Latest Odisha News

BREAKING NEWS

Browsing Category

ଫିଚର

୬୬ ବୟସର ବ୍ୟକ୍ତି ୮୭ ଥର କରିଛନ୍ତି ବିବାହ, ଏହି ବିବାହ ପଛର କାରଣ କଣ ?

ନୂଆଦିଲ୍ଲୀ : ୮୮ତମ ବିବାହ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି । ଏଭଳି ଅଦ୍‌ଭୁତ ଘଟଣା ଇଣ୍ଡୋନେସିଆ ଅନ୍ତର୍ଗତ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ମାଜାଲେଙ୍ଗକା ଗାଁର ବୋଲି ଜଣାପଡ଼ିଛି । ସେହି ବ୍ୟକ୍ତି ଜଣଙ୍କ ନାଁ ହେଉଛି କାନ୍‌ । ପେସାରେ ସେ ଜଣେ ଚାଷୀ । ତାଙ୍କ ଗାଁରେ ସେ ଏକାକୀ ବସବାସ…

ବିଜେବିରେ ଆରମ୍ଭ ହେବ ୫ବର୍ଷିୟା ବିବିଏ ଏଲ୍‌ଏଲ୍‌ବି ପାଠ୍ୟକ୍ରମ

ଭୁବନେଶ୍ୱର : ୨୦୨୨-୨୩ ଶିକ୍ଷାବର୍ଷରୁ ବିଜେବି କଲେଜରେ ପିପିପି ମୋଡରେ ନୂଆ ସେଲ୍ଫଫାଇନନ୍ସିଂ ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ପିପିପି ମୋଡରେ ବିଜେବି କଲେଜ ଏବଂ ୟୁଥ ଅର୍ଗାନାଇଜେସନ୍…

ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ହେବେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର : ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଫିକି)  ମୁମ୍ବାଇଠାରେ ଅନୁଷ୍ଠିତ ଏହାର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କୁ ପରବର୍ତ୍ତୀ ସଭାପତି ଭାବେ ଘୋଷଣା କରିଛି । ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ…

ବିଗିଡ଼ିଲା ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା

ମସ୍କୋ: ପୁଣି ଥରେ ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଗଲା । ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଅସୁସ୍ଥ ହୋଇପଡ଼ିଛନ୍ତି । ପୂର୍ବରୁ ସେ କ୍ୟାନସର୍‌ରେ ପୀଡିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା । ବ୍ରିଟିଶ୍‌ ଗଣମାଧ୍ୟମ ‘ବ୍ରିଟେନ…

ଧାମନଗର ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ଲମ୍ବା ଧାଡିରେ ଭୋଟର ଦେଉଛନ୍ତି ଭୋଟ

ଧାମନଗର:  ଧାମନଗର ଉପନିର୍ବାଚନ ଭୋଟିଂ  ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି । ଭୋଟର ମାନେ ସକାଳୁ ସକାଳୁ ଲମ୍ବା ଲାଇନ ଲଗାଇ ଭୋଟିଂ କରୁଛନ୍ତି ।  ସଂଧ୍ୟା ୬ଟା ଯାଏଁ ହେବ ମତଦାନ ହେବାକୁ ଥିବାବେଳେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଥିବା ଦେଖିବାକୁ ମିଳୁଛି । ମୁକ୍ତ ଓ ଅବାଧ ଭୋଟ୍ ଗ୍ରହଣ ପାଇଁ…

ମାଗଣାରେ ସାନିଟାରୀ ପ୍ୟାଡ ବାଣ୍ଟିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢୁଥିବା ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଉ। ଏପରି ଏକ ଆବେଦନ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ଗରିବ ଶ୍ରେଣୀରୁ ଆସୁଥିବା ୧୧ ରୁ ୧୮ ବର୍ଷ ବୟସର କିଶୋର…

ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପୁତୁରାଙ୍କ ଜାମିନ୍ ଖାରଜ, ୩୦ରୁ ଜେଲରେ କଟୁଛି ଦିନ

କଟକ: ବିଚ ରାସ୍ତାରେ ବସର ଦୁଇ କର୍ମଚାରୀଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁଙ୍କ ଜାମିନ୍ ଆବେଦନ ଖାରଜ। କଟକର ଜେଏମଏଫସି କୋର୍ଟ ବୁଧବାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି।…

ଫେକ୍ ଅଡିଓ ଜାରି କରି ବିଜେଡି ହିଂସାକୁ ଉସକାଉଛି: ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବାର କେଇ ଘଣ୍ଟା ପୂର୍ବରୁ ଶାସକ ଦଳ ଏକ ପେନ୍ ଡ୍ରାଇଭରେ ରାଜ୍ୟ ବିଜେପି କର୍ମୀଙ୍କ ଏକ ଭିଡିଓ ଜାରି କରି ବିଜେପିକୁ ଟାର୍ଗେଟ୍ କରିଥିଲା। ସେହିପରି ବିଜେପି ମଧ୍ୟ ଏକ ଅଡିଓ କ୍ଲିପ ଜାରି କରି ବିଜେଡି ବିରୋଧରେ ବର୍ଷିଛି। ରାଜ୍ଯ ନିର୍ବାଚନ…

ଟ୍ବିଟରରେ ବ୍ଲ୍ୟୁ ଟିକ୍ ପାଇଁ ମାସିକ ପେମେଣ୍ଟ ମସ୍କଙ୍କୁ ବ୍ୟାକଫୁଟକୁ ଠେଲିବ?

ନୂଆଦିଲ୍ଲୀ: ଟ୍ବିଟରର ମାଲିକାନା ବଦଳିବା ପରେ ସିଇଓ ଏଲନ ମସ୍କ ଏହାକୁ ନୂଆ ଅବତାରରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରାଥମିକ ଭାବେ ମସ୍କ ବ୍ଲ୍ୟୁ ଟିକ୍ ୟୁଜରଙ୍କ ପାଇଁ ମାସିକ ଏକ ଦେୟ ସ୍ଥିର କରିଛନ୍ତି। ଯାହାକୁ ନେଇ ବ୍ଲ୍ୟୁ ଟିକ୍ ୟୁଜର ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି। କାରଣ ପ୍ରତି…

ଯିଏ ରାହୁଲ ଗାନ୍ଧୀଙ୍କୁ ନାପସନ୍ଦ ସିଏ ଗେହଲୋଟଙ୍କୁ ପସନ୍ଦ!

ଓଡ଼ିଶା ସମ୍ବାଦ ବ୍ୟୁରୋ: କଂଗ୍ରେସ ନେତୃତ୍ୱକୁ ଅଡ଼ୁଆରେ ପକାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। ଦଳ ଚାହୁଁଥିଲେ ମଧ୍ୟ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ସାହାସ କରିପାରୁନି। ଗେହଲୋଟ୍ ମଧ୍ୟ ସୋନିଆ ଗାନ୍ଧୀଙ୍କ ନିକଟରେ କ୍ଷମା ମାଗି ସାରିଛନ୍ତି…