଫ୍ରାନ୍ସର ୩ ଖେଳାଳି ଅସୁସ୍ଥ

ଦୋହା: ଆର୍ଜେଂଟିନା ବିପକ୍ଷ ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ଫ୍ରାନ୍ସ ଟିମ ଏବେ ଚିନ୍ତାରେ । ଦଳର ୩ଜଣ ଖେଳାଳି ଅସୁସ୍ଥ ଅଛନ୍ତି । ରାଫେଳ ୱାରେନ, ଇବ୍ରାହିମ କାଂଟେ ଓ କିଙ୍ଗସଲେ କୋମନ ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଆଉ ୨ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ । କତାରରେ ଗରମ…

ଗିରଫ ହୋଇଥିବା ଓକିଲଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଛନ୍ତି ଏସପି: ସମ୍ବଲପୁର ବିଧାୟକ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଓ ଏହି ମାମଲାରେ ଗିରଫ ହୋଇଥିବା ଆଇନଜୀବୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସପି…