Latest Odisha News

BREAKING NEWS

Browsing Category

ଫିଚର

ଶତ୍ରୁର ଡ୍ରୋନକୁ ଝାମ୍ପିନେବ ଭାରତୀୟ ସେନାର ଚିଲ

ନୂଆଦିଲ୍ଲୀ: ହିମାଳୟର ଆରପାରିରେ ଥିବା ଚୀନର ଡ୍ରୋନ ଭାରତକୁ ବିପଦ । ଏପରି ସ୍ଥିତିରେ ଭାରତୀୟ ସେନା ଶତ୍ରୁର ଡ୍ରୋନକୁ ମୁକାବିଲା କରିବାକୁ ଅଂଟା ଭିଡିଛି। ଏଥିପାଇଁ ଉଚ୍ଚ ଆକାଶରେ ଦଳଗତ ଭାବେ ଉଡୁ ବୁଲୁଖିବା ଇଗଲ ବା ଚିଲକୁ ପ୍ରଶିକ୍ଷଣ ଦେଇଛି ଭାରତୀୟ ସେନା। ଭାରତ ଓ ଆମେରିକା ମଧ୍ୟରେ…

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା, ବନ୍ଧାହେଲେ କଲେଜ ଅଧ୍ୟକ୍ଷଙ୍କ ସହ ଅଧ୍ୟାପକ

ଭବାନୀପାଟଣା: ବହୁଚର୍ଚ୍ଚିତ ମମିତା ମେହେର ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ସହ ଅଧ୍ୟାପକ କୃତି ଚନ୍ଦନଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଛି । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ…

ଜି-୨୦ର ଅଧ୍ୟକ୍ଷ ହେବା ପରେ ଭାରତକୁ କ’ଣ ଫାଇଦା ମିଳିବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆସନ୍ତା ବର୍ଷ ୯ ଏବଂ ୧୦ ସେପ୍ଟେମ୍ବରରେ ଦେଶରେ ଜି -୨୦ ସମ୍ମିଳନୀ ଆୟୋଜିତ ହେବ। ଗୁରୁବାର ଠାରୁ ଭାରତ ଏହାର ଅଧ୍ୟକ୍ଷତାର ଦାୟିତ୍ୱ ପାଇଛି। ଏହା ସହିତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଭାରତ ୨୦୦ ରୁ ଅଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି…

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେଲେ ସ୍ମିଥ

ଲାହୋର:ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟ ଖେଳାଳି ଷ୍ଟିଭ ସ୍ମିଥ ଶତକ ହାସଲରେ ସାର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ସ୍ମିଥ ତାଙ୍କ କ୍ୟାରିୟରର ୨୯ତମ ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୮୭ ଟେଷ୍ଟରେ ୧୫୪…

ସାଧା କାଗଜ ଦେଖାଇ କାହିଁକି ଜିନପିଙ୍ଗଙ୍କୁ ବିରୋଧ କରୁଛନ୍ତି ଚୀନବାସୀ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚୀନରେ କରୋନା ଭାଇରସକୁ ନେଇ ସରକାର ଜାରି କରିଥିବା ଲକଡାଉନକୁ ବିରୋଧ କରି ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ କିଛି ଦିନ ହେବ ସାଙ୍ଘାଇ ସମେତ ଅନେକ ସହରର ରାସ୍ତାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ଏହି ଲୋକମାନେ ନିଜ ହାତରେ ଥିବା ଏହି ସାଧା କାଗଜକୁ…

ପାଣି ଭାବି ଡିଜେଲ ପିଇ ଦେଲା ଛୋଟ ଛୁଆ, ତାପରେ…

ବାଲେଶ୍ୱର: ଏକ ଛୋଟ ଛୁଆ ଡିଜେଲକୁ ପାଣି ଭାବି ପିଇଦେବାରୁ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦୁଃଖର କଥା ହେଲା ପିଲାଟିର ବୟସ ଦେଢ ବର୍ଷ । ଆଉ ଏହି ଡିଜେଲ ବୋତଲଟି ତାର ବାପା ରଖିଥିଲେ। ପିଲାଟିକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା,…

ସାତ ଦଫା ଦାବି ନେଇ ଧାରଣାରେ ବସିଲେ ଶତାଧିକ ଆଶାକର୍ମୀ

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣାରେ ବସିଛନ୍ତି ଆଶାକର୍ମୀ  । ସାତ ଦଫା ଦାବି ନେଇ ଆଶା କର୍ମୀଙ୍କ ରଣହୁଙ୍କାର । ରାଜ୍ୟ ଆଶାକର୍ମୀ ସଂଘର ଡାକରାରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଆଶାକର୍ମୀ  । ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଆଜି ଧାରଣା ଦେଇଛନ୍ତି ସଂଘର…

ଦୁଃଖଦ ଖବର : ବାହାଘର ହେବାର କିଛି ଘଂଟା ପରେ ଚାଲିଗଲା ହଲିଉଡ ଗାୟକ ଜ୍ୟାକ ଫ୍ଲିଂଟଙ୍କ ଜୀବନ

ଲଣ୍ଡନ: ହଲିଉଡର ଲୋକପ୍ରିୟ କଂଟ୍ରି ସିଙ୍ଗର ଜ୍ୟାକ ଫ୍ଲିଂଟଙ୍କ ଆଜି ପରଲୋକ ହୋଇଯାଇଛି । ବ୍ରେଣ୍ଡା ଫ୍ଲିଂଟଙ୍କୁ ୩୭ ବର୍ଷୀୟ ଜ୍ୟାକ ବିବାହ କରିବା ପରେ ଖୁସି ମନରେ ଘରକୁ ଫେରିଥିଲେ । ଏହା ପରେ ସେ କ୍ଲାନ୍ତ ହୋଇ ଶୋଇ ପଡିଥିଲେ ଓ ଆଉ ଉଠି ନ ଥିଲେ । ଘଟଣାଟି ପ୍ରସାରିତ ହେବା ପରେ କଳାକାର…

ସଫା ହେଲା ଆଇଏସଆଇଏସ ମୁଖ୍ୟ ଅବୁ ହାସନ

ଦୁବାଇ: ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛି ଆଇଏସଆଇଏସ ମୁଖ୍ୟ ଅବୁ ହାସନ ଅଲ ହାଶିମ ଅଲ କ୍ୟୁରେଶୀ । ଆତଙ୍କବାଦୀ ସଂଗଠନ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ଆଇଏସଆଇଏସ ନୂତନ ମୂଖ୍ୟ ଭାବେ ଅବୁ ଅଲ ହୁସେନ ଅଲ ହୁସେନ ଅଲ କ୍ୟୁରେଶୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ସେ କିପରି…

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ସାଂସଦ, ପଦ୍ମପୁରରେ ବିଜେପିକୁ ମିଳିବ କି ଫାଇଦା ?

ବରଗଡ଼: ପ୍ରଚାରରେ କମ୍ପୁଛି ପଦ୍ମପୁର । ବିଜେଡି, ବିଜେପିର ପ୍ରଚାର ଆଖି ଦୃଶିଆ ଥିବା ବେଳେ ପଛରେ ପଡ଼ିଛି କଂଗ୍ରେସ । ଭୋଟ ଗ୍ରହଣର ଠିକ୍ ୩ ଦିନ ପୂର୍ବରୁ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ବିଜେପିରେ ସାମିଲ୍ ହୋଇଛନ୍ତି । ଯାହା ଭାରତୀୟ ଜନତା ପାର୍ଟିକୁ ବଳ ଦେଇଛି । ଆଜି…