Latest Odisha News

BREAKING NEWS

Browsing Category

ଫିଚର

ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ : ହ୍ୱାଟ୍‌ସଆପ୍‌କୁ ଲାଗିଲା ବଡ଼ ଝଟକା  । ହ୍ୱାଟସଆପ୍‌ର ଇଣ୍ଡିଆନ ପେମେଣ୍ଟ ବିଜନେସ୍‌ ବା ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ…

‘ଭାରତ ଯୋଡ’ରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହେଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ କାର୍ଯ୍ୟକ୍ରମରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହୋଇଛି ବିଜେପି । ଏ ନେଇ ରଘୁରାମ ରାଜନଙ୍କୁ ସମାଲୋଚନା କରି ସେ ଅନ୍ୟ କଥାରେ ପରିଚାଳିତ ହେଉଥିବା ଜଣେ ବ୍ୟକ୍ତି ବୋଲି କହିଛି ବିଜେପି। ସେତିକି ନୁହେଁ, ଆରବିଆଇର ପୂର୍ବତନ ଗଭର୍ଣ୍ଣର…

କାଠ ଫର୍ଣ୍ଣିଚର୍ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କାଠ ନଷ୍ଟ

ପୁରୀ : ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କାଠ ଫର୍ଣ୍ଣିଚର୍ ଗୋଦାମରେ ଲାଗିଲା ନିଆଁ। ଲକ୍ଷାଧିକ ଟଙ୍କାର କାଠ ନଷ୍ଟ।ଏନେଇ  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ପାଖରେ ଜନବସତି ଓ ମେଡିକାଲ କ୍ଲିନିକ୍…

ଦାନ୍ତବିନ୍ଧା ଦୂର କରେ ଲବଙ୍ଗ ଚା’…

ସାଧାରଣତଃ ଚା’ ସମସ୍ତଙ୍କର ପସନ୍ଦ  । ଶୀତଦିନେ ଟିକିଏ ଅଧିକା ଚା’ ପିଇବାକୁ ସମସ୍ତେ ଭଲପାଇଥାନ୍ତି  । ଥଣ୍ଡା, ସର୍ଦି ହେବା ଏକ ସାଧାରଣ ସମସ୍ୟା। ସେଥିରୁ ଉପଶମ ପାଇବାକୁ କେତେଜଣ ଅଦା ଚା’ ପିଇଥାନ୍ତି । ଚା’ରେ ଅଦାରସ ସହ ଲବଙ୍ଗକୁ ଗୁଣ୍ଡ କରି ମିଶାଇ ପିଅନ୍ତୁ ଦେଖିବେ । ଚା’ର ସ୍ବାଦ ବେଶ୍…

‘ଆତଙ୍କବାଦକୁ ଅନ୍ତର୍ଜାତୀୟ ଫୋରମରୁ ସୁରକ୍ଷା ଯୋଗାଇ ଦିଆଯାଉଛି’

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଏକ ଖୋଲା ବିତର୍କ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପରୋକ୍ଷରେ ଚୀନ୍ ଏବଂ ଏହାର ଘନିଷ୍ଠ ସହଯୋଗୀ ପାକିସ୍ତାନ ଉପରେ ବର୍ଷିଛନ୍ତି। ଆତଙ୍କବାଦକୁ ନ୍ୟାୟ ଦେବା ତଥା ଷଡଯନ୍ତ୍ରକାରୀଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଥିବା…

ବିନା ତଥ୍ୟ ଓ ପ୍ରମାଣ ଆଧାରରେ ନିର୍ବାଚନ କମିଶନରଙ୍କୁ ଦାୟୀ କରିବା ମହଙ୍ଗା ପଡ଼ିବ!

ନୂଆଦିଲ୍ଲୀ: ଆଉ ଚୁପ୍ ବସିବନି ନିର୍ବାଚନ କମିଶନର। ବିନା ତଥ୍ୟ ଓ ପ୍ରମାଣ ଆଧାରରେ ଯଦି ନିର୍ବାଚନ କମିଶନରଙ୍କ ବିରୋଧରେ ରାଜନୈତିକ ଦଳ କିମ୍ବା ନେତା ଅଭିଯୋଗ ଆଣନ୍ତି ତାହାଲେ ନିର୍ବାଚନ କମିଶନର ଓଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏଭଳି ଏକ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା…

ଶନିବାର ଗୋଟିଏ ମଞ୍ଚରେ ଏକାଠି ହେବେ ମମତା-ଶାହ-ନବୀନ

ଭୁବନେଶ୍ୱର: ଗୋଟିଏ ମଞ୍ଚରେ ଏକାଠି ହେବେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ। ଶନିବାର ଗୋଟିଏ ମଞ୍ଚରେ ଏହିସବୁ ପ୍ରମୁଖ ନେତା ଏକାଠି ହୋଇ ବୈଠକ କରିବେ। ଯାହାକୁ ନେଇ ଏବେଠୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। କାରଣ ବୈଠକରେ…

ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୪

ପାଟଣା: ବିହାରର ଛପରାଠାରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଥିବାର ସୂଚନା ରହିଛି।ଏପର୍ଯ୍ୟନ୍ତ ବିଷାକ୍ତ ମଦ ପିଇ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାରମ୍ଭରେ ମୃତକଙ୍କ ସଂଖ୍ୟା ୬ ଥିଲା, ଯାହା ବର୍ତ୍ତମାନ ଦୁଇ ଡଜନକୁ ବୃଦ୍ଧି ପାଇଛି। ଏହି ମାମଲା ଛାପରା ସରାନର ଇସୁପୁର ପୋଲିସ ଷ୍ଟେସନ ଅଞ୍ଚଳରେ…

ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ୨୧ ରନରେ ପରାସ୍ତ କଲା

ମୁମ୍ବାଇ: ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆର ମହିଳା ଦଳ ଭାରତକୁ ୨୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭ୍ରମଣକାରୀ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍…

ନାବାଳିକାଙ୍କୁ ତେଜାବ ମାଡ଼ ଘଟଣା, ତିନି ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ 17 ବର୍ଷୀୟା ନାବାଳିକାଙ୍କୁ ଏସିଡ୍ ମାଡ଼ ଘଟଣାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରର ମୋହନ ଗାର୍ଡେନ ଅଞ୍ଚଳରେ ବୁଧବାର ସକାଳେ ସ୍କୁଲ ଯାଉଥିବା ଜଣେ 17 ବର୍ଷୀୟା ନାବାଳିକାକୁ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ଏସିଡ୍ ମାଡ଼…