Latest Odisha News

BREAKING NEWS

Browsing Category

ଫିଚର

ଅର୍ଚ୍ଚନା ନାଗ ମାମଲା: ଇଡ଼ି ଅଧିକାରୀ କ’ଣ ପ୍ରଶ୍ନ କଲେ, କହିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର: ଦୀର୍ଘ ୧୨ ଘଣ୍ଟା ଇଡି ଜେରାର ସାମ୍ନା କରିବା ପରେ ବାହାରିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ଇଡି କେଉଁ ସବୁ ପ୍ରଶ୍ନ କରିଥିଲା ସେ ନେଇ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ସିନେ ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ବାଇଁ। ଆଜି ସକାଳେ ସେ ଇଡିର ସମନ ଅନୁଯାୟୀ ହାଜର ହୋଇ ପକ୍ଷ…

ଶୀଘ୍ର ଖବର ପ୍ରସାରଣ କରିବା ଅପେକ୍ଷା ସଠିକତା ଅଧିକ ଗୁରୁତ୍ୱପୂର୍ଣ୍ଣ: ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, “ପ୍ରାମାଣିକ ସୂଚନା ଓ ଖବର ପରିବେଷଣ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ଏବଂ ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍”। ଏସିଆ ପାସିଫିକ୍…

ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ, ଆଗକୁ ସମୂହ ଛୁଟିରେ ଯିବାକୁ ଚେତାବନୀ

ଭୁବନେଶ୍ୱର: ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ତିନି ଦିନ ହେବ ଅହୋରାତ୍ର ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ ଏବଂ ଶିକ୍ଷୟତ୍ରୀ।  ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ବିଫଳ ହେବା ପରେ ଶିକ୍ଷକ ସଙ୍ଘ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ସୂଚନା ରହିଛି।…

ପଦ୍ମପୁରରେ ନବୀନ କରିବେ ଜନସଭା, ବର୍ଷାଙ୍କ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର: ପଦ୍ମପୁର ନିର୍ବାଚନ ମୈଦାନରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡିବ। ଏଥିପାଇଁ ପ୍ରଚାରର ଶେଷ ତାରିଖ ୩ ତାରିଖ ରହିଛି। ଏହାପୂର୍ବ ଦିନ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରର ତିନୋଟି ବ୍ଲକ ଝାରବନ୍ଧ, ପାଇକମାଲ ଓ…

ନିଶା ଟେଷ୍ଟରେ ଫେଲ: ମନ୍ଦିର ହେଲା ପୂଜକ ଶୂନ୍ୟ

ବ୍ୟାଙ୍କକ: ଥାଇଲାଣ୍ଡରେ ନିଶାର କରାଳ ରୂପ ସବୁଆଡେ ବ୍ୟାପି ଗଲାଣି । ଏହାକୁ ରୋକିବା ପାଇଁ ସ୍ଥାନୀୟ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ପରିସ୍ଥିତି ଏପରି ହୋଇଯାଇଛି ଯେ, ନିଶାଠାରୁ ଦୂରେଇ ରହୁଥିବା ବୌଦ୍ଧ ଭିକ୍ଷୁ ଏବଂ ସନ୍ଥମାନେ ମଧ୍ୟ ଏହା କବଳରେ ପଡି ଯାଇଛନ୍ତି ।…

ଆଇଟି, ଜିଏସଟି ରେଡ୍ ପ୍ରସଙ୍ଗ: ବିଜେଡି କହିଲା ଯେସାକୁ ତେସା ନୀତି

ଭୁବନେଶ୍ୱର: ସୋମବାର କେନ୍ଦ୍ରର ଆୟକର ବିଭାଗ ସକାଳେ ବିଜେଡିର ତିନି ନେତା ଏବଂ ବ୍ୟବସାୟୀଙ୍କ ଘରେ ରେଡ୍ କରିବା ପରେ ସଂଧ୍ଯାରେ ରାଜ୍ୟ ସରକାରଙ୍କ ଜିଏସଟି ବିଭାଗ ମଧ୍ୟ ୮ଟି ସ୍ଥାନରେ ରେଡ୍ କରିଥିଲା। ଏବେ ଏହି ରେଡକୁ ନେଇ ତେଜିଛି ବୟାନବାଜି। ଏହି ରେଡ୍ ଏକ ରୁଟିନ୍ ରେଡ୍ ଥିଲା ନା…

ମୋଦୀ ଚାଷୀଙ୍କ ପାଇଁ ଟଙ୍କା ପଠାଉଛନ୍ତି, ବିଜେଡି ସରକାର ଏଠି ହଡ଼ପ କରୁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜେଡି ସରକାର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ହଡ଼ପ କରୁଛି। ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଏପରି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ…

ମିଶନ ଶକ୍ତିରେ ଏଣିକି ୫ ଲକ୍ଷ ପର୍ଯ୍ୟନ୍ତ ଋଣରେ ଦେବାକୁ ପଡ଼ିବନି ସୁଧ

ଭୁବନେଶ୍ୱର: ମିଶନ ଶକ୍ତି ମା' ମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ ଶକ୍ତି ମା ମାନଙ୍କୁ ୩ ଲକ୍ଷ ଟଙ୍କା ପରିବର୍ତ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ। ଏ ନେଇ ରାଜ୍ୟ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି।୨୦୨୨ ଏପ୍ରେଲ…

ଚନ୍ଦ୍ରମୂଖୀ ୨ରେ କଙ୍ଗନା ହେବେ ଭୂତୁଣୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ୨ରେ ଅଭିନୟ କରିବେ । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ପି ବସୁ ଦେବେ । କଙ୍ଗନାଙ୍କ ଅପୋଜିଟରେ ତାମିଲ ଅଭିନେତା ରାଘବ ଳରେନ୍ସ ଅଭିନୟ କରିବେ । ରାଘବ…

୧୮୭ଟି ମୁଦ୍ରା ଗିଳି ଦେଇଥିଲେ ବାଗଲକୋଟର ଦୟମପ୍ପା

ବାଗଲକୋଟ: କର୍ଣ୍ଣାଟକର ବାଗଲକୋଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି ୧୮୭ଟି ମୁଦ୍ରା ଗିଳି ଦେଇଥିଲେ । ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ତଥ୍ୟ ସମ୍ମୁଖକୁ ଆସିଥିଲା । ସମ୍ପୂର୍ଣ୍ଣ ଘଟଣାଟି ଏହିପରି.. ଦୟମପ୍ପା ହରିଜନ ସିଜୋଫ୍ରେନିଆ…