Latest Odisha News

BREAKING NEWS

Browsing Category

ଫିଚର

ବାହାହେବାକୁ ଯାଉଥିବା ବର ଶିଶୁପାଳ ହୋଇ ଫେରିଲା ଘର

ଉନ୍ନାଉ : ଚାଲିଥିଲା ବାହାଘର । ଫୁଟୁଥିଲା ବାଣ, ବାଜୁଥିଲା ବାଜା ବାହାହେବାକୁ ବି ରେଡି ବି ଥିଲା ବର ହେଲେ ବରକୁ ମହଙ୍ଗା ପଡ଼ିଲା ମଦ୍ୟପାନ । ବିବାହ ବେଦୀରେ ବାହା ହେବା ପାଇଁ ମନା କରିଦେଲା କନିଆ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର…

ମୁମ୍ବାଇ ବହୁତଳ ପ୍ରାସାଦରେ ଅଗ୍ନିକାଣ୍ଡ, ଜଳିଲା ୬୦ ମହଲା ବିଶିଷ୍ଟ କୋଠା

ମୁମ୍ବାଇ : ଅଭିଘନା ପାର୍କ ବିଲ୍ଡିଂରେ ଲାଗିଲା ନିଆଁ  । ହୁତୁ ହୁତୁ ହୋଇ ଜଳିଲା ବିଲ୍ଡିଂର ୩୫ ମହଲା । ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି  । ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମୁମ୍ବାଇର କରି ରୋଡ ସ୍ଥିତ ୬୦ ମହଲା ବିଶିଷ୍ଟ ବିଶାଳ ପ୍ରାସାଦରେ ନିଆଁ…

ରାଜଧାନୀରେ ଉଡ଼ି ଉଡ଼ି ମଶା ମାରିବ ଡ୍ରୋନ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶାଙ୍କ ସାନ୍ଧ୍ରତା ବୃଦ୍ଧି ପାଉଥିବା ବେଳେ ନୂଆ ଯୋଜନା କରିଛି ବିଏମସି । ମଶା ମରା ଗାଡ଼ି ସହ ବିଏମସି ଡ୍ରୋନର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ରାଜଧାନୀରେ ମଶା ଦମନ ପାଇଁ ବିଏମସି ଡ୍ରୋନର ବ୍ୟବହାର କରିବ । ଏନେଇ ସୂଚନା ଦେଇଛନ୍ତି…

୧୩ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ

ଯାଜପୁର : ବୈାଦ୍ଧ ବିହାର ଉଦୟଗିରିଠାରେ ତ୍ରୟୋଦଶତମ ବୁଦ୍ଧ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଏହି ଅନୁଷ୍ଠିତ ଏହି ମହତ୍ସୋବକୁ ସୂଦୂର ଶ୍ରୀଲଙ୍କାର ପ୍ରାଚୀନ ବୈାଦ୍ଧ ବିହାର ଆଧ୍ୟାତ୍ମିକ ଜ୍ଞାନ କେନ୍ଦ୍ରର ବୈାଦ୍ଧ ଭିକ୍ଷୁ ସୁବୋଧି ଭନ୍ତେ…

ସରକାରଙ୍କ ବିରୋଧ ସତ୍ତ୍ୱେ ଗୋଧ୍ରା କାଣ୍ଡ ଦେଷୀଙ୍କୁ ସୁ୍ପ୍ରିମ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଗୋଧ୍ରାକାଣ୍ଡ ମାମଲାରେ ଗୁଜୁରାଟ ସରକାରଙ୍କ କଡା ବିରୋଧ ସତ୍ତ୍ୱେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଦୋଷୀଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମ କୋର୍ଟ । କୋର୍ଟ କହିଛନ୍ତି, ଦୋଷୀ ଫାରୁକ ୨୦୦୪ରୁ ଜେଲ ଦଣ୍ଡ ଭୋଗୁଛି ଏବଂ ସେ ୧୭ ବର୍ଷ ଜେଲରେ ରହି ସାରିଲାଣି । ତେଣୁ ତାଙ୍କୁ…

ବ୍ୟାଣ୍ଡ ବାଜା ରୋଷଣୀରେ ଘରକୁ ଆସିଲା କନ୍ୟା ରତ୍ନ

ଚଣ୍ଡିଗଡ଼ : ସାଧାରଣତଃ ପ୍ରତ୍ୟେକ ପରିବାରରେ ପୁଅକୁ ସମସ୍ତେ ଅଧିକ ଭଲପାଆନ୍ତି  । ଆଉ ଝିଅକୁ ନେଇ ସମସ୍ତେ ନାନା କଥା କହିଥାଆନ୍ତି  । ଝିଅ ଜନ୍ମ ନେଇ ଖୁସି ନଥିବା ବେଳେ ଅଧିକାଂଶ ଗର୍ଭପାତ ମଧ୍ୟ କରିଥାଆନ୍ତି  । ତେବେ ଏହାରି ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଝିଅ ଜନ୍ମ ହେବା ଖୁସିରେ…

ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ଦଣ୍ଡ ପାଇବେ ଦୁର୍ନୀତିଗ୍ରସ୍ତ ଅଧିକାରୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲାଞ୍ଚ ନେବା ଅପରାଧ । ଏଣିକି ଲାଞ୍ଚ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କୁ ଏଣିକି ମିଳିବ ଦଣ୍ଡ । ଏଥିପାଇଁ ପ୍ରତ୍ୟକ୍ଷ ପ୍ରମାଣର ବି ଆବଶ୍ୟକତା ନାହିଁ ।  ଭ୍ରଷ୍ଟାଚାର ବିରୋଧରେ ଏମିତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ  । ସୁପ୍ରିମକୋର୍ଟ କହିଛନ୍ତି,…

ଫିଫା ବିଶ୍ୱକପ: ଫ୍ରାନ୍ସଠାରୁ ହାରିବା ପରେ ତାଣ୍ଡବ ରଚିଲେ ମରକ୍କୋ ପ୍ରଶଂସକ

କତାର: ଫିଫା ବିଶ୍ୱକପ ଫାଇନାଲ ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲରେ ଫ୍ରାନ୍ସ ୨-୦ରେ ମରକ୍କୋକୁ ପରାସ୍ତ କରିଥିଲା । ତେବେ ଏହି ମ୍ୟାଚ ପରେ ମରକ୍କୋ ପ୍ରଶଂସକମାନେ ପ୍ୟାରିସ ଓ ବ୍ରୁସେଲ୍ସରେ ହିଂସାକାଣ୍ଡ ରଚିଥିଲେ । ୧୦୦ରୁ ଊଦ୍ଧ୍ୱ ପ୍ରଶଂସକ ପୋଲିସ ଉପରକୁ…

ଗୋଲ୍ଡେନ ବ୍ରିଜ ଉପରୁ ଡେଇଁ ପଡିଲେ ଭାରତୀୟ-ଆମେରିକୀୟ ଛାତ୍ର

ୱାଶିଂଟନ: ସେନଫ୍ରନସିସ୍କୋର ପ୍ରସିଦ୍ଧ ଗୋଲ୍ଡେନ ଗେଟ ବ୍ରିଜ ଉପରୁ ଡେଇଁ ପଡ଼ିଲେ ଭାରତୀୟ-ଆମେରିକୀୟ କିଶୋର । ବ୍ରିଜ ନିକଟରୁ  ୧୬ ବର୍ଷର ଏଇ ଯୁବକଙ୍କର ସାଇକେଲ, ବ୍ୟାଗ, ଫୋନ ଏବଂ ଚପଲକୁ ଉଦ୍ଧାର କରାଯାଇଛି । ସେ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି । ମଙ୍ଗଳବାର ସନ୍ଧ୍ୟା…

ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ : ହ୍ୱାଟ୍‌ସଆପ୍‌କୁ ଲାଗିଲା ବଡ଼ ଝଟକା  । ହ୍ୱାଟସଆପ୍‌ର ଇଣ୍ଡିଆନ ପେମେଣ୍ଟ ବିଜନେସ୍‌ ବା ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ…