Latest Odisha News

BREAKING NEWS

Browsing Category

ଫିଚର

ଏଣିକି ଡିଏଲ, ମେଡିକାଲ ସାର୍ଟିଫିକେଟ ପାଇଁ ଅଫିସ ଦୌଡିବାକୁ ପଡ଼ିବନି

ଭୁବନେଶ୍ୱର: ଏଣିକି ଗାଡ଼ି ମାଲିକମାନଙ୍କୁ ଆଉ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ନବୀକରଣ କିମ୍ବା ଲର୍ଣ୍ଣିଂ ଲାଇସେନ୍ସ ନେବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ଅଫିସକୁ ଯିବାକୁ ପଡ଼ିବ ନାହିଁ। ତେବେ ଅନଲାଇନରେ ମେଡିକାଲ୍ ସାର୍ଟିଫିକେଟ୍ ପ୍ରଦାନ ବାଧ୍ୟତାମୂଳକ ହେବ। ରାଜ୍ୟ ପରିବହନ…

ଶନିବାରଠୁ ଏହି ସବୁ ଟ୍ରେନ ସାମୟିକ ବାତିଲ

ଭୁବନେଶ୍ୱର: ଆସନ୍ତାକାଲିଠୁ 26 ଡିସେମ୍ବର 2022 ମଧ୍ୟରେ ପାରାଦୀପ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ। • 18 ଏବଂ 25 ଡିସେମ୍ବର 2022 ରେ ବିଶାଖାପାଟନମ୍ ରୁ ଛାଡିବାକୁଥିବା 22810…

ରାସ୍ତା ଚିକ୍କଣ ହେଉଛି କିନ୍ତୁ ଓ୍ୱାର୍ଡରେ ମଶା ଭର୍ତ୍ତି, ବିଏମସି ଆଗରେ ବିଜେପିର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ମଶାଙ୍କ ଉପଦ୍ରବକୁ ବିରୋଧ କରି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ଅଫିସ ସମ୍ମୁଖରେ ଏକ ଅଭିନବ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି। ବିଏମସିର ଫାଟକ ଆଗରେ ମଶାରି ବାନ୍ଧି ଭିତରେ ବସି ରାଜଧାନୀବାସୀଙ୍କ ସହ ପ୍ରତିଦିନ ଲଢ଼ୁଥିବା ମଶାଙ୍କ ଉପଦ୍ରବକୁ ବିରୋଧ…

ଓଡ଼ିଶା ଫେରିଲେ ଆଇଏଏସ ଉଷା ପାଢୀ

ଭୁବନେଶ୍ୱର: କେନ୍ଦ୍ର ଡେପୁଟେସନରେ ଯାଇଥିବା ଆଇଏଏସ ଉଷା ପାଢୀ ଫେରିଲେ ଓଡ଼ିଶା। ରାଜ୍ୟ ସରକାର ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସାଧାରଣ…

ବୋଲ୍ଟଙ୍କୁ ପଛରେ ପକାଇଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କୁ ପଛରେ ପକାଇ ସବୁଠାରୁ ଚର୍ଚ୍ଚିତ ଆଥଲେଟ ସାଜିଛନ୍ତି । ଆନ୍ତର୍ଜାତୀୟ ମୁକାବିଲାରେ ଆକର୍ଷଣୀୟ ପ୍ରଦର୍ଶନ ଏବଂ ନମ୍ର ଓ ଭଦ୍ର ବ୍ୟକ୍ତିତ୍ୱ…

ଫିଫା ବିଶ୍ୱକପ : ଟ୍ରେଣ୍ଡ ହେଉଛି ଏସବିଆଇ ପାସବୁକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫାଇନାଲ ଏଥର ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ୨ଥର ଚାମ୍ପିୟନ ଆର୍ଜେଂଟିନା ଟିମ ୩୬ ବର୍ଷ ପରେ ପୁନର୍ବାର ବିଶ୍ୱକପ ଜିତିବା ସମ୍ଭାବନା ସୃଷ୍ଟି କରିଛି । ତେବେ ଆର୍ଜେଂଟିନା ଟିମ ଫାଇନାଲକୁ ଯିବା ପରେ ଭାରତର ଏସବିଆଇ ପାସବୁକ ଟ୍ରେଣ୍ଡ ହେବାରେ ଲାଗିଛି…

ପୁରୁଷ ଟି୨୦ରେ ସର୍ବନିମ୍ନ ସ୍କୋର କଲା ସିଡନୀ ଥଣ୍ଡର୍ସ

ସିଡନୀ: ସିଡନୀ ଥଣ୍ଡର୍ସ ପୁରୁଷ ଟି୨୦ କ୍ରିକେଟରେ ଏକ ଅଲୋଡା ରେକର୍ଡ କରିଛି । ବିଗବ୍ୟାଶ ଲିଗର ଏକ ମୁକାବିଲାରେ ସିଡନୀ ଟିମ ବିଶ୍ୱ କ୍ରିକେଟରେ ସର୍ବନିମ୍ନ ସ୍କୋର ୧୫ ରନ କରି ଅଲଆଉଟ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ଆଡିଲେଡ ଷ୍ଟାଇକର୍ସ ୧୪୦ ରନର ଟାର୍ଗେଟ ରଖିଥିଲା । କ୍ରିସ ଲେନ ୩୬ ଓ…

ଭିକ ମାଗି ମନ୍ଦିରକୁ ଦାନ କଲେ ଲକ୍ଷେ ଟଙ୍କା

ଫୁଲବାଣୀ: ସେ ନିରୋଳା ଭକ୍ତଟିଏ । ତାଙ୍କର କିଛି ଲୋଡା ନାହିଁ । ସବୁ ସମର୍ପି ଦେଇଛନ୍ତି ଜଗନ୍ନାଥଙ୍କୁ । ତାଙ୍କୁ ଦେଖିଲେ ମନେ ପଡିଯାଏ ସେଇ ଭାବାବେଗ ଭରା ଭଜନ ଜଗନ୍ନାଥ ହୋ….କିଛି ମାଗୁନାହିଁ ତୋତେ..ଧନ ମାଗୁନାହିଁ . ଜନ ମାଗୁନାହିଁ… । ସେଥିପାଇଁ ବୋଧହୁଏ ସେ ଯାହା ମାଗି ମାଗି…

ଲଭ୍‌ରେ ନୂଆ ଛୁଙ୍କ ଦେବ ‘କଫି ସପ୍‌’ ଫିଲ୍ମ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସୁଛି ‘କଫି ସପ୍‌’ ଫିଲ୍ମ । ପୁଣି ପରଦାରେ ଓଡ଼ିଆ ଦର୍ଶକ ଦେଖିବେ ଲଭ୍‌ ଓ ଏଣ୍ଟରଟେନମେଣ୍ଟର ତଡ଼କା  । ରୌଦ୍ରୀ ଟେଲି ଆର୍ଟ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି  । ଏହି ଚଳଚ୍ଚିତ୍ରରେ ନାୟକ ଏବଂ ନାୟିକାଙ୍କ…

ରଣଜୀ ଟ୍ରଫି: ଡ୍ର ମ୍ୟାଚରେ ବରୋଦାକୁ ୩, ଓଡିଶାକୁ ୧ ପଂଏଟ

କଟକ: ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡିଶା ଓ ବରୋଦା ରଣଜୀ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ବରୋଦାକୁ ୩ ଓ ଓଡିଶାକ ୧ ପଂଏଟ ମିଳିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନକୁ ପିଛା କରି ବରୋଦା ୮ ୱିକେଟ ବିନିମୟରେ ୬୨୪ ରନ କରିଥିଲା । ଶାଶ୍ୱତ ରାଉତ…