Latest Odisha News

BREAKING NEWS

Browsing Category

ଫିଚର

ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ନେତା ଅଭାବ ! ଦଳ ଭିତରେ ବିଜେପି କରିପାରେ ବଡ ଅଦଳ ବଦଳ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ । ବିଜେପି ଗାଦି ବଞ୍ଚାଇବାକୁ ଯୋଜନା କରୁଛି। ଅନ୍ୟପଟେ ବିରୋଧୀ ଗାଦି ଛଡାଇ ଆଣିବାକୁ ଯାଇ ଅନେକ ରଣନୀତି ଆପଣାଇବାକୁ ଯାଉଛନ୍ତି। ଏପରି ସ୍ଥିତିରେ ବିଜେପି ପାଖରେ ଆବଶ୍ୟକ ମୁତାବକ ନେତା ବା ଦକ୍ଷ ନେତା ନଥିବା କୁହାଯାଉଛି। ତେଣୁ ସାଂଗଠନିକ କାମ…

ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ଆପଣାଇବ ଭ୍ରାମ୍ୟମାଣ ଟ୍ରାଫିକ ସିଗନାଲ ବ୍ୟବସ୍ଥା

ଭୁବନେଶ୍ୱର: ପର୍ବପର୍ବାଣୀ ବେଳେ ପୂଜା ମଣ୍ଡପ, ସମାବେଶ ସ୍ଥଳରେ କିମ୍ବା ହଠାତ କୌଣସି ସ୍ଥାନରେ ଗହଳି ହୋଇଗଲେ ଭିଡ ନିୟନ୍ତ୍ରଣ କରିବା ସହ ଟ୍ରାଫିକ ପରିଚାଳନା କରିବା ଭାରି ମୁସକିଲ। କାରଣ ଏହି ସ୍ଥାନରେ ଟ୍ରାଫିକ ସିଗନାଲ ପାଇଁ ସ୍ଥାୟୀ ଖୁଣ୍ଟି ବ୍ୟବସ୍ଥା ନଥାଏ । ତେଣୁ ଅନେକ ସମସ୍ୟାର…

ଇରାନରେ ପୁଣି ଜଣେ ଯୁବତୀଙ୍କୁ ବିଭତ୍ସ ହତ୍ୟା

ତେହରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମିବାର ନା ଧରୁନି । ହିଜାବକୁ ବିରୋଧ କରି ରାସ୍ତାରେ ଆନ୍ଦୋଳନ କରୁଛନ୍ତି ମହିଳା । ତେବେ ସେଠାକାର ସୁରକ୍ଷାବାହିନୀ ଆନ୍ଦୋଳନକାରୀଙ୍କୁ ଲାଠିମାଡ଼ କରୁଥିବା ବେଳେ ଯେଉଁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ  ଅପହରଣ କରାଯାଇ ହତ୍ୟା…

ଜମ୍ମୁକାଶ୍ମୀରରେ ଜେଲ ଡିଜିଙ୍କୁ ହତ୍ୟା

ଜମ୍ମୁ: ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁକାଶ୍ମୀର ଗସ୍ତ ସମୟରେ ରାଜ୍ୟରେ ଜେଲ ବିଭାଗ ଡିଜି ହେମନ୍ତ ଲୋହିଆଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ତାଙ୍କର ଚାକର ସଂପୃକ୍ତି ଥିବା ଆଶଙ୍କା ପ୍ରକାଶ ପାଇଛି । ମୃତ୍ୟୁ ପରଠାରୁ ଚାକର ଫେରାର ଅଛି । ଗୃହମନ୍ତ୍ରୀ ଅମିତ ଶାହ…

କଂଗ୍ରେସ ଛାଡ଼ିବେ କି ହରିଶ ରାଓ୍ୱତ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ଛାଡି ପାରନ୍ତି। ଦୀର୍ଘ ଦିନ ହେବ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ରାଜନୀତିରୁ ଅବସର ନେବେ ବୋଲି ଆଶଙ୍କା କରାଯାଉଥିଲା ଏବେ କିନ୍ତୁ ସେ କରିଥିବା ଫେସବୁକ ପୋଷ୍ଟ ସେ ଦଳ ଛାଡିବା ନେଇ ଇସାରା ଦେଇଛନ୍ତି ବୋଲି…

ଏବିପି- ସି ଭୋଟର ସର୍ଭେ: ଗୁଜରାଟରେ ମୁସଲିମ ଭୋଟର କାହାକୁ ଦେବେ ଭୋଟ ?

ନୂଆଦିଲ୍ଲୀ: ପାଖେଇ ଆସୁଛି ଗୁଜରାଟ ନିର୍ବାଚନ । ବିଭିନ୍ନ ଦଳ ଏବେ ଗୁଜରାଟରେ ଡେରା ପକାଇଛନ୍ତି । ତେବେ ଏହାରି ଭିତରେ ଭୋଟରଙ୍କ ମୁଡ୍ କଣ ଅଛି ତାକୁ ନେଇ ସର୍ଭେ କରିଛି ଏବିପି –ସି ଭୋଟର । ସର୍ଭେରେ ଏଥର ମୁସଲିମ ଭୋଟରମାନେ କାହାକୁ ଭୋଟ ଦେବେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ 45…

ଅନଲାଇନ୍ ବେଟିଂ ବିଜ୍ଞାପନକୁ ନେଇ ସରକାରଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅନଲାଇନ ବେଟିଂ ଆପକୁ ନେଇ ସରକାର କଠୋର  ହୋଇଛନ୍ତି । ଦିନକୁ ଦିନ ଟିଭି, ଡିଜିଟାଲ ଗଣମାଧ୍ୟମଠାରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ଗୁଡ଼ିକରେ ବିଭିନ୍ନ ଅନଲାଇନ ବେଟିଂ ଆପର ଜୋରସୋର ପ୍ରଚାର ପ୍ରସାର କରାଯାଉଥିଲା । ଯୁବ ବର୍ଗ ଏବଂ ପିଲାମାନେ ଅନଲାଇନ ବେଟିଂ  ଦ୍ବାରା…

ଏଥର ଅଫିିସିଆଲ: ଟି୨୦ ବିଶ୍ୱକପରୁ ଓହରିଲେ ବୁମରାହ

ମୁମ୍ବାଇ: ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଟି୨୦ ବିଶ୍ୱକପରୁ ଓହରିଯିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଆଜି ଏହାର ବିଧିବଦ୍ଧ ଘୋଷଣା କରିଛି ବିସିସିଆଇ । ବୋର୍ଡର ମେଡିକାଲ ଟିମ ବୁମରାହ ସ୍ୱାସ୍ଥାବସ୍ଥା ନେଇ ଭଲ ଭାବେ ଅନୁଧ୍ୟାନ କରିବା ପରେ ତାଙ୍କୁ ବିଶ୍ୱକପ ଦଳରୁ ବାଦ ଦେବା ପାଇଁ…

ବଢ଼ିଲା ସିଏନଜି ଏବଂ ପିଏନଜି ଦର

ନୂଆଦିଲ୍ଲୀ: ସାରା ଦେଶରେ ଉତ୍ସବ ମୁଖର ଥିବା ବେଳେ ସିଏନଜି ଏବଂ ପିଏନଜିର ମୂଲ୍ୟ ବୃଦ୍ଧି ହୋଇଛି। ସିଏନଜି କିଲୋଗ୍ରାମ ପିଛା ୬ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପାଇପ୍ ଯୋଗେ ଆସୁଥିବା ରନ୍ଧନ ଗ୍ୟାସ୍ ପିଏନଜିର ମୂଲ୍ୟ ୟୁନିଟ୍ ପିଛା ୪ ଟଙ୍କା ବୃଦ୍ଧି ହୋଇଛି ।  ସୋମବାର ମଧ୍ୟରାତ୍ରିରୁ…

ସେନା-ସେନା ଫାଇଟ: ମୁମ୍ବାଇରେ ଦୁଇଟି ଦଶହରା ରାଲି

ମୁମ୍ବାଇ: ଚଳିତ ବର୍ଷ ଦଶହରାରେ ମୁମ୍ବାଇରେ ଶିବସେନାର ଦୁଇଟି ଦଶହରା ରାଲି ହେବାକୁ ଯାଉଛି । ଉଦ୍ଧବଙ୍କ ଶିବସେନା ଶିବାଜୀ ପାର୍କରେ ରାଲି କରିବେ । ଏକନାଥ ସିନ୍ଦେଙ୍କ ଶିବସେନା ବିକେସି ପଡିଆରେ ରାଲି କରିବେ । ଦୁଇ ଶିବସେନା ନିଜକୁ ଅସଲି କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ…