Latest Odisha News

BREAKING NEWS

Browsing Category

ଫିଚର

୨୦୨୪ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା

ନୂଆଦିଲ୍ଲୀ: ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ହେବ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏ ପ୍ରକ୍ରିୟା ସରିବ । ଏନେଇ ଆଜି ଘୋଷଣା କରାଯାଇଛି । ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସର ଖୁବ୍ କମ୍ ଅଂଶଧନ ରହିଛି । ଯାହାକି ୨ ହଜାର କୋଟି ହେବ । ସେହିଭଳି…

ସୋନାକ୍ଷୀଙ୍କୁ ନିଜ ସମ୍ପତ୍ତିରୁ କିଛି ଦେବେନି କହିଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ନିଜର ଲୁକ୍‌ ଓ ଗ୍ଲାମରସ ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି  । ଆଉ ପ୍ରଶଂସକଙ୍କ ମନ ଜିତିଛନ୍ତି  ।ଏବେ ସୋନାକ୍ଷୀଙ୍କ ବାପାଙ୍କ କଥା ସୋଶିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି  । ଏକ ସାକ୍ଷାତକାରରେ…

ଜାଣିଛନ୍ତି କି ବିଶ୍ୱକପ ଗ୍ରୁପ ପର୍ଯ୍ୟାୟର ଶେଷ ଲିଗ ମ୍ୟାଚଗୁଡିକ କାହିଁକି ଏକା ସମୟରେ ଖେଳାଯାଏ

ଦୋହା: କତାରରେ ଚାଲିଥିବା ବିଶ୍ୱକପ ଫୁଟବଲ ଧିରେ ଧିରେ ରୋମାଂଚକ ସ୍ଥିତିକୁ ଯାଉଛି । ବର୍ତମାନ ସୁଦ୍ଧା ଚାମ୍ପିୟନ ଫ୍ରାନ୍ସ, ବ୍ରାଜିଲ ଓ ପର୍ତୁଗାଲ ଟିମ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆୟୋଜକ କତାର ଏହି ଦୌଡରୁ ବାଦ ପଡିଛି । ବର୍ତମାନ ବି ୨୮ଟିମ ନିକଟରେ…

ମୁହାଁମୁହିଁ ହେଲେ ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି

ଲାହୋର: ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି ୱାସିମ ଆକ୍ରମ ଓ ସଲୀମ ମଲିକ ମୁହାଁମୁହିଁ ହୋଇଛନ୍ତି । ଆକ୍ରମ ନିଜ ଦେଶର ମଲିକଙ୍କ ବିରୋଧରେ କେତେକ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ୧୯୮୨ରେ ସଲିମ ଏବଂ ୧୯୮୪ରେ ଆକ୍ରମ ପାକିସ୍ତାନ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।…

ଉପନିର୍ବାଚନରେ ରେଡ୍ ରାଜନୀତି, ବିଜେପି ବିଧାୟିକାଙ୍କ ନାଁରେ ମାମଲା

ବରଗଡ଼: ଉପନିର୍ବାଚନ ପ୍ରଚାରକୁ ନେଇ କମ୍ପୁଥିବା ପଦ୍ମପୁର ରାଜନୀତିରେ ଚଢ଼ାଉ ନୂଆ ଟ୍ୱିଷ୍ଟ ଆଣିଛି । ସୋମବାର ସକାଳେ ଆୟକର ଓ ସନ୍ଧ୍ୟାରେ ଜିଏସଟି ରେଡକୁ ନେଇ ରାଜନୈତିକ ବାକଯୁଦ୍ଧ ପରେ ଆରମ୍ଭ ହୋଇଛି ଏତଲା । ଜିଏସଟି ଅଧିକାରୀଙ୍କ ଚଢ଼ାଉ ବେଳେ ବାଧା ଦେବା ଏବଂ ଦୁର୍ବ୍ୟବହାର ଅଭିଯୋଗରେ…

ଡିସେମ୍ବର ପହିଲାରୁ ଭୁବନେଶ୍ୱର ସହ ୩ ସହରରେ ଡିଜିଟାଲ୍ ମୁଦ୍ରା କାରବାର

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଡିଜିଟାଲ୍ ମୁଦ୍ରା ବ୍ୟବହାର କରି ପାରିବେ ଲୋକ । ଏନେଇ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ ସହରରେ ଆରମ୍ଭ ହେବ ଖୁଚୁରା ଡିଜିଟାଲ୍ ମୁଦ୍ରା କାରବାର । ପାଇଲଟ୍ ପ୍ରୋଜେକ୍ଟ ତାଲିକାରେ ଓଡ଼ିଶାର ଭୁବନେଶ୍ୱର ସହ…

ବରଫ ଚାଦର ତଳେ ୟୁକ୍ରେନ ସୈନ୍ୟ, ମାଇନସ୍ ୬ ଡିଗ୍ରୀରେ ବି କର୍ତ୍ତବ୍ୟକୁ ଗୁରୁତ୍ୱ

କିଭ୍ : ରୁଷ ଆକ୍ରମଣ ପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି ୟୁକ୍ରେନ ସୈନ୍ୟ । ଦେଶ ସୁରକ୍ଷାରେ ନିୟୋଜିତ ଯବାନମାନଙ୍କୁ ପ୍ରବଳ ଥଣ୍ଡାରେ ବି କର୍ମକ୍ଷେତ୍ରରେ ରହିବାକୁ ପଡୁଛି । ଏଠି ତାପମାତ୍ରା ମାଇନସ୍ ୬ ଡିଗ୍ରୀ । ୟୁକ୍ରେନ ସୈନିକ ବଙ୍କର ଭିତରେ । ବରଫପାତ ସତ୍ତ୍ୱେ କର୍ତ୍ତବ୍ୟରୁ…

ବେଆଇନ ଭାବେ ଜଙ୍ଗଲ ଜମି ଅକ୍ତିଆର, ବିରୋଧ କଲେ ଗ୍ରାମବାସୀ

କାମାକ୍ଷାନଗର : ରେକୁଳା ଗ୍ରାମବାସୀ ପକ୍ଷରୁ ଖେମକା କମ୍ପାନୀକୁ ବିରୋଧ । ଜଙ୍ଗଲ ଜମିକୁ ନେଇ କାମାକ୍ଷାନଗର ମହୁଲପାଳ ସ୍ଥିତ ରେକୁଳା ଗାଁରେ ଦେଖାଦେଇଛି ଅସନ୍ତୋଷ । ବେଆଇନ ଜଙ୍ଗଲ ଜମି ଅକ୍ତିଆର , ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ପୋଖରୀ ଖୋଳିବା ଅଭିଯୋଗରେ ଖେମକା ରିଫାକ୍ଟୋରି…

ଭିଜିଲାନ୍ସ ଜାଲରେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ

ଯାଜପୁର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଧରାପଡ଼ିଲେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ । ଜଣେ ଶିକ୍ଷକଙ୍କୁ ବକେୟା ପ୍ରାପ୍ୟ ପାସ କରାଇବା ଲାଗି କିରାଣୀଙ୍କ ମାଧ୍ୟମରେ  ନେଉଥିଲେ ୩୦ହଜାର ଟଙ୍କା  । ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ…

ଆତଙ୍କ ଖେଳାଇଲା ମହୁମାଛି ; ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର : ରଜାମରା ଗାଁରେ ମହୁମାଛି ଆତଙ୍କ ।  ମହୁମାଛି ଆକ୍ରମଣରେ ଚାଲିଗଲା ଜଣେ ନାବାଳକର ଜୀବନ । ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ମା  । ମୃତ ନାବାଳକ ଜଣକ ହେଉଛନ୍ତି ରଜାମରା ଗାଁର ପିଙ୍କୁ ରଣାଙ୍କ ୧୩ ବର୍ଷୀୟ ଏକମାତ୍ର ପୁଅ ଗୌରୀଶଙ୍କର ରଣା । ସୂଚନା ଅନୁଯାୟୀ ଗତକାଲି…