Latest Odisha News
Browsing Category

ଫିଚର

ଗୁଜରାଟରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଭୁପେନ୍ଦ୍ର ପଟେଲ

ଗୁଜରାଟ : ସିଂହାସନ କାଏମ ରଖିଲେ ଭୁପେନ୍ଦ୍ର ପଟେଲ । ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଭୁପେନ୍ଦ୍ର । ପୁଣି ଥରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ପଟେଲ । ଚଳିତ ବିଧାନସଭା ନିର୍ବାଚନରେ ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ତାଙ୍କ ନାଁ ଚୂଡାନ୍ତ ହୋଇଛି । ନୂଆ ବିଧାୟକ ଦଳ ନେତା…

୨୦୨୪ରେ ୧୨୫ ସିଟ୍ ହାତେଇବ ବିଜେଡି !

ଭୁବନେଶ୍ୱର : ପଦ୍ମପୁର ବିଜୟ ପରେ ୨୦୨୪ ପାଇଁ ଆକଳନ କରିଛି ବିଜେଡି । ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ‘ମିଶନ୍ ୧୨୫’ ର ପରିକଳ୍ପନା ହୋଇଛି । ମୋଟ ୧୪୭ ଆସନରୁ ବିଜେଡି ୧୨୫ ସିଟ୍ ହାତେଇବା ନେଇ କହିଛନ୍ତି ବିଜେଡି ନେତା ସୁଶାନ୍ତ ସିଂହ । ବିଜେଡିର ଲୋକପ୍ରିୟତା ପଦ୍ମପୁରବାସୀ ପ୍ରମାଣ…

ବାଂଲାଦେଶ ବିପକ୍ଷ ଦିନିକିଆରେ ଇଶାନ କିଷାନଙ୍କ ଦ୍ୱିଶତକ

ନୂଆଦିଲ୍ଲୀ: ଇତିହାସ ରଚିଲେ ଇଶାନ କିଷାନ । ଦିନିକିଆ ମ୍ୟାଚରେ ମାରିଲେ ଦ୍ୱିଶତକ । ଉଡ଼ିଗଲା ବାଂଲାଦେଶ ବୋଲରଙ୍କ ହୋସ୍ । ବାଂଲାଦେଶର ଚଟ୍ଟୋଗ୍ରାମ ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଇଶାନ କିଷାନ ଦ୍ୱିଶତକ ମାରିଛନ୍ତି । ଏଥିସହ ଚତୁର୍ଥ ଭାରତୀୟ କ୍ରିକେଟର୍ ଭାବେ ଦିନିକିଆରେ…

ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ବିଜେଡି ବିଜୟ ପଛରେ ରାଜନୈତିକ ଡିଲ୍

ଭୁବନେଶ୍ୱର: କଂଗ୍ରେସ ସହ ଡିଲ୍ କରିଥିଲା ବିଜେଡି । ପଦ୍ମପୁର ପ୍ରଚାରକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ମଧ୍ୟରେ ଏହି ଡିଲ୍ ହୋଇଥିଲା । ଏପରି ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର  । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିକୁ…

ସି ଜିନପିଙ୍ଗଙ୍କୁ ଝଟକା ଦେଇ ପାରନ୍ତି ଚୀନ କମ୍ପାନୀ, ଭାରତକୁ ମିଳିବ ବଡ଼ ଫାଇଦା

ନୂଆଦିଲ୍ଲୀ: ଭାରତ କାହିଁକି ବିଶ୍ୱ ବଜାରରେ ଚୀନ ମୋବାଇଲ୍ କମ୍ପାନୀଙ୍କ ବେଶ୍ ଦବଦବା ରହିଛି । କମ୍ ମୂଲ୍ୟରେ ଅଧିକ ଫିଚର୍ସ ଯୋଗାଉଥିବାରୁ ଚୀନ୍ ମୋବାଇଲର ଚାହିଦା ବଢ଼ୁଛି । ଚୀନ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ସ ସାଓମି, ଅପୋ ଓ ଭିଭୋ ଏବେ ଭାରତୀୟ ବଜାରରେ ରାଜ୍ କରୁଥିବା ବେଳେ ଚୀନ ରାଜକୋଷ…

୩ ବର୍ଷରେ ମିଳିବନି ଅନର୍ସ ଡିଗ୍ରୀ !

ନୂଆଦିଲ୍ଲୀ: ସ୍ନାତକ ଅନର୍ସ ଡିଗ୍ରୀ ହାସଲ ପାଇଁ ଏଣିକି ୪ ବର୍ଷ ପଢ଼ିବାକୁ ପଡ଼ିବ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ୪ ବର୍ଷିଆ ଅଣ୍ଡରଗ୍ରାଜୁଏଟ୍ ପ୍ରୋଗ୍ରାମର ଚିଠା ପ୍ରସ୍ତୁତ କରିଛି । ଯାହାର ଘୋଷଣା ଡିସେମ୍ବର ୧୨ ସୋମବାର ହୋଇପାରେ । ୟୁଜିସିର…

‘ପ୍ରଧାନ ବିଚାରପତିଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦେଲେ ନିର୍ବାଚନ ନିରପେକ୍ଷ ହୋଇପାରନ୍ତା’

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା ଭଗବାନ ପ୍ରକାଶ ଥିଙ୍କର୍ଶ କ୍ଲବ୍ ର ୫୨ ତମ ଆଭାସି ଆଲୋଚନାରେ କହିଛନ୍ତିଯେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ କମିଟି ଜରିଆରେ ନିଯୁକ୍ତି ଦେଇ ଅଷ୍ଟ୍ରେଲିଆ କଲମ୍ବିଆ ଦେଶ ପରି ବାଧ୍ୟତାମୂଳକ ଭୋଟ ଦାନ ନୀତି ଭାରତରେ ଲାଗୁ କରାଯାଉ…

ଫିଫା ବିଶ୍ୱକପ : ବ୍ରାଜିଲ ବିଦା, ଆର୍ଜେଂଟିନା ସେମିରେ

ଦୋହା: ଚଳିତ ଫିଫା ବିଶ୍ୱକପରେ କ୍ରୋଏସିଆ ୫ଥର ବିଶ୍ୱକପ ଚାମ୍ପିୟନ ବ୍ରାଜିଲକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଅପରପକ୍ଷରେ ଆର୍ଜେଂଟିନା ୪-୩ ପେନାଲ୍ଟି ଶୁଟଆଉଟରେ ନେଦରଲାଣ୍ଡସକୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛି । ପ୍ରଥମ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ ପେନାଲ୍ଟି ଶୁଟଆଉଟରେ…

ହିମାଚଳ ପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ? ନାଁ ଘୋଷଣା କରିବେ ପ୍ରିୟଙ୍କା ଗାନ୍ଧି

ସିମଲା:   ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ତୁଟୁନି  । ଚୂଡ଼ାନ୍ତ ହୋଇପାରୁନି ନାଁ । ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ହାଇକମାଣ୍ଡଙ୍କୁ ତିନିଜଣଙ୍କ ନାଁ ସୁପାରିଶ କରାଯାଇଛି ।  ମୁଖ୍ୟମନ୍ତ୍ରୀ ରେସରେ ଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ପ୍ରଦେଶ…

ଇ-କାର୍ଟ ପ୍ୟାକେଟ୍ ପଠାଇଲେ, ୧୯ହଜାର ଲୁଟିଲେ ସାଇବର ଠକ

କଟକ : କଟକରେ ସାଇବର ଠକେଇ । ଅନଲାଇନ ସପିଂ ପ୍ୟାକେଟରୁ ବାହାରିଲା ଦୁର୍ଗନ୍ଧ କପଡା । ରିଫଣ୍ଡ ମାଗିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ମହିଳା । କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟ ରୁ ଏକ କଲ ଆସିଥିଲା । ନାବାଳିକା ଜଣକ ଘରେ…