Latest Odisha News

BREAKING NEWS

Browsing Category

ଫିଚର

ଇଣ୍ଡିଆନ୍‌ ଆଇଡଲ୍-୧୩: ଟପ୍-୧୫ ଲିଷ୍ଟରେ ତିନି ଓଡ଼ିଆଙ୍କ ସ୍ଥାନ କେଉଁଠି?

ମୁମ୍ବାଇ: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନରେ ମେକର୍ସ ଟପ୍-୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟ ଜାରି କରିଛନ୍ତି। ଲିଷ୍ଟରେ ନାହିଁ ତିନି ଓଡିଆଙ୍କ ନାମ। ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି, ବର୍ଣ୍ଣାଳି ହୋତା ଏବଂ ଓଲିଉଡର ପ୍ଲେ ବ୍ୟାକ୍…

ବିଶ୍ବସ୍ତ ହୋଇ ଦଳରେ ବିଦ୍ରୋହ କଲେ ଗେହଲଟ୍, ହତବାକ ଗାନ୍ଧୀ ପରିବାର

ନୂଆଦିଲ୍ଲୀ : ବିଜେପି ୨୦୧୪ରେ କ୍ଷମତାକୁ ଆସିବା ପରଠୁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପର୍ଯ୍ୟାୟକ୍ରମେ ଦୁର୍ବଳ ହୋଇ ଚାଲିଛି।୨୦୧୮ରେ ହିନ୍ଦୀ ହାର୍ଟଲ୍ୟାଣ୍ଡ (ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ) ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ଆଉ ଦଳ ସେମିତି କୌଣସି…

ହାଇକୋର୍ଟରେ ଗୋଟିଏ ଦିନରେ ୩୨ଟି ମାମଲାର ରାୟ ଶୁଣାଇଲେ ବିଚାରପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁପ୍ରିମକୋର୍ଟ ଏବେ ଅନେକ ପଡି ରହିଥିବା ମାମଲାର ଶୁଣାଣି କରିବାକୁ ଯାଇ 'ଫାଷ୍ଟ ଟ୍ରାକ' କୋର୍ଟ ଭଳି ଶୁଣାଣି କରୁଛନ୍ତି। ଦେଶର ଅନେକ ମାମଲା ପଡିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏପରି କାର୍ଯ୍ୟଧାରାକୁ ଅନେକ ପ୍ରଶଂସା କରୁଛନ୍ତି। ଏବେ ଏହି ଧାରାରେ ଯୋଡି…

ଏସସିବି ପରିସରରେ ଏକ୍ସପାଏରୀ ଔଷଧ ବିକ୍ରି ଅଭିଯୋଗ

କଟକ: ନକଲି ଔଷଧ ବିକ୍ରି ନେଇ ଚର୍ଚ୍ଚାରେ ରହିଥିବା କଟକରୁ ଆସିଛି ଆଉ ଏକ ରୋଚକ ଖବର। ରାଜ୍ୟର ବଡ ମେଡିକାଲ କୁହାଯାଉଥିବା ଏସସିବି ହସ୍ପିଟାଲ ପରିସରରେ ଏକ୍ସାପାଏରୀ ଔଷଧ ବିକ୍ରି ହେଉଥିବା ଅଭିଯୋଗ ଆସିଛି। ଆଉ ଏହି ଏକ୍ସପାଏରୀ ଔଷଧ ରୋଗୀ ଖାଇଥିବା ସୂଚନା ରହିଛି। ଅର୍ଥାତ ରୋଗ ଭଲ ହେବାକୁ…

ନଡ୍ଡାଙ୍କ ଉପସ୍ଥିତିରେ ରାଜଧାନୀରେ ବିଜେଡି କରିବ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବର୍ଷେରୁ ଅଧିକ ସମୟ ରହିଛି। ହେଲେ ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳମାନେ ତୃଣମୂଳ ସ୍ତରରେ ସଂଗଠନ ମଜବୁତ କରିବା ଉପରେ ଜୋର ଦେଇଛନ୍ତି। ଆଉ ଏବେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ଦୁଇ ପ୍ରମୁଖ ଦଳ ବିଜେପି ଏବଂ ବିଜେଡି ।…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ହେବ ଡିଜିଟାଇଜେସନ୍

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ହେବ । ଶ୍ରୀମନ୍ଦିର ପରିଚାଳନା କମିଟିରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ନେଇ ଓରସାକର ସାହାଯ୍ୟ…

ଗେହଲୋଟଙ୍କ ସହ କଥା ହେଲେନି ସୋନିଆ !

ଜୟପୁର: ନେତୃତ୍ବକୁ ନେଇ କଂଗ୍ରେସରେ ଦେଖାଦେଇଥିବା ହଟଚମଟ ରାଜସ୍ଥାନ ରାଜନୀତିକୁ ସରଗରମ କରିଛି। ଏବେ ଅପେକ୍ଷା କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାଡଗେ ଏବଂ ଅଜୟ ମାକେନ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ କ'ଣ ରିପୋର୍ଟ ଦେବେ। ଆଉ ସୋନିଆ ଗାନ୍ଧୀ କ'ଣ ନିଷ୍ପତ୍ତି ନେବେ। ଏହାପରେ…

ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡ଼ର ଜଣେ ଦକ୍ଷ ଏବଂ ଭେଟେରାନ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦାସାହେବ ଫାଲକେ ଆୱାର୍ଡ। ୬୦ ଓ ୭୦ ଦଶକରେ ହିନ୍ଦୀ ସିନେମାର ରାଜ୍ କରୁଥିବା ଶ୍ରେଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଚଳିତ ବର୍ଷ ସେପ୍ଟେମ୍ବରରେ ୩୦ ତାରିଖରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ।…

‘ଖୋଲିଦିଅ ରତ୍ନ ଭଣ୍ଡାର’, ପରିଚାଳନା ବୈଠକରେ ଉଠିଲା ଦାବି

ପୁରୀ: ଶ୍ରୀମନ୍ଦିର ପରିଚାଳନା ବୈଠକରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିଛି। ଗଜପତି ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ବହୁ ଚର୍ଚ୍ଚିତ ପ୍ରସଙ୍ଗ ଉଠିଛି। ପରିଚାଳନା କମିଟି ସଦସ୍ଯ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର…

କ୍ଷେତରେ ହଳ କରୁଥିବା ବେଳେ ମିଳିଲା ଅମୂଲ୍ୟ ରତ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣଙ୍କ ଭାଗ୍ୟ କେତେବେଳେ କେମିତି ପରିବର୍ତ୍ତନ ହୋଇଯିବ ତାହା ଆପଣ କେବେ କଳ୍ପନା କରିପାରିବେ ନାହିଁ। ହୁଏତ ବାଟରେ ଗଲାବେଳେ କିମ୍ବା  ଈଶ୍ୱରଙ୍କ କୃପାରୁ, ବେଳେ ବେଳେ ଏମିତି ପରିସ୍ଥିତି ଆସିବ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ। କଥାରେ ଅଛି ମାଟି ଖୋଳୁ ଖୋଳୁ…