Latest Odisha News

BREAKING NEWS

Browsing Category

ଫିଚର

କାଗଜ ବିହୀନ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପରିବେଶକୁ ସୁରକ୍ଷା ରଖିବା ପାଇଁ ସମାଜରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି  । ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ପେପର ବା କାଗଜର ବ୍ୟବହାର ସମ୍ପୁର୍ଣ୍ଣ ବନ୍ଦ କରାଯାଇ ପେପରଲେସ କରାଯାଉଛି  । ସୁପ୍ରିମକୋର୍ଟରେ ମଧ୍ୟ ପ୍ରଥମ ଥର ପାଇଁ ‘ଗ୍ରୀନ ବେଞ୍ଚ’ (ସବୁଜ ଖଣ୍ଡପୀଠ)…

[ଦେଖନ୍ତୁ ଭିଡିଓ] କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବ । ବାଲି କାଢିବା ଲାଗି ଆଜି ASI ପକ୍ଷରୁ ଭୂମି ପୂଜନ ହୋଇଛି । ଗର୍ଭଗୃହରୁ ବାଲି କଢ଼ାଯିବା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉନ୍ନତ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରି ବାଲି କଢ଼ାଯିବ । ଏନେଇ BDR…

ପୁଟିନଙ୍କ ଚେତାବନୀ: ପାଶ୍ଚାତ୍ୟ ଦେଶକୁ ମିଳିବନି ତେଲ କି ଗ୍ୟାସ

ମସ୍କୋ: ଋଷ ତେଲର ମୂଲ୍ୟ ନିର୍ଦ୍ଧାରଣ (ପ୍ରାଇସ କ୍ୟାପିଂ) ହେବ। ଅର୍ଥାତ ଗୋଟିଏ ନିର୍ଦ୍ଦିଷ୍ଟ ଦାମରେ ବିକ୍ରି ହେବ। ଏପରି ଯୋଜନା କରୁଛି ଆମେରିକା ସମେତ ଆଉ କିଛି ଦେଶ। ଏପରି ଯୋଜନାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ ଚେତବନୀ ଦେବାକୁ ଯାଇ…

ମାସ୍କ ପିନ୍ଧି ପାଣି ପିଇଲେ ଅଶୋକ ଗେହଲୋଟ, ଟ୍ରୋଲ ହେବା ପରେ ଦେଲେ ଜବାବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାସ୍କ ପିନ୍ଧି ପାଣି ପାରିବେ? ବୋଧହୁଏ ସମସ୍ତେ କହିବେ ନା? କିନ୍ତୁ ସୋଶିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମୁହଁରେ ମାସ୍କ ଲାଗିଥିବା ବେଳେ ପାଣି ପିଉଥିବାର ନଜର ଆସିଛି। ଭିଡିଓରେ…

ବନ୍ଦ ଘରୁ ଅଧକିଲୋ ସୁନା ଗହଣା, ରୂପା ଅଳଙ୍କାର ଲୁଟିନେଲେ ଲୁଟେରା

ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ସହରର ଏକ ବନ୍ଦ ଘରୁ ଅଧା କେଜିରୁ ଅଧିକ ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବ୍ରହ୍ମପୁର ଥାନାରେ ମାମଲା ରୁଜୁ ହୋଇଛି। ଏଫ୍ଆଇଆର୍ ଅନୁୟାୟୀ ସହରର ସୋମନାଥନଗର ତୃତୀୟ ଲେନରେ ରୁହନ୍ତି ସୁଲୋଚନା ପାତ୍ର । ସେ ଗତ ଅଗଷ୍ଟ 29 ତାରିଖରେ…

ଏନଇଇଟି ପରୀକ୍ଷା: ଟପ୍ପର ତାଲିକାରେ ଓଡ଼ିଆ

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ଆୟୋଜିତ ହୋଇଥିବା ଏନଇଇଟି ପରୀକ୍ଷା ଫଳ। ଏହି ପରୀକ୍ଷାର ଟପ୍ପର ତାଲିକାରେ ରହିଛନ୍ତି ଓଡିଶାର ପ୍ରିୟ ସୋମଦୂତ ନାୟକ। ପ୍ରିୟ ୭୨୦ରୁ ୭୦୫ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ୩୯…

ଲାଇଭ ସୋ ବେଳେ ନ୍ୟୁଜ୍ ଆଙ୍କରଙ୍କୁ ହାର୍ଟଆଟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୀର୍ଘ ଦିନ ଧରି ଲଗାତାର ହାର୍ଟଆଟାକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକଙ୍କ ମଧ୍ୟରେ ମାତ୍ରକାଧିକ ହାର୍ଟଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏଠାରେ ଆଶ୍ଚର୍ଯ୍ୟଜନକ ହେଉଛି ଆଜିକାଲି ଯୁବପିଢି ମଧ୍ୟ…

ଗୃହମନ୍ତ୍ରୀଙ୍କ ଆଖପାଖରେ ଅଜଣା ବ୍ୟକ୍ତି, ସନ୍ଦିଗ୍ଧ ବ୍ୟକ୍ତି ଗିରଫ

ମୁମ୍ବାଇ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ବଳୟ ଭିତରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତି ଗିରଫ । ଗିରଫ ବ୍ଯକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲେ ବୋଲି କହୁଛନ୍ତି। କିନ୍ତୁ ଏଯାବତ ଏହାର ସତ୍ୟାସତ୍ୟ ଜଣାପଡିନି। ଗଣେଶ ପୂଜା ବେଳେ…

କୌଣସି ବରଦାନଠାରୁ କମ ନୁହେଁ ‘ଖଜୁରୀ ସେବନ’

ଖାଦ୍ୟ, ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖିବାକୁ ମିଳୁଛି । ସୁସ୍ଥ ରହିବା ସୁରକ୍ଷିତ ରହିବାକୁ ସମସ୍ତେ ଇଚ୍ଛା କରନ୍ତି । ଆଉ ଏଥିଲାଗି ଲୋକେ ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରନ୍ତି ।…

ପ୍ରକାଶ ପାଇଲା NEET(UG) ଫଳାଫଳ, ରାଜସ୍ଥାନର ତନିଷ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET(UG)2022 ର ଫଳାଫଳ । ଅଲ୍ ଇଣ୍ଡିଆ ରାଙ୍କ୍‌ରେ ସ୍ଥାନ ପାଇଛନ୍ତି ରାଜସ୍ଥାନର ତନିଷ୍କା । ଜାତୀୟ ପରୀକ୍ଷା ଏଜେନ୍ସି NTA ସେପ୍ଟେମ୍ବର 7, ବୁଧବାର ରାତି ନିଜ ଅଫିସିଆଲ ସାଇଟରେ ପରୀକ୍ଷା ଫଳ ପ୍ରକାଶ କରିଛି ।…