Latest Odisha News
Browsing Category

ଫିଚର

ରେଳ ଲାଇନ୍ ମରାମତି ପାଇଁ ବିଭିନ୍ନ ଟ୍ରେନ୍ ବାତିଲ

ଭୁବନେଶ୍ୱର: ପୂର୍ବତଟ ରେଳପଥର ଭୁବନେଶ୍ବର-କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ଲିଙ୍କ କାର୍ଯ୍ୟ ମଧ୍ୟରେ ଥିବା ତାଳଚେର ରୋଡ-ଅନୁଗୁଳ ଦୋହରିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଓଡିଶାରେ ରେଳ ସଂଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ…

ବନ ବିଭାଗ କାର୍ଯ୍ୟାଳୟ ଠାରୁ ୧ କିଲୋମିଟର ଦୂରରୁ ଦନ୍ତା ହାତୀର ମୃତଦେହ ଠାବ

ଅନୁଗୁଳ: ପୁଣି ଅନୁଗୁଳରେ ଆଖି ବୁଜିଲା ଦନ୍ତା ହାତୀ । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଯାହା ପରେ ବନ ବିଭାଗର ପାରିବା ପଣିଆ ପଦାରେ ପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ୧…

ଡିଜେ ବଜାଇବାକୁ ମନା କରିବାରୁ ପୋଲିସ ବାବୁଙ୍କ କାନ କାମୁଡ଼ି ଦେଲେ ବରଯାତ୍ରୀ

ଭୁବନେଶ୍ୱର: ବାହାଘର ଶୋଭାଯାତ୍ରାରେ ମଦ ପାଇଁ ବରଯାତ୍ରୀଙ୍କ ଉତ୍ପାତ କଥା ଆପଣ ଦେଖିଥିବେ ଅବା ଜାଣିଥିବେ । ହେଲେ କେବେ ଶୁଣିଛନ୍ତି ଡିଜେ ବଜାଇବା ଲାଗି ମନା କରିବାରୁ ବରଯାତ୍ରୀ କାନ କାମୁଡ଼ି ଦେବା ତାହା ପୁଣି ପୋଲିସ ବାବୁଙ୍କର ମାନେ ମାମୁଙ୍କର । ଆଜ୍ଞା ହଁ ଏମିତି ଘଟିଛି ଖୋଦ୍ ରାଜଧାନୀ…

ଏଥର ବିଧିବଦ୍ଧ ଭାବେ ଆଇଓଏର ପ୍ରଥମ ମହିଳା ସଭାପତି ହେଲେ ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି ମହାନ ଆଥଲେଟ ପିଟି ଉଷା । ୫୮ ବର୍ଷୀୟା ଉଷା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିରୋଧରେ କେହି ଛିଡା ହୋଇ ନ ଥିବାରୁ ସେ ନିର୍ବାଚିତ ହେବା ନିଶ୍ଚିତ ହୋଇ ଯାଇଥିଲା । ଶନିବାର…

ସ୍ପେସ୍ଏକ୍ସର ରକେଟରେ ଜହ୍ନକୁ ଯିବେ ଭାରତୀୟ ଟିଭି ଅଭିନେତା ଦେବ ଜୋଶୀ

ନୂଆଦିଲ୍ଲୀ: ୨୦୨୩ରେ ଜହ୍ନରେ ପାଦ ଥାପିବ ମଣିଷ । ସ୍ପେସ୍ଏକ୍ସ ଏଥିପାଇଁ ରକେଟ୍ ନିର୍ମାଣ କରିଥିବା ବେଳେ ୮ ଜଣ ଜହ୍ନକୁ ଯାତ୍ରା କରି ପାରିବେ । ଆଉ ଉକ୍ତ ରକେଟର ସମସ୍ତ ଟିକେଟ୍ ୨୦୧୮ରେ କିଣିଥିଲେ ଜାପାନର ବିଲିୟନାରୀ ୟୁସାକୁ ମାୟେଜାୱା । View…

ଫ୍ରାନ୍ସରେ ମିଳିବ ଫ୍ରୀ କଣ୍ଡୋମ

ପ୍ୟାରିସ: ଫ୍ରାନ୍ସବାସୀଙ୍କ ପାଇଁ ଖୁସି ଖବର । ଏଥର ସରକାରଙ୍କ ପକ୍ଷରୁ ଫ୍ରୀ କଣ୍ଡୋମ ଯୋଗାଇ ଦିଆଯିବ । ଆସନ୍ତା ବର୍ଷ ଜାନୁୟାରୀରେ ଏହା ଲାଗୁ କରାଯିବ । ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହା ଘୋଷଣା କରିଛନ୍ତି । ଏଠାରେ ଏଡ୍ସ, ଏସଟିଆଇ ଓ ଅନାବଶ୍ୟକ ପ୍ରେଗେନ୍ସି ରୋକିବାରେ…

ମୁଖ୍ୟମନ୍ତ୍ରୀ ରେସରୁ ଓହରି ଗଲେ ପ୍ରତିଭା ସିଂ

ଶିମିଲା: ହିମାଚଳପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ବିବାଦର ନୂଆ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଥିବା ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଓହରି ଯାଇଥିବା ସୂଚନା ମିଳିଛି । ଏ ନେଇ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଦିଲ୍ଲୀକୁ ଲେଖିଥିବା…

ଈଶାନଙ୍କ ତୁଫାନରେ ଉଡିଗଲା ବାଂଲାଦେଶ, ତୃତୀୟ ଦିନିକିଆରେ ଶୋଚନୀୟ ପରାଜୟ

ଚଟ୍ଟଗାଁଓ: ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଈଶାନ କିଶାନଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ବାଂଲାଦେଶ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ବାଂଲାଦେଶକୁ ୨୨୭ରନରେ ହରାଇବା ସତ୍ୱେ ଭାରତ ୧-୨ରେ ସିରିଜ ପରାଜୟବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଈଶାନଙ୍କ…

୫ ବାଇକ୍ ଓ ୨ କାର୍ ଉପରେ ଚଢିଗଲା ଟ୍ରକ୍

କଟକ:କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ସନ୍ଧ୍ୟାରେ ଭାରସାମ୍ୟ ହରାଇ ୫ଟି ବାଇକ୍ ଓ ୨ଟି କାର୍ ଉପରେ ମାଡ଼ି ଯାଇଛି ଟ୍ରକ୍।  ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଛନ୍ତି ।   ମୃତକ ଜଣକ ସେଠିକାର ଫଳ ଦୋକାନୀ ଓ ତାଙ୍କ ନାମ ସୁବାସ ସାହୁ। ଏହି…

ପୁଷ୍ପା ୨ରେ ରାମଚରଣଙ୍କ ଏଂଟ୍ରି

ମାଡ୍ରାସ: ପୁଷ୍ପା ଫିଲ୍ମର ଅପୂର୍ବ ସଫଳତା ପରେ ମେକର୍ସ ଏହାର ଦ୍ୱିତୀୟ ପାର୍ଟ ପୁଷ୍ପା ୨ର ଘୋଷଣା କରି ଦେଇଛନ୍ତି । ଅଲ୍ଲୁ ଅର୍ଜନଙ୍କ ସହ ଏଥିରେ ସୁପରଷ୍ଟାର ରାମଚରଣ ଅଭିନୟ କରିବେ ବୋଲି ଜଣାପଡିଛି । ଏଥିରେ ସେ ଅଳ୍ପ ସମୟ ପାଇଁ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।…