Latest Odisha News

BREAKING NEWS

Browsing Category

ଫିଚର

ବଢୁଛି ହୀରାକୁଦର ଜଳସ୍ତର, ମହାନଦୀରେ ବଡ଼ ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ଏସଆରସି ପ୍ରଦୀପ ଜେନା କହିଥିଲେ। କିନ୍ତୁ ହୀରାକୁଦ ଡ୍ୟାମରେ ପାଣି ବଢିବା ପରେ ଏହି ଆକଳନ ଏବେ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। କାରଣ ଡ୍ୟାମରେ ପ୍ରବେଶ କରୁଥିବା ପାଣି ତଳୁନାରେ ନିଷ୍କାସିତ ହେଉଥିବା ପାଣିର ପରିଣାମ କମ୍ ରହିଛି।…

ଅନ୍ଧାର ରାତିରେ ବ୍ରିଜ ତଳକୁ ଖସିପଡ଼ିଲା ପିକଅପ୍ ଭ୍ୟାନ୍

କାମାକ୍ଷାନଗର: ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଛି ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭରଙ୍କ ସମେତ ୩ ଜଣ ଯାତ୍ରୀ । ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିବା ପିକଅପ ଭ୍ୟାନଟି । ମହୁଲପାଳ ଗାଁ…

ସୌଭାଗ୍ୟ ରଥ ଏବଂ ବିଜୟ ଦାସ ବନିଲେ ଆଇରନମ୍ୟାନ

ଭୁବନେଶ୍ୱର: ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ ସଫଳତାର ସହ ଆଇରନମ୍ୟାନ ହେଇଛନ୍ତି। ଅଗଷ୍ଟ ୧୪ ତାରିଖରେ କାଜାଖସ୍ତାନ ରାଜଧାନୀ ଅସ୍ତାନା (ନୂର୍ ସୁଲତାନ) ଠାରେ ଅନୁଷ୍ଠିତ ଆଇରନ ମ୍ୟାନ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଦ୍ଵିତୀୟ ଥର ପାଇଁ ଆଇରନ ମ୍ୟାନ ହୋଇଛନ୍ତି। ସେ ମୋଟ…

ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ଟାଙ୍ଗଲାଙ୍ଗ ଲା’ରେ କଲେ ପତାକା ଉତୋଳନ

ଭୁବନେଶ୍ୱର: ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ସୋମବାର ଟାଙ୍ଗଲାଙ୍ଗ ଲା' ଶିଖର ଆରୋହଣ କରି ପତାକା ଉତୋଳନ କରିଛନ୍ତି । ହିମାଳୟର ଟାଙ୍ଗଲାଙ୍ଗ ଲା ଉପରେ ଜାତୀୟ ତ୍ରିକୋଣ (ଏମଏସଏଲ ଉପରେ ୧୭ ୫୮୨ ଫୁଟ) ଖୋଲିଛି । ମନାଲି ଲେ ଖରଦୁଙ୍ଗ ଲା ରେ ସାଇକେଲ ଚାଳନା କରି ଅଷ୍ଟମ ଦିନରେ…

ଆସନ୍ତାକାଲି ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଆସନ୍ତାକାଲି ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ ୩୧ ଜଣ ମନ୍ତ୍ରୀ ଶପଥ ନେବେ। ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ  କଂଗ୍ରେସରୁ ୨, ଆରଜେଡି ରୁ ୧୬, ଜେଡିୟୁ ୧୧, ହମର ଜଣେ ଓ ଆଉ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ଆସନ୍ତାକାଲି ରାଜଭବନରେ ଦିନ ୧୧ ଟା  ୩୦ ମିନିଟରେ…

କ୍ରିକେଟ କମେଂଟ୍ରିକୁ ଅଲବିଦା କହିଲେ ଇଆନ ଚ୍ୟାପେଲ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚ୍ୟାପେଲ ଆଜି କ୍ରିକେଟ କମେଂଟ୍ରିକୁ ଅଲବିଦା କହିଛନ୍ତି । ୪୫ ବର୍ଷ ଧରି ସେ କମେଂଟ୍ରି କରି ଆସୁଥିଲେ । ରିଚି ବେନୋ, ବିଲ ଲରୀ ଓ ଟୋନୀ ଗ୍ରେଗଙ୍କୁ ନେଇ ସେ ଏକ ଟିମ ଗଠନ କରିଥିଲା । ଯାହାଙ୍କ କମେଂଟ୍ରି କ୍ରିକେଟପ୍ରେମୀଙ୍କୁ ବେଶ ପସନ୍ଦ…

ଦଳିତଙ୍କ ଉପରେ ଅତ୍ୟାଚାର ନେଇ ବ୍ୟଥିତ, ଇସ୍ତଫା ଦେଲେ ବିଧାୟକ ପାନାଚାନ୍ଦ

ଜୟପୁର: ରାଜସ୍ଥାନର ବରିଷ୍ଠ କଂଗ୍ରେସ ବିଧାୟକ ପାନାଚନ୍ଦ ମେଘୱାଲ ଦଳିତ ଯୁବକଙ୍କ ମୃତ୍ୟୁରେ ବ୍ୟଥୀତ ହୋଇ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ନିକଟକୁ ପଠାଇଛନ୍ତି । ଦେଶ ସ୍ୱାଧୀନ ହେବା ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ଦଳିତଙ୍କ ପ୍ରତି ଅତ୍ୟାଚାର କମୁ ନାହିଁ ।…

ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍‌ ବନ୍ଦ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ମହାନଦୀର ତଳମୁଣ୍ଡରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି। ଲଗାଣ ବର୍ଷା ପରେ କିଛି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ଦିନରେ ଜଳ ସ୍ତର ବୃଦ୍ଧି ପାଉଛି। ଫଳରେ ଏହିସବୁ ଗାଁକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୧୦ ଫୁଟ ଉଚର ବନ୍ୟାଜଳ ପ୍ରବାହିତ…

ଓମିକ୍ରନ ପାଇଁ ମଡର୍ଣ୍ଣା ଉପଯୁକ୍ତ; ବ୍ରିଟେନରୁ ଆସିଲା ଅନୁମତି

ଭୁବନେଶ୍ୱର: ଏବେ ସଂକ୍ରମଣ ହେଉଥିବା ଓମିକ୍ରନ ପାଇଁ ମଡର୍ଣ୍ଣା ଟୀକା ଉପଯୁକ୍ତ । ସୋମବାର ବ୍ରିଟେନ ଏହାକୁ ଅନୁମତି ଦେଇଛି । ଏହି ଟୀକା ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ ଏବଂ ପୂର୍ବ ମୂଳ କୋଭିଡ-୧୯ ଭାଇରସକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି ବ୍ରିଟେନର ଏମଏଚଆରଏ(ମେଡିସିନ…

ସୁ କ୍ୟୁଇଙ୍କ ଦଣ୍ଡାଦେଶ ବଢ଼ାଇଲା ମ୍ୟାନମାର କୋର୍ଟ

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ତଥା ମ୍ୟାନମାରର ବହିଷ୍କୃତ ନେତା ଆଙ୍ଗ ସୁ କ୍ୟୁଇଙ୍କୁ ସ୍ଥାନୀୟ କୋର୍ଟ ଅତିରିକ୍ତ ୬ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ପୂର୍ବରୁ ତାଙ୍କୁ ୪ ବର୍ଷ ଜେଲ ହୋଇଥିଲା । କୋର୍ଟର ଏହି ଦଣ୍ଡାଦେଶ ସୁ କ୍ୟୁଇଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ…