Latest Odisha News

BREAKING NEWS

Browsing Category

ଫିଚର

ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ଆରମ୍ଭ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ । ଏଥିରେ ବିଭିନ୍ନ ଭିତ୍ତିଭୂମି ସମ୍ୱନ୍ଧିତ ଶିଳ୍ପ ମାଲିକ ଓ ବିଶେଷଜ୍ଞ ସାମିଲ ହେବେ । ତେବେ ଏହି ବୈଠକ ଭର୍ଚୁଆଲ ମୋଡରେ ହେବାକୁ ଯାଉଛି । ୨୦୨୩…

କୋରେଇ ଷ୍ଟେସନକୁ ମାଡ଼ିଗଲା ମାଲବାହୀ ଟ୍ରେନ,୩ ମୃତ

କୋରେଇ: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଭାରସାମ୍ୟ ହରାଇ ଷ୍ଟେସନ ଭିତରକୁ ମାଲବାହୀ ଟ୍ରେନ ମାଡିଯାଇଛି । ବଗିଗୁଡିକ ଗୋଟିଏ ଉପରେ ଗୋଟିଏ ଚଢି ରହିଛି । ଷ୍ଟେସନକୁ ଟ୍ରେନଟି ହଠାତ୍ ମାଡିଯିବାରୁ ଗୋଟିଏ ବଗି ଉପରେ ଆଉ ଗୋଟିଏ…

ବର୍ଣ୍ଣାଢ୍ୟ ପରିବେଶରେ ଆରମ୍ଭ ହେଲା ଫିଫା ବିଶ୍ୱକପ

ଦୋହା: ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଆଜି କାତାରରେ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବ କତାରର ଅବଲ ବାୟଦ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ବର୍ଣ୍ଣାଢ଼୍ୟ ପରିବେଶଷର ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଭାରତର ମଡେଲ ତଥା ଅଭିନେତ୍ରୀ ନୋରା ଫତେହି ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ…

ଏପଟେ ଧାରଣା, ସେପଟେ ସମୀକ୍ଷା; କେବେ କିଡନୀ ରୋଗୀଙ୍କୁ ମିଳିବ ଔଷଧ ?

ଭୁବନେଶ୍ୱର: ଦୁଇ ସପ୍ତାହ ହେଲାଣି କିଡନୀ ରୋଗୀ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଶୀତ, କାକରକୁ ଖାତିର୍ ନ କରି କିଡନୀ ରୋଗୀ ଓ ସମ୍ପର୍କୀୟ ଧାରଣା ଦେଉଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା…

ବିତାଡିତ ଚୟନ କମିଟି ମୁହଁ ଖୋଲିଲେ, ବିସିସିଆଇ ସବୁ ନିଷ୍ପତିର ଉତରଦାୟୀ !

ମୁମ୍ବାଇ:ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଚୟନ କମିଟି ଉପରେ ସବୁ ଦୋଷ ଲଦି ଦେଇଛି । ଅଧ୍ୟକ୍ଷ ଚେତନ ଶର୍ମାଙ୍କ ସମେତ ସମସ୍ତ ସଦସ୍ୟ ବହିଷ୍କାର କରାଯାଇଛି । ତେବେ ଏହା ମଧ୍ୟରେ ବିତାଡିତ ଚୟନ କମିଟି ସଦସ୍ୟମାନେ ମୁହଁ ଖୋଲିଛନ୍ତି । ସେମାନଙ୍କ କହିବା ଅନୁସାରେ…

ଟି୨୦ କ୍ରିକେଟରେ ୧୦୫ ବଲ ବାକି ଥାଇ ମ୍ୟାଚ ଜିତି ବିଶ୍ୱରେକର୍ଡ କଲା କେନିୟା

ନାଇରୋବି: ଟି୨୦ କ୍ରିକେଟରେ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି କେନିୟା । ମାଳୀ ବିପକ୍ଷ ମୁକାବିଲାକୁ କେନିୟା ମାତ୍ର ୧୫ ବଲରେ ୧୦ ୱିକେଟରେ ଜିତି ନେଇଥିଲା । ବଲ, ସମୟ ଏବଂ ୱିକେଟରେ ଏହା ସବୁଠାରୁ ବୃହତ ବିଜୟ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରିଆ ନାମରେ ଥିଲା । ୧୦୪ ବଲ ବ୍ୟବଧାନରେ…

‘ଅସନ୍ତୁଷ୍ଟ ହୋଇ ସାମ୍ୱାଦିକତା କଲେ ଆମେ ଠିକ୍ ବାଟରେ ପହଞ୍ଚିପାରିବାନି’: ସୌମ୍ୟରଞ୍ଜନ

ଭୁବନେଶ୍ୱର: ଗଣମାଧ୍ୟମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସାମ୍ୱାଦିକମାନଙ୍କ ବୃତ୍ତି ତଥା ଗଣମାଧ୍ୟମ ଶିଳ୍ପ କରୋନା କାଳରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଣମାଧ୍ୟମର ତିନୋଟି ଦିଗ ରହିଛି । ଗ୍ରାହକ, ମାଲିକ ବା ବିଜ୍ଞାପନଦାତା  ।…

ହରୱିନ୍ଦର ପରେ ଇଟାଲୀରେ ଗଡିଲା ହ୍ୟାପୀର ମୁଣ୍ଡ, ଗ୍ୟାଙ୍ଗଷ୍ଟାର ଲଣ୍ଡା ନିଜକୁ ଦାୟୀ କଲା

ଚଣ୍ଡୀଗଡ: ପାକିସ୍ତାନରେ ଆଇଏସଆଇ ସୁରକ୍ଷା ବଳୟ ଭିତରେ ରହିଥିବା ଆତଙ୍କବାଦୀ ହରୱିନ୍ଦର ସିଂ ଓରଫ ରିନ୍ଦାର ମୃତ୍ୟୁ ପରେ ଆଜି କାନାଡାରେ ହରପ୍ରୀତ ସିଂ( ହ୍ୟାପୀ ସଙ୍ଘେଡା)ର ମୁଣ୍ଡ ଗଡିଛି । ରିନ୍ଦା ଓ ହ୍ୟାପୀର ମୃତ୍ୟୁରେ ଭାରତୀୟ ଗୋଇନ୍ଦା ବିଭାଗ ଚୁପ ରହିଛି । ଏହି ଦୁଇ ଆତଙ୍କବାଦୀଙ୍କୁ…

ରିଷଭ-ଉର୍ବଶୀଙ୍କ ସମ୍ପର୍କ ନେଇ ମୁହଁ ଖୋଲିଲେ ସାଥୀ ଖେଳାଳି ଶୁଭମନ

ୱେଲିଂଟନ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ସମ୍ପର୍କକୁ ନେଇ ସବୁଠି ଆଲୋଚନା । ତେବେ ଏହି ସମ୍ପର୍କ ନେଇ ଉଭୟ କେବେ ହେଲେ ନିଜ ଆଡୁ କିଛି କହି ନାହାନ୍ତି । ରିଷଭ-ଉର୍ବଶୀଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ସାଥୀ କ୍ରିକେଟର ଶୁଭମନ ଗିଲ ।…

‘ବିଧାୟକ ଆମକୁ କାମ କରିବାକୁ ଦିଅନ୍ତୁ’: ଭଦ୍ରକ ପୌରାଧ୍ୟକ୍ଷା

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକଙ୍କ ନାଁରେ ଗୁରୁତର ଅଭିଯୋଗ । ଅସହଯୋଗର ଅଭିଯୋଗ ଆଣିଛନ୍ତି ଭଦ୍ରକ ପୌରାଧ୍ୟକ୍ଷା ଗୁଲମୁଖି ହବିବ୍ । ପୌରପାଳିକାର ବିଭିନ୍ନ ଉନ୍ନୟନମଳକ କାର୍ଯ୍ୟରେ ବାଧକ ସାଜୁଛନ୍ତି ବିଧାୟକ । କିଛି କାଉନସିଲରଙ୍କୁ ସେ ମିସ୍ ଗାଇଡ୍ କରୁଛନ୍ତି । ସେମାନଙ୍କୁ…