Latest Odisha News

BREAKING NEWS

Browsing Category

ଫିଚର

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲା ସାଂସଦଙ୍କ ଟ୍ବିଟ୍

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଲୋକଙ୍କ ମଧ୍ୟରେ ବାରମ୍ବାର ଦାବି ହେଉଛି। ଆଉ ଦାବି ମୁତାବକ କୌଣସି କାମ ହେଉନଥିବାରୁ ଚଳିତ ସପ୍ତାହରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନକୁ ଆଉ ଟିକିଏ ଗତି ଦେଇଛି। ଏପରି କରି ରାଜ୍ୟ ସରକାରଙ୍କ ଉପରେ ଚାପ…

ଆଥଲେଟଙ୍କୁ ନିଷିଦ୍ଧ ଡ୍ରଗ୍ସର ଇଂଜେକସନ ଦେଇ ଫସିଲେ କୋଚ ମିକି, ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ ମୁମ୍ବାଇର ଆଥଲେଟିକ କୋଚ ମିକି ମେଞ୍ଜେସଙ୍କୁ ୫୦,୦୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିବା ସହ ୪ ବର୍ଷ ବାସନ୍ଦ କରିଛନ୍ତି । ମିକିଙ୍କ ନିକଟରୁ ଉଦୀୟମାନ ଆଥଲେଟ କୀର୍ତି ଭୋଇଟେ ପ୍ରଶିକ୍ଷଣ ନେଉଥିଲେ । ମିକି ଇଂଜେକସନ…

ରାତି ପାହିଲେ ଭୋଟ ଗଣତି, ବିଜେପି ଗଡ଼ ବଜାୟ ରଖିବ ନା ବିଜେଡି ଛଡାଇନେବ!

ଧାମନଗର:  ଧାମନଗର ଉପନିର୍ବାଚନରେ କିଏ ଜିତିବ ତାକୁ ନେଇ ଗତ କିଛି ଦିନ ହେଲା ଚର୍ଚା ଜୋର ଧରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ରହିଛି । ବିଜେପି କହୁଛି ତାଙ୍କ ପ୍ରାର୍ଥୀ ଜିତିବ, ବିଜେଡି କହୁଛି ତାଙ୍କ ପ୍ରାର୍ଥୀ ଜିତିବ । ସେପଟେ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ…

ନାବାଳିକା ଝିଅକୁ ହତ୍ୟା କଲା ବାପା; କାରଣ କ’ଣ ଜାଣନ୍ତୁ..

ଅମରାବତୀ: ନାବାଳିକା ଝିଅର ପ୍ରେମକୁ ସ୍ୱୀକାର କରିପାରିନପାରି ଜନ୍ମ କଲା ଝିଅକୁ ବାପ କଲା ହତ୍ୟା। ପରେ ସୋଶିଆଲ ମିଡିଆରେ ଘଟଣା ବାବଦରେ ବଖାଣିଲା ସେହି ମୁହୂର୍ତ୍ତର ସତ। ମିଳିଥିବା ସୂଚନା ଅନୁସାରେ ଝିଅଟି ପଡ଼ୋଶୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ପ୍ରେମକରୁଥିଲା। ଏହାକୁ ନେଇ ଝିଅର ବାପା…

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଲାଲ ସଲାମ

ମାଡ୍ରାସ: ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଘୋଷଣା ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ରଜନୀକାନ୍ତଙ୍କ ଝିଅ ଐଶ୍ଚର୍ଯ୍ୟା ଲାଲ ସଲାମ ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମରେ ବିଷ୍ଣୁ ବିଶାଳ ଓ ବିକ୍ରାନ୍ତ ଅଭିନୟ କରୁଛନ୍ତି । ତେବେ ଏହି…

ସାଇରସ ମିସ୍ତ୍ରୀ କାର ଦୁର୍ଘଟଣା: ଡ୍ରାଇଭର ସିଟରେ ବସିଥିବା ଡାକ୍ତରଙ୍କ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ: ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣାରେ କାର ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ। ସେପ୍ଟେମ୍ବର ମାସରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ କାର ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ପୋଲିସ ଏହି ମାମଲାରେ ଶନିବାର…

କିଏ କହିଲେ, ମୁଁ ଠକ ହେଲେ କେଜ୍ରିୱାଲ ମହାଠକ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ କେସରେ ମଣ୍ଡୋଲି ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ପୁନର୍ବାର ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ରାଜ୍ୟସଭା ଟିକେଟ ପାଇଁ ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲଙ୍କୁ ୫୦ କୋଟି ଟଙ୍କା ଦେଇଛି । ଯଦି ମୁଁ ଠକ ତାହାହେଲେ…

ନିର୍ବାଚନ ଜିତିଲେ ଭାରତଠାରୁ ଜମି ଫେରାଇ ଆଣିବି: ଓଲି

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଛନ୍ତି ଯେ ନଭେମ୍ବର ୨୦ ନିର୍ବାଚନରେ ​​ଯଦି ତାଙ୍କ ଦଳ କ୍ଷମତାକୁ ଫେରିବ, ତେବେ ଭାରତ ସହ ଯୋଡି ଦାବି କରିଥିବା ହିମାଳୟ ଅଞ୍ଚଳକୁ ସେ ଫେରାଇ ଆଣିବ। ନେପାଳ-ଭାରତ ସୀମା ନିକଟ ଦୂର ପଶ୍ଚିମ ନେପାଳର ଡାର୍କୁଲା ଜିଲ୍ଲାରେ…

ରାଜଧାନୀରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ରାଜଧାନୀରେ ବ୍ରାଉନ ସୁଗାର ବିକ୍ରି ବଢିବାରେ ଲାଗିଛି । କଂଗ୍ରେସ ଭବନ ପଛ ଲେନ୍ ରେ ଦୁଇ ଜଣ ଯୁବକଙ୍କ ଠାରୁ ଜବତ ହୋଇଛି ୧୦ଗ୍ରାମ ବ୍ରାଉନ ସୁଗାର । ବିଶେଷ ସୂଚନା ଆଧାରରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ୟୁନିଟ୍-୨ସ୍ଥିତ କଂଗ୍ରେସ ଭବନ ପଛ…

ଶ୍ରୀଲଙ୍କାକୁ ହରାଇ ଇଂଲଣ୍ଡ ସେମିରେ, ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ବିଦା

ମେଲବୋର୍ଣ୍ଣ: ଏଠାରେ ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଆଲେକ୍ସ ହେଲ୍ସ ଓ ବେନ ଷ୍ଟୋକ୍ସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଅପରପକ୍ଷରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏଥିସହ ଏହି ଦୌଡରୁ ବାଦ ପଡିଛି । ଶ୍ରୀଲଙ୍କା…