Latest Odisha News

BREAKING NEWS

Browsing Category

ଫିଚର

ଭଦ୍ରକରେ ବସ୍ ବନ୍ଦ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଭଦ୍ରକ: ଭଦ୍ରକ ବସ୍ ସିଣ୍ଡିକେଟରେ ଫାଟ । ଗଡ଼ୁନି ବସ୍, ଯାତ୍ରୀ ହନ୍ତସନ୍ତ । ବସ୍ ରହଣି, ଯାତ୍ରୀଙ୍କୁ ବସରେ ଚଢ଼ାଇବାକୁ ନେଇ ବିବାଦ ଉପୁଜିଛି । ଯାହାକୁ ନେଇ ଭଦ୍ରକ ବସ୍ ସିଣ୍ଡିକେଟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ଗୋଷ୍ଠୀ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ…

ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର

ଚଣ୍ଡିଗଡ଼: ସାମ୍ବାଦିକ ଦେବେ କ୍ୟାରେକ୍ଟର ସାର୍ଟିଫିକେଟ୍ । ନହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ମନା । ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ହିମାଚଳ ଗସ୍ତରେ ଯିବେ । ଏହି ସମୟରେ ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ପାସ୍ ଆବେଦନ କରିଥିବା…

FIFA ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଟିକେଟର ଦର ଶହେରୁ ୨ ଶହ ଟଙ୍କା ରହିଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ପାଇଁ ଷ୍ଟାଡିୟମର ୪ ନମ୍ବର ଗେଟରେ ଟିକେଟ୍…

ଝାରସୁଗୁଡାରେ ନେପାଳୀ ରୀତିନୀତିରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା

ଝାରସୁଗୁଡା : ଝାରସୁଗୁଡାର ସେକେଣ୍ଡ ବାଟାଲିୟନରେ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା । ନେପାଳ ଗୁରଖାମାନଙ୍କ ନବରାତ୍ରୀ ହେଉଛି ମୁଖ୍ୟ ପର୍ବ । ତେବେ ଏହି ମନ୍ଦିରର ବିଶେଷତ୍ବ ହେଲା ଓଡିଶା ପୋଲିସ ପାଇଁ କାମ କରୁଥିବା ସେକେଣ୍ଡ ବାଟାଲିୟନର ନେପାଳୀ…

ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର

ସୋନପୁର: କାଠ ଧରିବାକୁ ଯାଇ ମାଡ଼ ଖାଇଲେ ବନ କର୍ମଚାରୀ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିନିକା ବନ କର୍ମଚାରୀ ଖାତିପଡ଼ାରେ ରେଡ୍ କରିଥିଲେ । କେନାଲ ପାଣି ଭିତରୁ ବିପୁଳ ଶାଗୁଆନ୍ କାଠ ଜବତ କରିଥିଲେ ବନ କର୍ମଚାରୀ ।…

ଜାଣନ୍ତୁ ଦହି ଖାଇବାର ଉଚିତ୍ ସମୟ ଏବଂ ଉପାୟ

ଦହି ଏପରି ଏକ ଦୁଗ୍ଧ ଜାତୀୟ ଖାଦ୍ୟ ଯାହା ସମସ୍ତଙ୍କ ଥାଳିରେ ଥିବା ନିଶ୍ଚିତ। ଗରମ ଦିନ ହେଉ କି ଥଣ୍ଡା ଦିନ ଦହିକୁ ସମସ୍ତ ରୂପରେ ବ୍ୟବହାର କରାଯାଉଛି ଏବଂ ଦହିକୁ ବ୍ୟବହାର କରି ଅନେକ ଖାଦ୍ୟ ମଧ୍ୟ ତିଆରି କରି ଖାଉଛନ୍ତି ଲୋକେ। ଲୋକମାନେ ଏହାକୁ ପରାଠା ସହିତ ଖାଇବାକୁ ବହୁତ ପସନ୍ଦ କରନ୍ତି।…

ବ୍ୟାଙ୍କ ଅଫ୍ ବରୋଦାର ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ ସର୍ଭିସ, ମିଳିବ ଏହି ସବୁ ସୁବିଧା

ଓଡିଶା ସମ୍ବାଦ ବ୍ୟୁରୋ: ଗ୍ରାହକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ବ୍ୟାଙ୍କ ଅଫ୍ ବରୋଦା ନୂତନ ଯୋଜନା ପ୍ରବର୍ତ୍ତନ ଜାରି ରଖିଛି। ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଅଫ୍ ବରୋଦା ହ୍ୱାଟସ୍ ଆପରେ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛି। ଏହି ସେବା ସାହାଯ୍ୟରେ ବ୍ୟାଙ୍କର ଅନେକ ସୁବିଧା…

ଦେଶରେ ୨୦୦ଟି ରେଳ ଷ୍ଟେସନର ହେବ ନବୀକରଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଷ୍ଟେସନଗୁଡ଼ିକର ନବୀକରଣ ଏବଂ ଆଧୁନିକ ସୁବିଧା କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରୟାସ ଜାରି ରହିଛି। ନିକଟରେ କ୍ୟାବିନେଟ ବୈଠକରେ ଭାରତର ତିନୋଟି ପ୍ରମୁଖ ଷ୍ଟେସନ ଯଥା ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାସକୁ ସମ୍ପୂର୍ଣ୍ଣ…

ଖୁବଶୀଘ୍ର ଆସୁଛି ୫ଜି କନେକ୍ଟେଡ ଆମ୍ବୁଲାନ୍ସ, ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ପରି କରିବ କାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଯୁକ୍ତିକୌଶଳରେ ଜିଓ କମ୍ପାନୀ ବେଶ୍ ସଫଳତା ହାସଲ କରୁଛି। ପ୍ରଚଳନର ମାତ୍ର କିଛିବର୍ଷ ମଧ୍ୟରେ ଜିଓକୁ କେବଳ ଦେଶରେ ନୁହେଁ, ଦୁନିଆରେ ମଧ୍ୟ ବେଶ ପସନ୍ଦ କରିବାକୁ ଲାଗିଛନ୍ତି। ଜିଓ ୫ଜି ସ୍ମାର୍ଟଫୋନ ଓ ଜିଓବୁକ୍ ପରେ ଏବେ ୫ଜି କନେକ୍ଟେଡ ଆମ୍ବୁଲାନ୍ସ ଖୁବ ଶିଘ୍ର…

ଲଘୁଚାପ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରିରହିଛି ଲଗାଣ ବର୍ଷା । ଉପକୂଳ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିଛି। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ…