Latest Odisha News

BREAKING NEWS

Browsing Category

ଫିଚର

ଅଧା ବାଟରେ ଅନାଥ କରି ଚାଲିଗଲେ ବାପା ମା’, ୪ ପ୍ରାଣୀକୁ ପୋଷୁଛନ୍ତି ଜ୍ୟୋତି

କେନ୍ଦ୍ରାପଡ଼ା : ଜୀବନ ଜିଇଁବାକୁ ଲଢ଼େଇ କରୁଛନ୍ତି ଜ୍ୟୋତି । ଅଧାବାଟରେ ମୁଣ୍ଡରୁ ହାତ କାଢ଼ିନେଇଛନ୍ତି ବାପା-ମା’ । ଜନ୍ମ ଦେଇ ଦୁନିଆକୁ ଆଣିଥିଲେ ସତ ହେଲେ ଜ୍ୟୋତି ମଣିଷ ହେବା ପୂର୍ବରୁ ଛାଡ଼ି ଚାଲିଗଲେ ପରପାରିକୁ । ଆଉ ଘରର ସମସ୍ତ ଦାୟିତ୍ୱ ​‌ଦେଇଗଲେ ଏଇ କୋଡିଏ ବର୍ଷର ଝିଅ ମୁଣ୍ଡରେ…

କ୍ଲବ ଫୁଟବଲ ଫିକ୍ସିଂର ସିବିଆଇ ତଦନ୍ତ ଆରମ୍ଭ, ଓଡିଶା ସରକାର ଫଣ୍ଡିଂ ନେଇ ସନ୍ଦେହ !

ନୂଆଦିଲ୍ଲୀ: ଭାରତରେ ଖେଳାଯାଉଥିବା କ୍ଲବ ଫୁଟବଲରେ ଫିକ୍ସିଂ ହେଉଥିବା ଅଭିଯୋଗ ଆସିଥିଲା । ଏବେ ଏହି ଘଟଣାର ତଦନ୍ତ ଭାର ସିବିଆଇ ହାତକୁ ଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଆଇଏଫଏଫ ଅଧିକାରୀଙ୍କୁ ଏ ନେଇ ପଚରା ଉଚରା ଆରମ୍ଭ କରିଛି ସିବିଆଇ । ଆନ୍ତର୍ଜାତୀୟ ଫିକ୍ସର ଏଥିରେ ଜଡିତ ଥିବା…

ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କା ଘୋଷଣା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ : ମାଲବାହୀ ଟ୍ରେନ ଟ୍ରାଡେଜିରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  । ଘଟଣାରେ ଶୋକ ପ୍ରକାଶ କରିବା ସହିତ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କ ପାଇଁ ୧ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ଘୋଷଣା କରିଛନ୍ତି…

ପୂର୍ବ ପ୍ରେମିକାକୁ ୬ ଖଣ୍ଡ କରି କୂଅରେ ଫିଙ୍ଗିଲା ନୃଶଂସ ପ୍ରେମିକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦୋହରାଇଲା ଶ୍ରଦ୍ଧା ମର୍ଡର କେସ୍‌ ଘଟଣା । ପୁଣି ସାମ୍ମାକୁ ଆସିଲା ପ୍ରେମିକାକୁ କାଟି ଫୋପାଡ଼ିବା ଭଳି ଅମାନବୀୟ କାଣ୍ଡ । ପୂର୍ବରୁ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଥିବା ବେଳେ ଏବେ ଉତ୍ତର ପ୍ରଦେଶ ଆଜମଗଡ଼ରେ ସେହି ଘଟଣାର…

କୋରେଇ ଟ୍ରେନ୍ ଟ୍ରାଜେଡି, ହେଲ୍ପଲାଇନ୍ ନମ୍ୱର ଜାରି

ଭୁବନେଶ୍ୱର: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ୱର ଜାରି ହୋଇଛି । କୋରେଇ ଷ୍ଟେସନ ହେଲ୍ପଲାଇନ ନମ୍ୱର ୮୪୫୫୮୮୯୯୦୫, ଭୁବନେଶ୍ୱର ପାଇଁ ୦୬୭୪-୨୫୩୪୦୨୭,  ଖୋର୍ଦ୍ଧା ରୋଡ୍ ପାଇଁ ୦୬୭୪୨୪୯୨୨୪୫ । ପୂର୍ବତନ ରେଳବାଇ ଜିଏମ୍ ଓ…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ୮ଟ୍ରେନ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ

ଯାଜପୁର: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ୮ଟି ଟ୍ରେନକୁ ବାତିଲ କରାଯାଇଛି । ଏହି ବାଟ ଦେଇ ଯିବାକୁ ଥିବା ୮ ଟ୍ରେନ ବାତିଲ କରିବା ସହିତ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୂର୍ବତନ ରେଲଓ୍ୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ । ୫ଟି…

ଗ୍ରୀସ୍‌ର କ୍ରୀଟେ ଦ୍ବୀପରେ ଭୂକମ୍ପ ଝଟ୍‌କା, ଆସିପାରେ ସୁନାମୀ  

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ବିପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି  । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ…

ଏଏସଆଇ ସଂଗ୍ରହାଳୟ ସ୍ଥାନାନ୍ତରଣ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଚିଠିକୁ ଅଣଦେଖା

ଯାଜପୁର: ଯାଜପୁର ସହରର ପୌର କାର୍ଯ୍ୟାଳୟକୁ ଲାଗି ରହିଥିବା ଏଏସଆଇ ସଂଗ୍ରହାଳୟକୁ ବିପଦସଙ୍କୁଳ ଘୋଷଣା କରାଯାଇଛି  । ତଥାପି ଏହାକୁ ସ୍ଥାନାନ୍ତର କରୁନାହିଁ ଏଏସଆଇ । ତିନି ତିନି ଥର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । କିନ୍ତୁ ଏଏସଆଇ ଚୁପ୍ । …

ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମୃତ ପରିବାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆଜି ସକାଳ ୬ଟା ୪୪ରେ ମାଲବାହୀ ଟ୍ରେନ…

ବିଶ୍ବକପ୍ ଫୁଟବଲ: ଉଦଘାଟନୀ ମ୍ୟାଚରେ କତାରକୁ ହରାଇଲା ଇକ୍ଵେଡର

ଅଲ୍‌ ଖୋର୍  :  ଫିଫା ଫୁଟ୍‌ବଲ ବିଶ୍ବକପ୍‌ର  ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର । ଖେଳ ଆରମ୍ଭରୁ ଇକ୍ବେଡର ଅଧିନାୟକଙ୍କ ଦମଦାର ପ୍ରଦର୍ଶନ କତାରକୁ ହରାଇବାରେ ସହାୟକ ହୋଇଛି । ଇକ୍ଵେଡର ଅଧିନାୟକ ଏନର ଭାଲେଁସିଆ…