Latest Odisha News

BREAKING NEWS

Browsing Category

ଫିଚର

ଦିନିକିଆ କ୍ରିକେଟ ସିରିଜ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର କ୍ରମାଗତ ୫ମ ପରାଜୟ

ଅକଲାଣ୍ଡ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଟମ ଲାଥାମଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ଘରୋଇ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି । ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା କ୍ରମାଗତ ୫ମ…

୨୪ ଘଣ୍ଟାରେ ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଲାଗି ରହିବ ଶୁଖିଲା ପାଗ, ଆହୁରି ଖସିବ ପାରଦ, ବଢ଼ିବ ଶୀତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଆଉ ୨ରୁ ୩ ଡିଗ୍ରୀ ଖସିବା ସହ ଶୀତ ବଢ଼ିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ବିଜୟ ସତ୍ୱେ ଚିନ୍ତାରେ ବ୍ରାଜିଲ, ନେମାର ଆହତ

ଲୁସୈଲ: ଚଳିତ ଫିଫା ବିଶ୍ୱକପରେ ବ୍ରାଜିଲ ୨-୦ ଗୋଲରେ ସର୍ବିୟାକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ରିଚର୍ଲିସନ ୬୨ତମ ଏବଂ ୭୪ତମ ମିନିଟରେ ଏହି ୨ଟି ଗୋଲ ସ୍କୋର କରିଥିଲେ । ତେବେ ମ୍ୟାଚ ପରେ ଷ୍ଟାର ଖେଳାଳି ନେମାର ଆହତ ହେବା ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇ…

୬ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଅନୁଗୁଳ : ଅନୁଗୁଳରୁ ପୁଣି ଜବତ ହେଲା ଧଳାଜହର। ଖବର ପାଇ ଅବକାରୀ ବିଭାଗ ଚଢାଉ କରି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହା ସହିତ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦର ସୌଭାଗ୍ୟ ସୁବୁଦ୍ଧି ଓରଫ ସନା ।…

ଲେଖାଶ୍ରୀଙ୍କ ନାଁରେ ସିଇଓଙ୍କୁ ଫେରାଦ୍ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ

ଭୁବନେଶ୍ୱର: ବିଜେପି ମୁଖପାତ୍ର ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଫେରାଦ୍ ହୋଇଛି ବିଜେଡି । ଗତକାଲି ଲେଖାଶ୍ରୀ ଏକ ପ୍ରେସ ବିବୃତିରେ ସରକାରୀ ଅଧିକାରୀଙ୍କ ଉପରେ ମିଥ୍ୟା, ଭିତ୍ତିହୀନ ଓ ମନଗଢ଼ା ଅଭିଯୋଗ ଆଣିଥିଲେ । ପଦ୍ମପୁରର ଏକ…

ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ ପୋଲିସକୁ ମନା ସ୍ମାର୍ଟଫୋନ୍

ପୁରୀ: ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ କୌଣସି ପୋଲିସ କର୍ମଚାରୀ ସ୍ମାର୍ଟଫୋନ୍ ଧରିବେ ନାହିଁ । ଏନେଇ ଆଜି ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି । କୌଣସି ପୋଲିସ ଅଧିକାରୀ ମଧ୍ୟ ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ ସ୍ମାର୍ଟଫୋନ୍ ଧରିବେ ନାହିଁ । ହୋମ୍‌ଗାର୍ଡ, OSAP ଯବାନଙ୍କ ସହ…

ଚାଷୀ ପ୍ରସଙ୍ଗରେ ଗୃହ ଅଚଳ, ନରସିଂହ କହିଲେ ମୁଖ୍ୟମନ୍ତ୍ରୀ ଡାକନ୍ତୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: କାଲି ଅର୍ଚ୍ଚନା ଆଜି ଚାଷୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ୍ ହୋଇଛି । ହଟ୍ଟଗୋଳ ଭିତରେ ପ୍ରଥମେ ପ୍ରଶ୍ନକାଳ ଓ ପରେ ଧୋଇ ହୋଇ ଯାଇଛି ଶୂନ୍ୟକାଳ । ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ…

ଅମିତାଭ ବଚ୍ଚନଙ୍କ ସ୍ୱର ଓ ଫଟୋ ବ୍ୟବହାର ମନା

ନୂଆଦିଲ୍ଲୀ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ଫଟୋ ଓ ଡାଏଲଗ୍ ବ୍ୟବହାର ଉପରେ ଲାଗିଲା କଟକଣା । ଦିଲ୍ଲୀ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ଅନୁମତି ବିନା ବିଗ୍-ବିଙ୍କ ସ୍ୱର ଓ ଫଟୋକୁ ବ୍ୟବହାର କରିବାକୁ ମନା କରିବା ନେଇ ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଅନେକ…

ବିଦ୍ୟୁତ୍ କାଟକୁ ବିରୋଧ, ଧାରଣାରେ ଶତାଧିକ ବସ୍ତି ବାସିନ୍ଦା

ପାରାଦୀପ: ବିଦ୍ୟୁତ୍ କାଟିବାକୁ ବସ୍ତି ବାସିନ୍ଦାଙ୍କ ବିରୋଧ । ପାରାଗୀପ ନୂଆବଜାର ବସ୍ତିରୁ ବନ୍ଦର ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟିବା ବେଳେ ବିରୋଧର ସମ୍ମୁଖୀନ ହୋଇଛି । ପ୍ରତିବାଦରେ ଶତାଧିକ ବସ୍ତି ବାସିନ୍ଦା ଧାରଣାରେ ବସିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି…

ଇଡିରେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ହାଜର, ଜମି କିଣାର ହେବ ଖୋଳତାଡ଼

ଭୁବନେଶ୍ୱର: ଅକୁହା କଥା କହିବେ ଅର୍ଚ୍ଚନାଙ୍କ ଡ୍ରାଇଭର । ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ । ବ୍ଲାକମେଲର ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ଅର୍ଚ୍ଚନା-ଜଗବନ୍ଧୁ ଓ ଖଗେଶ୍ୱର କିଣିଥିବା ଜମିର ଖୋଳତାଡ଼ କରିବ । କିଣିଥିବା ଜମିର ମୂଲ୍ୟ କେତେ ? କେତେ…