Latest Odisha News

BREAKING NEWS

Browsing Category

ଫିଚର

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ମୁହଁ ଖୋଲିଲେ ଭାଜପା ସାସଂଦ ସୁରେଶ ପୂଜାରୀ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା  ଏକ ସ୍ପର୍ଶକାତର ପ୍ରସଙ୍ଗ।  ସରକାରଙ୍କ ନୀରବତା ଏବଂ ନିଷ୍ଠାର ଅଭାବ ଯୋଗୁ ହିଁ ଏପରି ଏକ ପ୍ରସଙ୍ଗ…

ଡ୍ରାଇଭର ସିଟରେ ଭାରତ: ୫୧ ଇନିଂସ ପରେ ଶତକ ହାସଲ କଲେ ପୂଜାରା, ବାଂଲାଦେଶ ସମ୍ମୁଖରେ ୫୧୩ ରନର ଟାର୍ଗେଟ

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଡ୍ରାଇଭର ସିଟରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫୧୩ ରନର ଟାର୍ଗେଟ ବାଂଲାଦେଶ ସମ୍ମୁଖରେ ରଖିଛି । ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୪୨ ରନ କରିଛନ୍ତି । ନଜମୁଲ ହୁସେନ ୨୫ ଓ…

୨୪ ଜାନୁଆରୀରୁ JEE Mains : କିପରି କରିବେ ଆବେଦନ?

ନୂଆଦିଲ୍ଲୀ : ଜେଇଇ ମେନ୍ ୨୦୨୩ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ (ଏନଟିଏ) ଜେଇଇ ମେନ୍ସ ୨୦୨୩ର ଆବେଦନ ଫର୍ମ ଜାରି କରିଛି । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିସନ ପାଇଁ ଆଶାୟୀ ଜେଇଇମେନ୍.ଏନଟିଏ.ଏନଆଇସି.ଇନ୍ କୁ ଯାଇ ଅନଲାଇନ ଆବେଦନ…

ଖୁଣ୍ଟ ପୋତି ବାଲି ଜଗିଲା ପ୍ରଶାସନ

ଯାଜପୁର : ବାଲି ଚୋରା ଚାଲାଣରେ ଅସଫଳ ହେଲେ ବାଲିମାଫିଆ । ବାଲିଘାଟରେ ଖୁଣ୍ଟ ପୋତି ବନ୍ଦ କଲେ ପ୍ରଶାସନ । ବିଂଝାରପୁର ତହସିଲ ପକ୍ଷରୁ ସଏଦପୁର ପଞ୍ଚାୟତର୨ଟି ବାଲିଘାଟରେ ଖୁଣ୍ଟ ପୋତି ବନ୍ଦ କଲା ପ୍ରଶାସନ  । ସୟଦପୁର ପଂଚାୟତର ପଠାନ ମୋହଲ୍ଲା ଓ ଭୋଲା ମୋହଲ୍ଲା ଖରସ୍ରୋତା ନଦୀଶଯ୍ୟାରୁ…

ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ?

ଭୁବନେଶ୍ୱର: ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ? ମଣ୍ଡପରେ ଅନୁଭବଙ୍କ ସାତ ଘେରା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବର୍ଷାଙ୍କ ସହ ପାରିବାରିକ ବିବାଦକୁ ନେଇ ଅନୁଭବ ଛନ୍ଦି ହୋଇ ପଡ଼ିଥିବା ବେଳେ ବିବାହ ବିଚ୍ଛେଦ…

ଡିଜିଟାଲ୍ ମିଡିଆ ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବେ କି ସରକାର ? ସଂସଦରେ ଏମିତି କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: କଠୋର ହେବ କି ଡିଜିଟାଲ୍ ମିଡିଆ ପରିଚାଳନା ? ସରକାର ଆଣିବେ କି ସ୍ୱତନ୍ତ୍ର ଆଇନ୍ ? ବଦଳୁଥିବା ଯୁଗ, ବଢ଼ୁଥିବା ଟେକ୍ନୋଲଜି ସହ ତାଳ ଦେଇ ଡିଜିଟାଲ ମିଡିଆ କାୟା ବିସ୍ତାର କରି ଚାଲିଛି । ସମୟ ଏମିତି ହୋଇଛି ଡିଜିଟାଲ୍ ମିଡିଆ ଯାହା ଦେଖାଉଛି, ଲେଖୁଛି ତା’କୁ ଲୋକ ସତ ବୋଲି ମାନି…

ସୁନ୍ଦର ଚେହେରା ଦେଖି ନିରୀହ ଭାବିଯିବେନି; ଇଏ ହେଉଛନ୍ତି ଆତଙ୍କୀ ଦୁନିଆର ହ୍ୱାଇଟ୍ ଓ୍ୱିଡୋ ସାମନ୍ଥା ଲୁଇସ୍…

କେନିଆ : ଫଟୋରେ ସୁନ୍ଦରୀ ଯୁବତୀଙ୍କୁ ଦେଖି ତାଙ୍କୁ ନିରୀହ ଭାବିଯିବେନି । ‘ଆତଙ୍କର ହ୍ୱାଇଟ୍ ଓ୍ୱିଡୋ’ ଭାବେ ସେ ପରିଚିତ । ୪ ଶହ ଲୋକଙ୍କ ଜୀବନ ନେଇଛନ୍ତି ଏଇ ସୁନ୍ଦର ତରୁଣୀ । ନାଁ ତାଙ୍କର ସାମନ୍ଥା ଲୁଇସ୍ ଲ୍ୟୁଥଓ୍ୱେଟ୍ । ଆତଙ୍କୀ ଦୁନିଆର ବେଗମ୍ । ବ୍ରିଟେନର କୁଖ୍ୟାତ ମହିଳା ଆତଙ୍କୀ…

ସମ୍ପର୍କୀୟଙ୍କ ସହ ଲାଗିଥିଲା ପ୍ରେମିକାର ବିବାହ, ସହିପାରିଲାନି ପ୍ରେମିକ ତା’ପରେ…. 

ନୂଆଦିଲ୍ଲୀ : ନିଜ ପ୍ରେମକୁ ପାଇବା ପାଇଁ ସମ୍ପର୍କୀୟକୁ ବି ଛାଡ଼ିଲା ନାହିଁ ଜହ୍ଲାଦ ପ୍ରେମିକ । ଯୋଜନାବନ୍ଧ ଭାବେ ସମ୍ପର୍କୀୟଙ୍କୁ ଛୁରି ଭୁସି ହୋଇଗଲା ଫେରାର୍‌ । ପ୍ରେମିକାର ନିଜ ସମ୍ପର୍କୀୟଙ୍କ ସହ ଲାଗିଥିଲା ବିବାହ ପ୍ରସ୍ତାବ, ସହିପାରିଲାନି ପ୍ରେମିକ । ଦୁହିଁଙ୍କ ରାସ୍ତାରେ କଣ୍ଟା…

ଦେଶରେ କଲେଜିୟମ୍ ବ୍ୟବସ୍ଥାକୁ ନେଇ ବିବାଦ, ଅନ୍ୟ ଦେଶରେ କେମିତି ନିଯୁକ୍ତ ହୁଅନ୍ତି ବିଚାରପତି ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ଥିବା କଲେଜିୟମ ବ୍ୟବସ୍ଥା ଏବେ ବିବାଦ ଘେରରେ ରହିଛି । ଗୁରୁବାର ସଂସଦରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଯେବେ ଯାଏ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତ ନ ହୋଇଛି । ସେ ପର୍ଯ୍ୟନ୍ତ…

ସପ୍ତାହରେ ୨୦ ଘଣ୍ଟା କାମ କରି ୮ ଲକ୍ଷ ରୋଜଗାର କଲେ ଯୁବତୀ

ନୁ୍ୟର୍କ: ଅର୍ଥ  ଉପାର୍ଜନ ପାଇଁ ମଣିଷ କେତେ ପରିଶ୍ରମ ନ କରୁଛି ! ଚାକିରି କଲେ ଗଧ ଖଟଣି । ବ୍ୟବସାୟ କଲେ ରାତି ଦିନ କାମ  । ଯେତେ ବଡ ଚାକିରି, ଯେତେ ଅଧିକ ଦରମା ସେତେ ଅଧିକ କାମ ଆଉ ଚାପ ।  ନିଜର ଶାରୀରିକ ସୁସ୍ଥତା, ପାରିବାରିକ ଆବଶ୍ୟକତାକୁ ମଣିଷ ଅଣଦେଖା କରିବାକୁ ବାଧ୍ୟ ହୋଇଥାଏ ।…