Latest Odisha News

BREAKING NEWS

Browsing Category

ଫିଚର

୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଂଟନ ଚାମ୍ପିୟନଶିପ : ଓଡିଶାର ତନଭୀ ଜିତିଲେ ଟାଇଟଲ

ଭୁବନେଶ୍ୱର: ୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ତନଭି ପତ୍ରୀ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଜିତିଛନ୍ତି । ଲକ୍ଷ୍ନୌରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଥିଲା । ରିପୋର୍ଟ ମୁତାବକ ଟାଇଟଲ ସହ ତନଭୀ ୬୦ ହଜାର ପୁରସ୍କାର ରାଶି ମଧ୍ୟ ହାସଲ କରିଛନ୍ତି । ବାଙ୍ଗାଲୋରର…

ଗୋଡ଼ ନାହିଁ ତଥାପି ସ୍ୱାବଲମ୍ବୀ ଅମୂଲ୍ୟ

କେନ୍ଦ୍ରାପଡ଼ା :  ତାଙ୍କ ହାତର ନିହଣ ଇତିହାସ ଲେଖେ । ସେ ଇତିହାସ ନିଜ ସଂଘର୍ଷର । ନିଜ ସଫଳତାର । ସେ ଇତିହାସରେ ଯଶ କି ଅପଯଶ ନଥାଏ । ସେ ଇତିହାସ ଦିଏ ବଞ୍ଚିବାର ପ୍ରେରଣା, ସଂଘର୍ଷ କରିବା ପାଇଁ ସାହସ । ସେ ଭିନ୍ନକ୍ଷମ, ହେଲେ ନିଜକୁ ଅସହାୟ ବୋଲି ଭାବିନାହାନ୍ତି କି  ସମୟ ସୁଅରେ ତାଙ୍କ…

ପୁରୀ ଅନ୍ନପୂର୍ଣ୍ଣା ଥିଏଟରରେ ମନ ମୋହିଲା ମାହାରୀ ନୃତ୍ୟ

ପୁରୀ : ମାହାରୀ ନୃତ୍ୟ ତାଳେ ତାଳେ ଝୁମିଲେ ଦର୍ଶକ । ପୁରୀର ଐତିହାସିକ ଅନ୍ନପୂର୍ଣ୍ଣା ଥିଏଟରରେ ମନ ମୋହିଲା ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ । ସୁହାଗ ନଳିନୀ ଦାସ ମାହାରୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଓଡିଶୀ, ଛାନ୍ଦ, ଚମ୍ପୁ ପରିବେଷଣ କଲେ ନୃତ୍ୟଶିଳ୍ପୀ । ଶାଶ୍ୱତ ଯୋଶୀ ଓ…

ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍

ଅକଲାଣ୍ଡ: ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ । ଟସ୍ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍ ଦେଇଛି ଭାରତ । ୭ ଓ୍ୱିକେଟ୍ ବିନିମୟରେ ନିର୍ଦ୍ଧାରିତ ଓଭରରେ ଭାରତ ୩୦୬ ରନ୍ କରିପାରିଛି । ଫିନ୍…

ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ବି ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଚାଷୀ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ । ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବିକ୍ରମ…

ଜଳିଗଲା ଝିଅ ବାହାଘରର ସବୁ ଫର୍ଣ୍ଣିଚର ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ

କାମାକ୍ଷାନଗର: ଝିଅ ବାହାଘର ପାଇଁ ଏକଜୁଟ କରିଥିଲେ ଫର୍ଣ୍ଣିଚର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । କିନ୍ତୁ ନିଆଁର ଲେଲିହାନରେ ସବୁ ଜଳି ଛାରଖାର ହୋଇଗଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ବାବୁଲି ଦିଆଣି ସର୍ବସ୍ୱାନ୍ତ ହୋଇଛନ୍ତି । ରାତିରେ ଶୋଇଥିବାବେଳେ କୌଣସି…

ଓଡ଼ିଶା ପାଳୁଛି ହକି ଲିଜେଣ୍ଡ୍ ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ

ଭୁବନେଶ୍ୱର : ଓଡ଼ିଶା ପାଳୁଛି ହକି ଲିଜେଣ୍ଡ ଡ. ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ । ତାଙ୍କ ଜନ୍ମ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଜନ୍ମମାଟି ସୁନ୍ଦରଗଡ ଓ ଅନ୍ୟାନ୍ୟ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ହକି ପ୍ରେମୀ  । ତାଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଏକ ଫଟୋ ସମ୍ମିଳନୀର…

‘ନାଗଫାଶ’ କେଳେଙ୍କାରୀକୁ ନେଇ ଆଜି ବି ଗୃହ ହୋଇପାରେ ହୁଲୁସ୍ତୁଲ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ନାଗ ଦମ୍ପତ୍ତିଙ୍କ କଳା କାରନାମା ନେଇ ପ୍ରଥମ ଦିନରେ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଆରମ୍ଭରୁ ଭଟ୍ଟା ପଡିଥିବା ବେଳେ ଆଜି ବି ଗୃହରେ ପୁଣି ନାଗ ଝଡ଼ ଉଠିପାରେ । ଅର୍ଚ୍ଚନା ନାଗଙ୍କ ବ୍ଲାକମନି, ମନି ଲଣ୍ଡରିଂ ମାମଲାରେ…

ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହିଁ ଜେରା କରିବ ଇଡ଼ି !

ଭୁବନେଶ୍ୱର: ଇଡି ନୋଟିସ କରିଥିବା ୧୨ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ତିନି ଜଣ ହାଜର ହୋଇ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ଏବେ ଆଗକୁ କିଏ ଇଡି ଅଫିସରେ ଆସି ଜେରାର ସମ୍ମୁଖୀନ ହେବେ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ଏହି ଘଟଣାର ମୁଖ୍ୟ ଚରିତ୍ର କୁହାଯାଉଥିବା ଅର୍ଚ୍ଚନା ନାଗ ଏବଂ…

ଦୁର୍ବ୍ୟବହାର ପ୍ରତିବାଦରେ ଭଦ୍ରକ ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ଭଦ୍ରକ (ଲାଲା ପ୍ରମୋଦ ରାୟ): ଭଦ୍ରକ ପୌରପାଳିକାର ଜଣେ ବରିଷ୍ଠ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ପରେ ଗୁରୁବାର ପୌରପାଳିକା କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କିଛି ମହିଳା କର୍ମଚାରୀଙ୍କ ସମେତ…