Latest Odisha News

BREAKING NEWS

Browsing Category

ଫିଚର

ସେ ନାହାଁନ୍ତି ସତ, ଏବେ ବି ତାଙ୍କୁ ଶୁଣୁଛନ୍ତି ଦେଶବାସୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁର ସମ୍ରାଜ୍ଞୀ ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର ଯାହାଙ୍କର ପ୍ରତିଟି ଗୀତରେ ଥାଏ ସ୍ୱରର ମଧୁରତା ଓ ଭାବର ନିବିଡତା। ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା' ସରସ୍ୱତୀ । ବିଗତ ଅନେକ ଦଶନ୍ଧି ଧରି ସଂଗୀତର ଭଣ୍ଡାରରେ ପ୍ରତିଦିନ ନୂଆ କଣ୍ଠ ଦାନ କରୁଥିବା ଲତା ଜୀଙ୍କ…

ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ପାଇଁ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଦେଶବିରୋଧୀ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବାରୁ କେନ୍ଦ୍ର ସରକାର ଏହି ସଂସ୍ଥା ଉପରେ ବ୍ୟାନ ଲଗାଇଛନ୍ତି । ସେବା ମନୋଭାବ ନେଇ କାର୍ଯ୍ୟ କରୁଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଭିତରେ ଦେଶ ବିଭାଜନ…

ଜଗତପୁରରେ ହାତୀପଲଙ୍କ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ

କଟକ: କଟକ ଜଗତପୁରରେ ହାତୀ ମାତିଛନ୍ତି । ହାତୀପଲଙ୍କ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।  ନିମପୁରରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳି ମାରିଦେଇଛନ୍ତି ହାତୀପଲ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖାଦେଇଛି । ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ ପର୍ଯ୍ୟନ୍ତ ଲୋକେ ସତର୍କ ରହିବା ପାଇଁ…

ସହିଦ ଭଗତ ସିଂହଙ୍କ ଜୟନ୍ତୀରେ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ସହିଦ ଭଗତ ସିଂହଙ୍କ ଜୟନ୍ତୀ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ଭଗତ ସିଂ ଙ୍କର, ବାଲୁକାରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ସହିତ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭଗତ ସିଂହଙ୍କ ଜୟନ୍ତୀ ଅବସରରେ…

ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦୀଙ୍କ ମନ୍ତବ୍ୟକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍  ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି ।…

ରାୟଗଡାରେ ଶକ୍ତି ପଦର୍ଶନ

ରାୟଗଡା :  ରାୟଗଡା ଜିଲ୍ଲା ସଦର ମହକୁମାରେ ଆଜି ଉଭୟ ବିଜେଡି ଏବଂ କଂଗ୍ରେସ ନିଜ ନିଜ ଶକ୍ତି ପଦର୍ଶନ କରିଛନ୍ତି । ଗୋଟିଏ ପଟେ ରାୟଗଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡା ଜିଲ୍ଲା ଗସ୍ତରେ ଆସିଥିଲେ ।  ରାୟଗଡ଼ା ଜିଲ୍ଲା ବିଜେଡ଼ି ତରଫରୁ ଏକ…

ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତି କଇଁଛର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତି କଇଁଛର ମୃତ୍ୟୁ ହୋଇଛି ।  ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏହି କଇଁଛଟିର ୨ଟି ମୁଣ୍ଡ ରହିଥିଲା । ଯାହାକି ଅତ୍ୟନ୍ତ ବିରଳ ପ୍ରଜାତିର । ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ । ସେପ୍ଟେମ୍ବର 11ରେ…

ଡିଆରଡିଓ ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦୁପୁର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି ।  ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ଘାଟିଠାରେ ଭୂପୃଷ୍ଠରେ ରଖାଯାଇଥିବା…

ମହିଳାମାନଙ୍କୁ ପେଟାର ଅନୁରୋଧ,ଯେଉଁ ପୁରୁଷ ମାଂସ ଖାଉଛନ୍ତି ତାଙ୍କ ସହିତ ସମ୍ପର୍କ ରଖନି

ନୂଆଦିଲ୍ଲୀ: ପଶପକ୍ଷୀଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପେଟା ଆଜି ମହିଳାମାନଙ୍କୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରିଛି । ଯାହା ଦ୍ୱାରା ମାଂସ ଖାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କମିବ ଏବଂ ସମସ୍ତ ଜୀବ ନିଜକୁ ସୁରକ୍ଷିତ ମନେ କରିବେ । ପେଟା ମହିଳାମାନଙ୍କୁ କହିଛି ଯେଉଁ ପୁରୁଷ…

ଆସନ୍ତାକାଲି ବେଙ୍ଗାଲୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : ନିବେଶକମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଆସନ୍ତାକାଲି ବେଙ୍ଗାଲୁରର ହୋଟେଲ ତାଜ ଓ୍ବେଷ୍ଟ ଏଣ୍ଡରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରରେ ଅନେକ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି ।…