Latest Odisha News

BREAKING NEWS

Browsing Category

ଫିଚର

ପୁରୀରେ ଆରମ୍ଭ ହେଲା ଦେଶର ଦ୍ୱିତୀୟ ବେଦ ବିଦ୍ୟାଳୟ

ପୁରୀ: ପୁରୀରେ ଲୋକାର୍ପିତ ହୋଇଛି ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ । ନୂତନ ଶିକ୍ଷାନୀତି ଆଧାରରେ ପୁରୀରେ ଜଗନ୍ନାଥଙ୍କ ନାମରେ ନାମିତ ଏହି ବେଦ ବିଦ୍ୟାଳୟକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ…

୯ ମହିଳାଙ୍କୁ ଯୌନ ଶୋଷଣ ! ସାଜିଦଙ୍କ ବିଗ୍ ବସ୍ ୧୬ରେ ଏଣ୍ଟ୍ରି ନେଇ ଉତ୍ତେଜନା

ମୁମ୍ବାଇ: ୨୦୧୭ ଏବଂ ୨୦୧୮ରେ ମିଠୁ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ମାଧ୍ୟମରେ ଅନେକ ଲୋକେ ନିଜର ଯୌନ ନିର୍ଯାତନା ବିଷୟରେ ସୋସିଆଲ ମିଡିଆ ଜରିଆରେ ଅଭିଯୋଗ କରିଥିଲେ। ଏହି ଅଭିଯାନରେ ଅନେକ ବଡବଡିଆଙ୍କ ନାମ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଜଣେ ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ଖାନଙ୍କ…

‘ଆଦିପୁରୁଷ’ ଫିଲ୍ମରେ ରାବଣକୁ ନେଇ ବିବାଦ, ସୋସିଆଲ ମିଡିଆରେ ବଢ଼ୁଛି ବିରୋଧ

ନୂଆଦିଲ୍ଲୀ : ‘ଆଦିପୁରୁଷ’ ଫିଲ୍ମ ର ବହୁ ପ୍ରତିକ୍ଷୀତ ଟିଜର ରିଲିଜ୍ ହୋଇଛି  । ‘ଆଦିପୁରୁଷ’ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଟିଜର ଆସିବା ପରେ ନିରାଶାରେ ପରିଣତ ହୋଇଛି  । ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମ କୁ ନେଇ ପ୍ରଶଂସକଙ୍କ ମନରେ ବେଶ୍ କ୍ରେଜ୍ ଦେଖା ଦେଇଥିଲା  । କିନ୍ତୁ…

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଏ କିପରି ରାବଣ ?

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୫ ତାରିଖରେ ସମଗ୍ର ଦେଶରେ ଦଶହରା ଧୁମଧାମର ସହ ପାଳନ କରାଯିବ। ଆସନ୍ତାକାଲି ରାବଣ ପୋଡି ମଧ୍ୟ ହେବ। ବୁଧବାର ସମସ୍ତ ଛୋଟ ବଡ଼ କଳାକାରମାନେ ରାବଣ ଭୂମିକାରେ ଅଭିନୟ କରୁଥିବା ଆପଣ ଦେଖିପାରିବେ। କିନ୍ତୁ ଅକ୍ଟୋବର ୫ ତାରିଖରେ ଦିଲ୍ଲୀ ଲାଲ୍ କିଲାରେ…

ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏବେ ଲଘୁଚାପଟି ଦକ୍ଷିଣପଶ୍ଚିମ ଦିଗରେ ଗତି କରୁଛି । ପ୍ରଭାବରେ ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଆଜି ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ମାଲକାନଗିରି,…

ଆଦିପୁରୁଷର ଭିଜୁଆଲ ଇଫେକ୍ଟ ଉପରେ କାମ କରିନି ଅଜୟଙ୍କ ଭିଏଫଏକ୍ସ କମ୍ପାନୀ

ମୁମ୍ବାଇ: ପ୍ରଭାସ ଓ ସୈଫ ଅଲୀ ଖାଁଙ୍କ ଆଦିପୁରୁଷର ବହୁ ପ୍ରତିକ୍ଷୀତ ଟିଜର ରିଲିଜ ହୋଇଛି । ତେବେ ଏହା ଦର୍ଶକଙ୍କ ପସନ୍ଦ ଆସିନି । ରାବଣ ଏବଂ ହନୁମାନଙ୍କ ଲୁକ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାର ଭିଏଫକ୍ସ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଆଲୋଚନା ହେବା ସହ…

କେରଳ ବୁଲିବାକୁ ଚାହୁଁଛନ୍ତି କି? ଆଇଆରସିଟିସି ଆଣିଛି ସର୍ବୋତ୍ତମ ଟୁର୍ ପ୍ୟାକେଜ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ବେଳେ ବେଳେ ଅନେକ ଟୁର୍ ପ୍ୟାକେଜ୍ ଆଣିଥାଏ। ଯେଉଁଥିରେ ବିମାନ ଯାତ୍ରାଠାରୁ ଆରମ୍ଭ କରି ରହଣି ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଯୋଗାଇଥାଏ। ଏଥର ଆଇଆରସିଟିସି କେରଳ ଟୁର ପ୍ୟାକେଜ ଆଣିଛି ଯେଉଁଥିରେ ଯାତ୍ରୀମାନେ ୬…

ପୁନର୍ବାର ଏକତ୍ର ହେଲେ ଧନୁଷ-ଐଶ୍ଚର୍ଯ୍ୟା

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଚର୍ଚ୍ଚିତ ଯୋଡି ସୁପରଷ୍ଟାର ଧନୁଷ ଓ ଐଶ୍ଚର୍ଯ୍ୟା ରଜନୀକାନ୍ତ ପୁନର୍ବାର ଏକତ୍ର ହେବା ପାଇଁ ନିଷ୍ପତି ନେଇଛନ୍ତି । ମତଭେଦ ଯୋଗୁ ଜାନୁୟାରୀରେ ଉଭୟ ଛାଡପତ୍ର ଦେବା ପାଇଁ ସ୍ଥିର କରିଥିଲେ । ପରିବାର ପାଇଁ ସେମାନେ ତାଙ୍କ ନିଷ୍ପତିରେ…

ଜମ୍ମୁ ଜେଲ୍ ଡିଜିଙ୍କୁ ହତ୍ୟା ଘଟଣା, ରୋଷେୟା ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କ ହତ୍ୟା ଘଟଣାରେ ପୋଲିସ ରୋଷେୟାକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ ୟାସିରକୁ କନାଚକ ଅଞ୍ଚଳର ଏକ ଚାଷଜମିରୁ ଗିରଫ କରିଛି । ଅଭିଯୁକ୍ତ ଚାଷଜମିରେ ଯାଇ ଲୁଚିଥିବା ବେଳେ ପୋଲିସ ଗିରଫ କରିଛି । ହେମନ୍ତ ଲୋହିଆଙ୍କୁ ହତ୍ୟା ପରେ…

ବ୍ୟାଙ୍କିଙ୍ଗ ଆପ୍’କୁ ଟାର୍ଗେଟ କରୁଛି ବିପଦଜନକ ଭାଇରସ୍, ରୁହନ୍ତୁ ସତର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଲୋକଙ୍କୁ ଠକିବା ପାଇଁ ହ୍ୟାକରମାନେ ଅନେକ ପ୍ରକାରର ଭାଇରସ ବ୍ୟବହାର କରନ୍ତି। ଏହି ଭାଇରସ୍ ଆପଣଙ୍କ ଫୋନରେ ଡାଉନଲୋଡ୍ ହେବା ପାଇଁ ଫିସିଙ୍ଗ୍ ମେସେଜ୍ ବ୍ୟବହାର କରାଯାଏ। ଏଭଳି ଏକ ଭାଇରସ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସଚେତନ କରାଯାଉଛି। SBI, PNB ଏବଂ କାନାଡା…