Latest Odisha News

BREAKING NEWS

Browsing Category

ଫିଚର

ଶ୍ୱଶୂର ଘରେ ଜ୍ୱାଇଁର ଛୁରାମାଡ଼, ସ୍ତ୍ରୀ ସହ ୪ ଆହତ

ଝାରସୁଗୁଡ଼ା: ଭଲ ପାଇ ବାହା ହୋଇଥିଲା ଝିଅ । ଜ୍ୱାଇଁ ସହ ଝଗଡ଼ା ପରେ ହସଖୁସିର ସଂସାରରେ ଯେମିତି ଲାଗି ଯାଇଥିଲା କାହାର ଅଶୁଭ ନଜର । ଝଗଡ଼ା ପରେ ଝିଅ ଚାଲି ଆସିଥିଲା ବାପଘରକୁ । ଆଉ ସ୍ୱାମୀ, ସ୍ତ୍ରୀକୁ ଛାଡ଼ି କୁନି ଝିଅକୁ ପାଖରେ ରଖିଥିଲା । ବେଳେ ବେଳେ ଶ୍ୱଶୁର ଘରକୁ ଆସି ସ୍ତ୍ରୀ ସହ…

ପବନରେ ହେବ ଆଳୁଚାଷ, ଆସନ୍ତୁ ଜାଣିବା କିପରି କରିହେବ ଏହି ଚାଷ…

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ଆସିଲା ନୂଆ ଟେକ୍ନୋଲୋଜି । ଏଣିକି କ୍ଷତି ସହିବେନି ଆଳୁଚାଷୀ  । ଭଲ ଆଳୁ ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ପଡ଼ିବନି ଜମି କି ଉର୍ବର ମାଟି  । ଏଥର ପବନରେ କରିବେ ଆଳୁଚାଷ  । ଆପଣମାନେ ଜାଣିଥିବେ ଆଳୁ ଚାଷ ସାଧାରଣତଃ ମାଟିରେ ଭଲ ଫସଲ ହୋଇଥାଏ। କଣ…

ବଜ୍ରକାପ୍ତା ବିକ୍ରି ନେଇ NH କଡ଼ରେ ଚାଲିଥିଲା ଡିଲ୍, ମାଡ଼ି ବସିଲା STF

ଭୁବନେଶ୍ୱର: ଜାତୀୟ ରାଜପଥ ୧୬ କଡ଼ରୁ ଡିଲ୍ ବେଳେ ଜବତ ହେଲା ବଜ୍ରକାପ୍ତା । ବୁଧବାର ସକାଳେ ଏସଟିଏଫ୍ ଓ ବନ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଛନ୍ତି । ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବଜ୍ରକାପ୍ତା ବିକ୍ରି ନେଇ ଡିଲ୍ ଚାଲିଥିବା…

ମୃତ ପ୍ରେମିକା ମଥାରେ ସିନ୍ଦୂର ଦେଇ ପ୍ରେମକୁ କଲେ ଅମର

ଗୌହାଟୀ : ପ୍ରେମ ମାନେନି ଜାତି ଧର୍ମ, ପ୍ରେମ ଦେଖେନି ଧନୀ ଗରୀବ, ପ୍ରେମକୁ ପାଇବାକୁ କିଏ ସାତ ଦରିଆ ପାର୍ ହେଉଛି ତ କିଏ ପ୍ରେମ ପାଇଁ ଜୀବନ ଦେଉଛି । ଦୂରରେ ଥିଲେ ବି ପ୍ରେମ ଶାଶ୍ୱତ । ମୃତ୍ୟୁ ପରେ ବି କିଛି ପ୍ରେମ କାହାଣୀ ଅମର । ଏପରି ନିଚ୍ଛକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି ଆସାମ…

ଜୁହୁରେ ଭଡା ରହିବେ ବିରୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଜୁହୁରେ ଭଡା ଘରେ ରହିବେ । ରିପୋର୍ଟ ମୁତାବକ ବିରୁଷ୍କା ଜୁହୁରେ ଏକ ୧୬୫୦ ସ୍କ୍ୱାୟରଫୁଟ ଘରକୁ ପ୍ରତି ମାସ ପିଛା ୨.୭୬ ଲକ୍ଷ ଟଙ୍କା ଭଡା ଦେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଘର…

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୧ହଜାର ଏବଂ ସିଜନାଲ୍ ଶ୍ରମିକ ଓ ପତ୍ର ବନ୍ଧାଳିଙ୍କ ପାଇଁ ୧୫ଶହ ଟଙ୍କା ଘୋଷଣା କରାଯାଇଛି । କେନ୍ଦୁପତ୍ର ଉପରେ ନିର୍ଭର…

କାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଡିଜିପି ସୁନୀଲ ବଂଶଲ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଡିସେମ୍ୱର ୩୧ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଆଜି ଡିଜିପିଙ୍କ ସହିତ ପୋଲିସ କମିଶନର ଏସ.କେ. ପ୍ରିୟଦର୍ଶୀ ବିଧାନସଭା ପରିସର ଓ…

ବିଜେଡି କର୍ମୀଙ୍କ ନାଁରେ ମାଡ଼ ଅଭିଯୋଗ ଆଣିଲେ ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର : ପଦ୍ମପୁର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।  ଏନେଇ ପଦ୍ମପୁରରେ ପ୍ରେସମିଟ କରିଛନ୍ତି ପ୍ରଦୀପ । ଏନେଇ ସୂଚନା ଦେବା ବେଳେ କାନ୍ଦି ପକାଇଥିଲେ ପ୍ରଦୀପ ପୁରୋହିତ । ବିଜେପି…

ଆପଣ କରଜରୁ ମୁକ୍ତି ପାଇବାକୁ ଚାହଁଛନ୍ତି କି ତେବେ ଆପଣାନ୍ତୁ ଏହି ୫ଟି ଉପାୟ ….

ନୂଆଦିଲ୍ଲୀ : ଋଣ ବା କରଜ କରିବାକୁ କୌଣସି ବ୍ୟକ୍ତି ପସନ୍ଦ କରନ୍ତି ନାହିଁ । ହେଲେ ଏହି ଋଣ କରିବାକୁ ମଣିଷକୁ ପରିସ୍ଥିତି ବାଧ୍ୟ କରାଇଥାଏ  । ତେବେ ଏହି ପରିସ୍ଥିତିରେ ପଡ଼ି ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନ କାଳ ମଧ୍ୟରେ କରଜ କରିଥାନ୍ତି । କିଛି ବ୍ୟକ୍ତି ନିଜ ପରିବାରର ସୁଖ ସୁବିଧା ପାଇଁ…

ଫିଫା ବିଶ୍ୱକପ : ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ରାନ୍ସର ବୃହତ ବିଜୟ

ଦୋହା: ପୂର୍ବତନ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଚଳିତ ଫିଫା ବିଶ୍ୱକପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଗ୍ରୁପ ଡିର ଏକ ମୁକାବିଲାରେ ଫ୍ରାନ୍ସ ୪-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଓଲିଭର ଗିରୋଡ ଦଳର ୨ଟି ଗୋଲ ସ୍କୋର କରି ଦଳର ବିଜୟରେ ଷ୍ଟାର ସାଜିଥିଲେ । ମ୍ୟାଚ…