Latest Odisha News

BREAKING NEWS

Browsing Category

ଫିଚର

୨ କୋଟିରେ ବିକ୍ରି ହେଉଛି ଗାଁ, ଗାଁରେ ଅଛି ହୋଟେଲଠୁ ସୁଇମିଂ ପୁଲ

ଜାଗା ଖୋଜୁଛନ୍ତି ? ପାଉ ନାହାନ୍ତି କି ? ଏଠି ଗାଁ ବିକ୍ରି ହେଉଛି । ଦାମ ବି ବେଶି ନୁହେଁ । ମାତ୍ର ୨ କୋଟି । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କଥାଟି କିନ୍ତୁ ବିଲକୁଲ ସତ । ଭଲ ଜାଗା ଖଣ୍ଡେ କିଣି ଘର ତିଆରି କରିବା ପାଇଁ ମୋଟା ଅଙ୍କର ଅର୍ଥ ଦରକାର । ହେଲେ  ମାତ୍ର ୨ କୋଟିରେ ଗାଁ…

ପ୍ରଶଂସକଙ୍କ ମନୋଭାବ ସହ ଖେଳୁଛନ୍ତି କି ସାନିଆ-ଶୋଏବ

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ଘଟିବାକୁ ଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମରେ ଜୋରସୋରରେ ଖବର ପ୍ରକାଶ ପାଇଛି । ରବିବାର ଉଭୟ ଏକତ୍ର ଏକ ଟକ ଶୋ କରିବାକୁ ଯାଉଛନ୍ତି । ଏହାର ନାମ ଦି ମିର୍ଜା ମଲିକ ଶୋ ରଖାଯାଇଛି । ଏହା…

ପାକିସ୍ତାନକୁ ୫ ୱିକେଟରେ ହରାଇ ଦ୍ୱିତୀୟଥର ପାଇଁ ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିଅନ୍

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଧୂଳିସାତ୍ ହୋଇ ଯାଇଛି ପାକିସ୍ତାନର ସ୍ୱପ୍ନ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱ ବିଜେତା ହୋଇଛି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୪୯…

ବାବା ରାମଦେବଙ୍କ ପତଞ୍ଜଳିର ୫ଟି ଔଷଧ ଉପରେ ପ୍ରତିବନ୍ଧକ ପରେ ନିର୍ଦ୍ଦେଶ ଫେରାଇ ନେଲା ପ୍ରଶାସନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ନେଲେ ୟୁ-ଟର୍ଣ୍ଣ । ବାବା ରାମଦେବଙ୍କ ପତଞ୍ଜଳି ଦିବ୍ୟ ଫାର୍ମାସୀର ୫ଟି ସାମଗ୍ରୀ ଉପରେ ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ନେଇଛନ୍ତି । ନଭେମ୍ବର ୯ ତାରିଖରେ ପତଞ୍ଜଳିର ବିପିଗ୍ରିଟ୍, ମଧୁଗ୍ରିଟ୍, ଥାଇରୋଗ୍ରିଟ୍, ଲିପିଡମ୍ ଏବଂ ଆଇଗ୍ରିଟ୍ ଗୋଲ୍ଡ…

ଟିକେଟ୍ ମିଳିଲାନି ଟେଲିଫୋନ୍ ଟାୱାରରେ ଚଢ଼ି ଫେସବୁକ୍ ଲାଇଭ କଲେ ଆପ୍ ନେତା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟିକେଟ୍ ପାଇଁ ଟାୱାର ଉପରକୁ ଚଢ଼ିଗଲେ, ପୁଣି ଫେସବୁକରେ ଲାଇଭ୍ କଲେ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆପ୍ ଟିକେଟ୍ ନ ପାଇ ଟେଲିଫୋନ୍ ଟାୱାର ଉପରକୁ ଚଢ଼ି ଯାଇଛନ୍ତି ଜଣେ ନେତା । ଆମ୍ ଆଦମୀ ପାର୍ଟିର ନେତା ତଥା ପୂର୍ବତନ କର୍ପୋରେଟର ହସିବ ଉଲ୍ ହସନ ଟାୱାରରେ ଚଢ଼ି…

[ଦେଖନ୍ତୁ ଭିଡିଓ] ସମୁଦ୍ର ଭିତରେ ଜିନିଷ ଉଠାଇ ଫିଙ୍ଗୁଛି ଅକ୍ଟୋପସ୍

ନୂଆଦିଲ୍ଲୀ: କୋମଳ ଶରୀର ଭଳି ତାର ସ୍ୱଭାବ । ଏକୁଟିଆ ରହିବାକୁ ସେ ବେଶ୍ ପସନ୍ଦ କରେ । ଆମେ କହୁଛୁ ସାମୁଦ୍ରିକ ଜୀବ ଅକ୍ଟୋପସ୍ କଥା । ଅକ୍ଟୋପସର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଜଣା । କିନ୍ତୁ ଅଷ୍ଟ୍ରେଲିଆର ଜର୍ବିସରେ ଗ୍ଲୁମି ଅକ୍ଟୋପସ୍ କୁହାଯାଉଥିବା ଅକ୍ଟୋପସ୍ ଟେଟ୍ରିକସର ବ୍ୟବହାର…

କବିତା ମୋତେ ବଞ୍ଚିବାର ବାଟ ଦେଖେଇଛି : ଶୁଭଶ୍ରୀ ମହାରଣା

ସମକାଳୀନ ଓଡ଼ିଆ ସାହିତ୍ୟରେ ଶୁଭଶ୍ରୀ ମହାରଣା ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ,…

ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ ନାଁରେ ଏତଲା

ପୁରୀ : ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ପଶ୍ଚିମବଙ୍ଗ ସରକାର । ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ଅଖିଳ ଭାରତୀୟ ହିନ୍ଦୁ ମହାସଭା  । ଏନେଇ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ…

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ କନ୍ଦଳ, ସ୍ୱାଧୀନ ଭାବେ ଲଢ଼ିବାକୁ ଅସନ୍ତୁଷ୍ଟଙ୍କ ଧମକ

ଅହମଦାବାଦ: ଗୁଜରାଟରେ ଟିକେଟ୍ ଟେନସନ୍ । ବିଜେପି ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଅସନ୍ତୁଷ୍ଟ ନେତା । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦଳ ଟିକେଟ୍ ଦେବା ଆରମ୍ଭ କରିଥିବା ବେଳେ ଟିକେଟ୍ ନ ପାଇ ୫ ଜଣ ନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଖୋଲାଖୋଲି କହିଛନ୍ତି ।…

ହେତୁବାଦୀଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ : ଧର୍ମ ସଂସ୍କୃତି ଓ ପରମ୍ପରା ସହ ଜଗନ୍ନାଥଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରରେ ହେତୁବାଦୀ। ହେତୁବାଦୀଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ । ହେତୁବାଦୀଙ୍କ ଏଭଳି କଥାବାର୍ତ୍ତା ସେବାୟତଙ୍କ ମନରେ ଗଭୀର ଦୁଃଖ ଦେଇଥିବା…