Latest Odisha News

BREAKING NEWS

Browsing Category

ଫିଚର

ଅବୈଧ ରୂପରେ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ୯୦୦ ପାକିସ୍ତାନୀ, ପୋଲିସ ପାଖରେ ନାହିଁ ଠିକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୯୦୦ ପାକିସ୍ତାନୀ ଅବୈଧ ରୂପରେ ରହୁଛନ୍ତି । ତେବେ ସବୁଠାରୁ ଚିନ୍ତାର କଥା ପୋଲିସ ପାଖରେ ଏମାନଙ୍କ ଠିକଣା ନାହିଁ । ସେହିପରି କେତେ ବାଂଲାଦେଶୀ ଓ ରୋହିଙ୍ଗ୍ୟା ରହୁଛନ୍ତି ତାହା ମଧ୍ୟ ପୋଲିସକୁ ଜଣା ନାହିଁ । ୫୪୭୭ ବିଦେଶୀ ମଧ୍ୟ ଅବୈଧ ରୂପରେ ଏଠାରେ…

ଆଶୀକ ୩ରେ କାର୍ତିକଙ୍କ ସହ ସ୍କ୍ରିନ ଶେୟାର କରିବେ ନୂଆ ମୁହଁ

ମୁମ୍ବାଇ: ଆଶୀକ, ଆଶୀକ ୨ର ଅପୂର୍ବ ସଫଳତା ପରେ ଏକାର ମେକର୍ସ ଏବେ ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଶୀକରେ ରାହୁଲ ରାୟ ଓ ଅନୁ ଅଗ୍ରୱାଲ ଏବଂ ଆଶୀକ ୨ରେ ଆଦିତ୍ୟ ରାୟ କାପୁର ଓ ଶ୍ରଦ୍ଧା କାପୁର ଏହି ଫିଲ୍ମ ମାଧ୍ୟମରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ଆଶୀକ…

ଜେରେମୀ ଫରାରଙ୍କୁ ହୂର ମୂଖ୍ୟ ବୈଜ୍ଞାନିକ ଦାୟିତ୍ୱ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର(ହୂ)ର ମୂଖ୍ୟ ବୈଜ୍ଞାନିକ ଭାବେ ନିଯୁକ୍ତ ହୋଇଛନ୍ତି ଜେରେମୀ ଫରାର । ତାଙ୍କ ପୂର୍ବରୁ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ଝିଅ ସୌମ୍ୟା ସ୍ୱାମୀନାଥନ ଏହି ଦାୟିତ୍ୱ ସୂଚାରୁରୂପେ ତୁଲାଇ ଆସିଥିଲେ । ସୂଚନାଯୋଗ୍ୟ, ଏମଏସ ସ୍ୱାମୀନାଥନଙ୍କୁ ଭାରତର…

ଆଇପିଏଲ ମିନି ଅକ୍ସନ: ୪୦୫ ଖେଳାଳିଙ୍କ ଉପରେ ଲାଗିବ ବାଜି

କୋଚି: ଏଠାରେ ଡିସେମ୍ବର ୨୩ରୁ ଇଣ୍ଡିଆନ ପ୍ରିମିୟର ଲିଗର ମିନି ଅକ୍ସନ ଆୟୋଜିତ ହେବ । ୨୭୩ ଭାରତୀୟ, ୧୩୨ ବିଦେଶୀ ଓ ୪ ଆସୋସିଏଟ ଦେଶର ଖେଳାଳିଙ୍କ ସମେତ ଓଭରାଲ ୪୦୫ଜଣଙ୍କ ଉପରେ ଫ୍ରାଂଚାଇଜ ବାଜି ଲଗେଇବେ । ୯୯୧ ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା । ପରେ…

୨୦୨୫ରେ ତେଜସ୍ୱୀଙ୍କ ନେତୃତ୍ବରେ ମହାମେଣ୍ଟ ନିର୍ବାଚନ ଲଢ଼ିବ: ନୀତିଶ

ଭୁବନେଶ୍ୱର:  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡିର ସର୍ବୋଚ୍ଚ ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ୨୦୨୫ରେ ମହାମେଣ୍ଟ ଧାନସଭା ନିର୍ବାଚନ ଲଢିବ। ମହାମେଣ୍ଟର ବୈଠକ ପରେ ନୀତୀଶ କୁମାର ଏହି ଘୋଷଣା କରିଛନ୍ତି।…

ଗିରଫଦାରୀ ପରେ ନରମିଲେ, ସ୍ଥଗିତ ହେଲା ଓକିଲ ଆନ୍ଦୋଳନ

ଭୁବନେଶ୍ୱର: ସ୍ଥଗିତ ହେଲା ଓକିଲ ଆନ୍ଦୋଳନ । ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ କରୁଥିବା ଆନ୍ଦୋଳନ ସ୍ଥଗିତ ହୋଇଛି । ଆଜି ଏନେଇ ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନର କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେଇଛି । ଗତକାଲି ସୁପ୍ରିମକୋର୍ଟ…

ବାରମ୍ବାର ବିଶ୍ୱାସଘାତ, ତଥାପି ବଢୁଛି ବାଣିଜ୍ୟିକ କାରବାର

ନୂଆଦିଲ୍ଲୀ: ଗଲୱାନ ପରେ ତୱାଙ୍ଗ । ପଡ଼ୋଶୀ ସହ ବଢ଼ୁଛି ତିକ୍ତତା । ତଥାପି ଚୀନ ଉପରେ ବେଶୀ ଭରସା ! ୨ ବର୍ଷ ତଳେ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କରେ ଭଟ୍ଟା ଆସିଛି । ଗଲୱାନ ଘଟଣା ପରେ ଚୀନର କାରବାରକୁ ନେଇ ଭାରତ ଅନେକ ପ୍ରତିବନ୍ଧକ…

‘ଓକିଲ ଆନ୍ଦୋଳନକୁ ସମର୍ଥନ କରେନି, ମୁଁ ଏହାର ଏକ ଅଂଶବିଶେଷ’

ଭୁବନେଶ୍ୱର: ଆନ୍ଦୋଳନ କରିବା ସାଧାରଣ ନାଗରିକର ମୌଳିକ ଅଧିକାର । ସମସ୍ତେ ଆନ୍ଦୋଳନ କରିପାରିବେ । ତେବେ ସମ୍ବଲପୁରରେ ଯେଉଁ ଓକିଲ ଆନ୍ଦୋଳନ ହେଉଛି ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ  ରାଜ୍ୟ ସରକାର । ଲୋକଙ୍କ ଦ୍ୱାରରେ ଆଇନ ସହାୟତା ଯୋଗାଇ ଦେବେ ବୋଲି କହୁଛନ୍ତି ସରକାର । ହେଲେ…

ଏହି ଦେଶରେ ମାଆ ହେଲେ ମିଳିବ ୩ ଲକ୍ଷ ଟଙ୍କା

ଟୋକିଓ: ଜାପାନରେ ଯୁବପିଢ଼ୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏ ନେଇ ସରକାର ଚିନ୍ତା ବ୍ୟକ୍ତ କରିବା ସହ ଏକ ମନଲୋଭ ଅଫର ପ୍ରଦାନ କରିଛନ୍ତି । ଏହା ଅନୁସାରେ ଏଥର ବିବାହିତ ଯୋଡି ବାପାମାଆ ହେବାର ସୌଭାଗ୍ୟ ଅର୍ଜନ କଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବ ।…