Latest Odisha News
Browsing Category

ଫିଚର

ଦର୍ଶକଙ୍କ ପସନ୍ଦ ହିନ୍ଦୀ ଫିଚର ଫିଲ୍ମ ‘ଜୋସେଫ’

ମୁମ୍ବାଇ: ହିନ୍ଦୀ ଫିଚର ଫିଲ୍ମ ଜୋସେଫ୍ ମୁକ୍ତିଲାଭ କରିଛି । ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ରଙ୍କ ଫିଲ୍ମ ଜୋସେଫ୍- ବର୍ଣ୍ଣ ଇନ୍ ଗ୍ରେସ୍ ସାରା ଦେଶରେ ରିଲିଜ୍ ହୋଇଛି । ଏହି ଫିଲ୍ମରେ ଅଭିନେତା ଭେକ୍ଟର ବାନାର୍ଜୀ ଓ ସୁବ୍ରତ ଦତ୍ତ ଅଭିନୟ କରିଥିବା ବେଳେ…

ମସ୍କୋ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ହଜାର କୋଟି କ୍ଷତି ଆଶଙ୍କା

ମସ୍କୋ: ରୁଷର ରାଜଧାନୀ ମସ୍କୋର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ସୂଚନା ଅନୁସାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖିମକି ଶପିଂ ଆଣ୍ଡ ଏଂଟରଟେନମେଂଟ ସେଟଂରରେ ସକାଳ ୧୦ଟା ୪୫ରେ ଏହି ଅଗ୍ନକାଣ୍ଡ ଘଟିଥିଲା । ନିମିଷକ ମଧ୍ୟରେ ୭୦୦୦…

ଅଭିଯୋଗ ଫର୍ଦ୍ଦରୁ IIC ହଟାଇଥିଲେ ବୀରେନ୍ଦ୍ର ଲାକ୍ରାଙ୍କ ନାଁ, ଟ୍ରେନିଂରେ ଯିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ଆୟୁଷ ରେଡିୟମ୍ ଫ୍ଲାଟରେ ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ହାଇକୋର୍ଟ ଇନଫୋସିଟି ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି । ତଦନ୍ତରେ ଅନିୟମିତତା ପାଇଁ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ । ଆଇଆଇସି ସମିତା ମିଶ୍ରଙ୍କୁ ବର୍ଷକ…

ହଠାତ ଦକ୍ଷିଣ କୋରିଆ ନାଗରିକଙ୍କ ବୟସ ୧ରୁ୨ ବର୍ଷ କମିଯିବ !

ସିଓଲ: ଦକ୍ଷିଣ କୋରିଆ ନାଗରିକଙ୍କ ବୟସ ହଠାତ ୧ରୁ ୨ ବର୍ଷ କମିଯିବ । ବିଶ୍ୱାସ ନ ହେଉଥିଲେ ବି ଏହା ସତ୍ୟ । ଦକ୍ଷିଣ କୋରିଆ ସରକାର ବୟସ ଗଣନା ପାଇଁ ନୂତନ ନିୟମ ଲାଗୁ କରିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ନିୟମ ସହ ବୟସ କମିବାର କଣ ସାମଞ୍ଜସ୍ୟ ରହିଛି ଆସନ୍ତୁ ଜାଣିବା ।…

ଧନୁଯାତ୍ରାର ୧୭ ଦିନ ପୂର୍ବରୁ ଚାଲିଗଲେ ଶ୍ରେୟସ, ବଳରାମ ଭୂମିକାରେ କରିଥାନ୍ତେ ଅଭିନୟ

ବରଗଡ଼: ଚାଲିଗଲେ ବଳରାମ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୭ ଦିନ ପୂର୍ବରୁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରେୟସଙ୍କ ମୃତ୍ୟୁ ହୋଇଛି । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ୧୨ ବର୍ଷର ଶ୍ରେୟସ ପୁଜାରୀଙ୍କୁ ମନୋନୀତ କରା ଯାଇଥିଲା । ଆଜଦି ହୃଦଘାତରେ ତାଙ୍କର…

୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୨୦୨୩ରେ କଣ ହେବ ? ଆସିବ କି ପ୍ରଳୟଙ୍କାରୀ ଝଡ଼ ? ମଣିଷ ପାଇଁ କେମିତି ରହିବ ନୂତନ ବର୍ଷ ? କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? ପୂରା ଦୁନିଆରେ ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟ ବାଣୀ ସତ ହୋଇଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧରୁ ନେଇ ୧୯୯୬ରେ ବାବା ଭେଙ୍ଗା ନିଜ…

ଛେଳି ପିନ୍ଧିବେ ନୋଳି, ଚିହ୍ନଟ ହେବ ପ୍ରଜାତି

ଭୁବନେଶ୍ୱର: ଛେଳି ହେଉଛି ଗ୍ରାମାଞ୍ଚଳ ଲୋକଙ୍କ ଏଟିଏମ । ଜରୁରୀ ଆବଶ୍ୟକତା ସମୟରେ ସେମାନେ ଛେଳି ବିକି ତୁରନ୍ତ ଅର୍ଥ ପାଇଥାନ୍ତି । ଏକଥା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ…

ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବ ସାଉଦିଆରବ

ରିୟାଦ: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ପଡୋଶୀ ଦେଶ ୟୁଏଇକୁ ଟକ୍କର ଦେବା ପାଇଁ ଅଂଟା ଭିଡିଛନ୍ତି । ସାଉଦିଆରବ ୟୁଏଇର ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ସାଉଦିଆରବ ବିଶ୍ୱରେକର୍ଡ କରିବା ଲକ୍ଷ୍ୟରେ ମଧ୍ୟ ରହିଛି ।…

ଦିଲ୍ଲୀରେ ୨ କଂଗ୍ରେସ କାଉନସିଲର ଯୋଗ ଦେଲେ ଆପରେ

ନୂଆଦିଲ୍ଲର: କଂଗ୍ରେସର ସମସ୍ୟା କମିବାରେ ନାଁ ଧରୁନି । ଦିଲ୍ଲୀ ଏମସିଡିରେ ଖରାପ ପ୍ରଦର୍ଶନ କରିବା ପରେ ଶୁକ୍ରବାର ଦଳକୁ ଆଉ ଏକ ଝଟକା ଲାଗିଛି । କଂଗ୍ରେସର ୨ ଜଣ କାଉନସିଲର ଦଳ ଛାଡି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ମୁସ୍ତଫାବାଦର ସବିଲା ବେଗମ ଓ ବ୍ରିଜପୁରୀର ନାଜିଆ ଖାତୁନ ନିର୍ବାଚନ…