Latest Odisha News

BREAKING NEWS

Browsing Category

ଫିଚର

ଫୁଲ ତୋଳିବା ବାହାନାରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲା ଦୁର୍ବୁତ୍ତ  

ଗଜପତି : ପାରଳାଖେମୁଣ୍ଡି ଚିତ୍ରକର ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଘର ବାରିକୁ ଫୁଲ ତୋଳିବା ବାହାନାରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲା ଦୁର୍ବୃତ୍ତ । ଆଜି ଭୋରୁ ଉକ୍ତ ସାହିର  ଦିବ୍ୟାଙ୍ଗ ଯୁବତୀ ସୁଜାତା ପାଣିଗ୍ରାହୀ ଘର ବାରି ବାଥରୁମକୁ ଯିବା ସମୟରେ ଜଣେ ଅଜଣା ଯୁବକ…

ଜାମିନ୍ ପାଇଁ ଉପର କୋର୍ଟକୁ ଗଲେ ଅର୍ଚ୍ଚନା, ଜଗବନ୍ଧୁଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ୱର: ଜେଲରେ ବିଚଳିତ ହୋଇ ପଡ଼ିଲେଣି ଅର୍ଚ୍ଚନା ଓ ଜଗବନ୍ଧୁ । ଛାଟିପିଟି ହେଉଛନ୍ତି ବାହାରକୁ ବାହାରିବା ଲାଗି । ଜାମିନରେ ମୁକୁଳିବା ଲାଗି ବାରମ୍ବାର କୋର୍ଟରେ ଆବେଦନ କରୁଛନ୍ତି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଲିଙ୍କରେ ଇଡି ସ୍କାନରକୁ ଆସୁଛନ୍ତି ଅନେକ ବଡ଼ ବଡ଼ିଆ । ଯାହାକି…

ଷ୍ଟେଜ୍‌ରେ ବର କିସ୍‌ କରିବାରୁ ବିବାହ ଭାଙ୍ଗି ଦେଲେ କନ୍ୟା

ନୂଆଦିଲ୍ଲୀ : ନିଜ ଭାବି ସ୍ତ୍ରୀକୁ କିସ୍‌ କରିବା ବରକୁ ପଡ଼ିଲା ମହଙ୍ଗା । ବିବାହ ଷ୍ଟେଜ୍‌ରେ କନ୍ୟାକୁ କିସ୍‌ କରି ହଟହଟା ହେଲା ବର । ସାତ ଜନ୍ମର ସାଥି ହେବାକୁ ଯାଉଥିବା ନିଜ ଭାବି ସ୍ବାମୀଙ୍କୁ ପୋଲିସ ଡକାଇ ଗିରଫ କରାଇଲେ କନ୍ୟା । ଏପରି ଏକ ଘଟଣା ଉତ୍ତର ପ୍ରଦେଶର ସମ୍ଭଲରୁ ସାମ୍ନାକୁ…

ରାଜସ୍ଥାନରେ ଜଘନ୍ୟକାଣ୍ଡ; ଚିପ୍ସ ଲୋଭ ଦେଖାଇ ନାବାଳିକାକୁ ପଥରରେ ଛେଚି ହତ୍ୟା

ନୂଆଦିଲ୍ଲୀ : ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ନର୍ମମ ହତ୍ୟାକାଣ୍ଡ । ଜଣେ ୯ ବର୍ଷୀୟ ଝିଅକୁ ଅପହରଣ କରି ପଥରରେ ଛେଚି ହତ୍ୟା କରାଯାଇଛି । ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ତାହା ଏବେ ସନ୍ଦେହ ଘେରରେ । ତେବେ ନାବାଳିକା ଜଣକର ରିପୋର୍ଟ ଆସିବା ପରେ ସେ…

ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୪ ମୃତ

ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ କାର୍‌ଟି ପିଟିଦେବାରୁ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । କାର୍‌ ମଧ୍ୟରେ ଥିବା ୨ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି  ।…

ମେକ୍ସିକୋରେ ଜନ୍ମ ହେଲା ଲାଙ୍ଗୁଡ ଥିବା ଶିଶୁ କନ୍ୟା

ମେକ୍ସିକୋ ସିଟି: ମେକ୍ସିକୋ ସିଟିରେ ମେଡିକାଲ ସାଇନ୍ସର ଏକ ଦୁର୍ଲଭ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଏକ ଶିଶୁ କନ୍ୟା ଜନ୍ମ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏହି ସୁସ୍ଥ ଶିଶୁ କନ୍ୟାର ୫.୭ ସେଂଟିମିଟର ଲମ୍ବର ଏକ ଲାଙ୍ଗୁଡ ଥିଲା । ଏହାର ବ୍ୟାସ ୩ରୁ ୫ ମିିଲିମିଟର…

କିଟକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟକୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍‍ ଓ…

ମୃତ ମଣିଷ ଜୀବିତ ହେବେ !

ବିଜ୍ଞାନର ଦ୍ରୁତ ବିକାଶ ମନୁଷ୍ୟକୁ ବୋଧହୁଏ ଅତ୍ୟଧିକ ଆତ୍ମବିଶ୍ୱାସୀ କରିଦେଇଛି । ଏଥିପାଇଁ ପ୍ରକୃତିକୁ ଚ୍ୟାଲେଞ୍ଜ ଦେବାରେ ମଧ୍ୟ ସେମାନେ ପଛଘୁଂଚା ଦେଉ ନାହାନ୍ତି । ଏବେ ମୃତ୍ୟୁ ମଣିଷକୁ ଜୀବିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ପ୍ରିୟଜନଙ୍କ ମୃତ୍ୟୁ ପରେ ଶବର ଅନ୍ତ୍ୟେଷ୍ଟି…

ଡିସେମ୍ବର ୨୦ ଯାଏ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଲୋୟର ପିଏମଜିରୁ ହଟିବେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ସଂଘ । ଡିସେମ୍ବର ୨୦ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ପାଇଁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପରେ ଆନ୍ଦୋଳନ ସ୍ଥଗିତ ନେଇ ସଂଘ ନିଷ୍ପତ୍ତି ନେଇଛି । ୨୭ ତାରିଖ…