Latest Odisha News

BREAKING NEWS

Browsing Category

ଫିଚର

ମମତାଙ୍କ ଦୁଆରେ ରାଶନ ଯୋଜନା ଅବୈଧ

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ଦୁଆରେ ରାଶନ ଯୋଜନାକୁ କଲିକତା ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଶକ୍ତ ଧକ୍କା ଲାଗିଛି । ପଶ୍ଚିମବଙ୍ଗ ସରକାରଙ୍କ ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବିରୁଦ୍ଧ ଅଟେ ବୋଲି କୋର୍ଟଙ୍କ ପକ୍ଷରୁ…

ବିଜେପି ନେତ୍ରୀ କହିଲେ ମୋ କ୍ୟାରିଅରକୁ ମୋଦୀ ବି ନଷ୍ଟ କରିପାରିବେନି

ମୁମ୍ବାଇ: ବିବାଦରେ ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ। ବିଜେପିର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଅଭିଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏପରି କିଛି ଉଲ୍ଲେଖ କରିଛନ୍ତି ଯାହା ସମସ୍ତଙ୍କୁ ହତବାକ କରିଛି। ୨୦୧୯ ମହାରାଷ୍ଚ୍ରରେ ନିର୍ବାଚନ ହାରିବା ପରେ କୋଣଠେସା…

ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିଶନ ନିକଟରେ କେଶ ଦାଏର

ଭୁବନେଶ୍ୱର :  ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏକ କେଶ ଦାଏର କରାଯାଇଛି  । ଏହି କେଶ ଦାଏର କରିଛନ୍ତି  ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ  ।  ମାନବ ଅଧିକାର କମିଶନଙ୍କ  …

ଆଇଏମଇଆଇ ନମ୍ବରରୁ ଜାଣିହେବ ଚୋରି ମୋବାଇଲର ଠିକଣା, ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ: ଭାରତରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସ୍ମାର୍ଟଫୋନର ଅପବ୍ୟବହାରକୁ ରୋକିବା ପାଇଁ ସରକାର ଏକ ଭଲ ପଦକ୍ଷେପ ନେଇଛନ୍ତି। ଏଥିପାଇଁ, ଜାନୁୟାରୀ ୧, ୨୦୨୩ରୁ ସମସ୍ତ ମୋବାଇଲ୍ ଫୋନ୍ ନିର୍ମାତାଙ୍କୁ ଭାରତରେ ନିର୍ମିତ ପ୍ରତ୍ୟେକ ହ୍ୟାଣ୍ଡସେଟ ବା ସ୍ମାର୍ଟଫୋନ ଲଞ୍ଚିଂ ଅଥବା…

ଡ୍ରୋନ୍ ଅର୍ଡର କଲେ, ଆସିଲା ଆଳୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାର୍ବଣ ଋତୁରେ ଚାଲିଛି ଜୋର ସୋର ଅନଲାଇନ ସପିଂ। ସପିଂ ୱେବସାଇଟଗୁଡିକ ଭଳିକି ଭଳି ଅଫର୍ ରଖି ବିଭିନ୍ନ ପ୍ରଡକ୍ଟକୁ ଆକର୍ଷଣୀୟ ବନାଉଛନ୍ତି। ଗ୍ରାହକ ଏପରି ଆକର୍ଷଣୀୟ ଅଫର ଦେଖି ବହୁତ ଗୁଡାଏ ଜିନିଷ ଅର୍ଡର କରୁଛନ୍ତି। ବିହାରର ଜଣେ ବ୍ୟକ୍ତି ଏପରି ଭଲ ଅଫର୍ ଦେଖି ଏକ…

ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ବ୍ଲକ୍ କର୍ମଚାରୀ। ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମରା ଓ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗରେ ଚାଲିଛି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ। ଦୋଷୀଙ୍କ…

ନଡ୍ଡାଙ୍କ ଓଡ଼଼ିଶା ଗସ୍ତ ପୂର୍ବରୁ ୨୦୨୪ରେ ଦ୍ବିପାକ୍ଷିକ ଲଢ଼େଇ ହେବ କହିଲେ ସମୀର ମହାନ୍ତି

ଭୁବନେଶ୍ୱର: ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ଯ ବିଜେପି ଶିବିର ଚଳଚଞ୍ଜଳ। ଭୁବନେଶ୍ବରରେ ଏକ ବିଶାଳ ସମାବେଶ କରି ଦଳୀୟ କର୍ମୀ ଓ ନେତାଙ୍କୁ ଆସନ୍ତା ନିର୍ବାଚନ ପାଇଁ ନଡ୍ଡା ଉତ୍ସାହିତ କରିବାର ଯୋଜନା ରହିଛି। ଏହାପୂର୍ବରୁ ରାଜ୍ୟ ବିଜେପି ସଭାପତି ସମୀର…

ନବୀନଙ୍କୁ ପ୍ରଦୀପଙ୍କ ପ୍ରଶ୍ନ: ୨୦୨୪ ଜଣେ ମହିଳାଙ୍କୁ ଦେବେ କି ରାଜ୍ୟର ଶାସନ ଭାର 

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେବାରେ ଲାଗିଛନ୍ତି।ଗୋଟିଏ ପରେ ଗୋଟିଏ ରାଜନୈତିକ ସଭା ଏବଂ ପଦଯାତ୍ରାରେ ଯାଉଛନ୍ତି। ଏହି କ୍ରମରେ ମଙ୍ଗଳବାର ଅପରାହ୍ନରେ ବିଧାୟକ ପାଣିଗ୍ରାହୀ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ…

ଓଳାଶୁଣି ଛକ ସ୍ଥିତ ବ୍ରିଜର ହେବ ସମ୍ପ୍ରସାରଣ

ଭୁବନେଶ୍ବର :  ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ…

ଦିଲ୍ଲୀ ଯିବା ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିବେ ଗେହଲଟ୍, ପଦରୁ ଇସ୍ତଫା ଦେବେ ?

ନୂଆଦିଲ୍ଲୀ: ଦିଲ୍ଲୀ ଯିବା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜଭବନକୁ ଯିବାର ସୂଚନା ରହିଛି। କୁହାଯାଉଛି ଯେ ସେ କିଛି ସମୟ ପରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିବାକୁ ଯାଉଛନ୍ତି। ଗେହଲଟ ରାଜ ଭବନକୁ ଯାଉଥିବା ସୂଚନା ମିଳିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ…