Latest Odisha News

BREAKING NEWS

Browsing Category

ଫିଚର

ତଓ୍ୱାଙ୍ଗ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ଚୀନ, ଦେଲା ଏମିତି ବୟାନ

ବେଜିଂ: ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ଠାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖୋଲିଛି ଚୀନ । ଭାରତ ସୀମାରେ ଚୀନ ସେନାର ଦାଦା ଗିରି ଓ ଭାରତୀୟ ସେନାର ଦୃଢ ଜବାବକୁ ନେଇ ଦେଶରେ ଆଲୋଚନା ଲାଗି ରହିଥିବାବେଳେ  ସୁବୁକିଛି ଠିକଠାକ ଅଛି ବୋଲି ଚୀନ ପକ୍ଷରୁ  କୁହାଯାଇଛି ।…

୨୦୧୪ରୁ ଏ ପର୍ଯ୍ୟନ୍ତ ୨୨୦ କଳାକୃତି ଭାରତକୁ ଫେରିଛି: ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ଖୁସି ଖବର ଶେୟାର କରିଛି । ଏହା ଅନୁସାରେ ଭାରତ ୨୦୧୪ ପରଠାରୁ ଚୋରୀ ହୋଇଯାଇଥିବା ୨୨୦ରୁ ଅଧିକ କଳାକୃତି ବିଭିନ୍ନ ଦେଶରୁ ଫେରାଇ ଆଣିବାରେ ସଫଳ ହୋଇଛି । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି…

ଅସୁସ୍ଥ ନାବାଳିକାକୁ ଅସଦାଚରଣ, ଡାକ୍ତର ଗିରଫ

ବାରିପଦା : ରକ୍ଷକ ସାଜିଲା ଭକ୍ଷକ । ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଡାକ୍ତର । ଏପରି ଲଜ୍ଜ୍ୟାଜନକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ନାବାଳିକା ଜଣକ ଅଷ୍ଟମ ଶ୍ରେଣୀ ଛାତ୍ରୀ  । ଗତକାଲି ବିଳମ୍ୱିତ ରାତିରେ ବାରିପଦା ସହର ଉପକଣ୍ଠରେ ଥିବା ଏକ ଆଦିବାସୀ ହଷ୍ଟେଲରେ ରହୁଥିବା…

ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ ରହିବେନି କୁଳପତି, ବିଧାନସଭାରେ ବିଲ୍ ପାରିତ

ଥିରୁବନନ୍ତପୁରମ: ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ କୁଳପତି ରହିବେ ନାହିଁ । ଏନେଇ ଆଜି କେରଳ ବିଧାନସଭାରେ ବିଶ୍ୱବିଦ୍ୟାଳୟ ନିୟମ (ସଂଶୋଧିତ) ବିଲ୍-୨୦୨୨ ପାରିତ ହୋଇଛି । ତେବେ ଏହି ବିଲକୁ ବିରୋଧୀ କଂଗ୍ରେସ ବିରୋଧ କରିଛି । ଜଣେ ଶିକ୍ଷାବିତ୍ ପରିବର୍ତ୍ତେ ସୁପ୍ରିମକୋର୍ଟ…

ଭିନ୍ନକ୍ଷମ କୁନିଝିଅକୁ ଡାକ୍ତର ଦେଲେ ନୂଆ ଜୀବନ; ଭିଡିଓ ଦେଖିଲେ ଆଖି ଓଦା ହୋଇଯିବ

ନୂଆଦିଲ୍ଲୀ: ଥିରି ଥିରି ଚାଲୁଛି କୁନି ଝିଅ । ଉଠରେ ହସ ଫୁଟି ବାହାରି ଆସୁଛି । ସେ ଖୁସିର ଝଲକ ଆଖିରେ ବି  ବାରି ହୋଇ ପଡ଼ୁଛି । ଝିଅ ଓଠର ହସ ଆଉ ଆଖିର ଚମକ ଦେଖି ଆଖି ଓଦା ହୋଇଯାଇଛି ମା’ର । ମା’ର ହାତ ଧରି ଝିଅ ଏମିତି ଚାଲିବ ହୁଏତ ମା’ ମନରେ ନ ଥିଲା । ଆଜି ସେ ଦୃଶ୍ୟ ଦେଖି ମନ ତାର…

ବାବା ବିଶ୍ୱନାଥଙ୍କ ଦରବାରରେ ସେଲିବ୍ରିଟିଙ୍କ ଗହଳି

ନୂଆଦିଲ୍ଲୀ : ସେଲିବ୍ରିଟିଙ୍କୁ ଘାରିଛି ବାରଣାସୀ ନିଶା । ଚଳିତ ବର୍ଷ ବାରଣାସୀର କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି ବଲିଉଡର ନାମୀଦାମୀ ଷ୍ଟାରଙ୍କ ଭିଡ଼ । ବାବା ବିଶ୍ୱନାଥଙ୍କ ମନ୍ଦିର ବଲିଉଡର ଷ୍ଟାରମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତ ବର୍ଷରୁ ଆରମ୍ଭ କରି ଚଳିତ ବର୍ଷ…

ଜହ୍ନ ଅଭିମୁଖେ UAEର ରାଶିଦ ରୋଭର

ଦୁବାଇ: ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ UAE ବା ୟୁନାଇଟେଡ୍ ଅରବ ଏମିରେଟ୍ସ । ରବିବାର ୟୁଏଇ ସଫଳତାର ସହ ରାଶିଦ ରୋଭରର ଉତକ୍ଷେପଣ କରିଛି । ଚନ୍ଦ୍ର ପୃଷ୍ଠକୁ ଏହା ୟୁଏଇର ପ୍ରଥମ ମିଶନ । ଦୁବାଇର ମହମ୍ମଦ ବିନ ରାଶିଦ ଅନ୍ତରୀକ୍ଷ କେନ୍ଦ୍ର ଅନୁସାରେ, ରାଶିଦ ରୋଭର ଅତ୍ୟଧିକ ମୂଲ୍ୟବାନ ଡାଟା, ଫଟୋ…

ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ପାନ୍ ଇଣ୍ଡିଆ’ କଥା ଉଠିଲେ, ସିନେପ୍ରେମୀଙ୍କ ମନକୁ ଆସନ୍ତି ଅଭିନେତ୍ରୀ ଲକ୍ଷ୍ମୀ

ନୂଆଦିଲ୍ଲୀ : ୭୦ଦଶକରେ ଲୋକଙ୍କ ହୃଦୟ ଜିତିଥିଲେ । ଭାରତୀୟ ସିନେମାରେ ଇତିହାସ ରଚିଥିଲେ । ହିନ୍ଦି, ତାମିଲ, ତେଲୁଗୁ, ମାଲାୟାଲମ ଓ କନ୍ନଡ ଭାଷାରେ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ । ପାଞ୍ଚ ପାଞ୍ଚଟି ଭାଷାରେ ଅଭିନୟ କରି ଫିଲ୍ମ ଫେୟାର ଆଓ୍ୱାର୍ଡ ଜିତିବାରେ ସେ ହେଉଛନ୍ତି ଜଣେ ମାତ୍ର…

ଚଳନ୍ତା ଟ୍ରକ ଆଗରେ ଯୁବକଙ୍କୁ ବାନ୍ଧି ଥାନାକୁ ନେଲେ ; ଭିଡିଓ ଭାଇରାଲ

ଚଣ୍ଡିଗଡ଼ : ଗହମ ଚୋରି କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା  । ଯୁବକଙ୍କୁ ଚଳନ୍ତା ଟ୍ରକ୍‌ରେ ବାନ୍ଧିକି ନେଲେ ଥାନା । ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ । ଏଭଳି ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଯେଉଁ ଯୁବକ ଜଣକୁ ଟ୍ରକ ଆଗରେ ବନ୍ଧା ଯାଇଥିବାର…

ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କଲା ED

ଭୁବନେଶ୍ୱର: କାମ ଦେଲାନି ମୁହଁ ଫୁଟାଣି । ଫୁସକି ଗଲା ଅର୍ଚ୍ଚନା ବାଣ । ଇଡି ରିମାଣ୍ଡର ପ୍ରଥମ ଦିନରେ ଅର୍ଚ୍ଚନା ଯେଉଁ କଳା ସାମ୍ରାଜ୍ୟକୁ ନେଇ ଫୁଟାଣି ମାରିଥିଲେ, ଆଜି ସେହି ମୁହଁରେ ଇଡି ତାଲା ପକାଇଛି । ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିବା ଦର୍ଶାଇଛି…