Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ର କ୍ୟାବିନେଟ ବୈଠକ: ବିଏସଏନଏଲ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଜ ଟେଲିକମ ସଂସ୍ଥା ବିଏସଏନଏଲ ବୁଡ଼ିଯିବା ଅବସ୍ଥାରେ । ଏହାକୁ ପୁନରୁଦ୍ଧାର କରିବାକୁ ସରକାର ଦୀର୍ଘ ଚିନ୍ତନ ବିତାଇଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଡ଼ିଯାଉଥିବା ଏହି ନୌକାକୁ ଉଦ୍ଧାର କରିବାକୁ କିଛି ବାଟ ଆପଣାଯାଇଛି । ଟେଲିକମ…

ୟଶରାଜର କ୍ରମାଗତ ୫ମ ଫ୍ଲପ, ସମ୍ମାନ ବଂଚାଇବ କି ଟାଇଗର ୩, ପଠାନ !

ମୁମ୍ବାଇ: ରଣବୀର କାପୁରଙ୍କ ଶମଶେରା ବକ୍ସ ଅଫିସରେ ଧରାଶୟୀ ହୋଇଛି । ଏଥିସହ ୟଶରାଜ ବ୍ୟାନରର କ୍ରମାଗତ ୫ମ ଫିଲ୍ମ ଫ୍ଲପ ହୋଇଛି । ପ୍ରେମ କାହାଣୀରେ ସିଦ୍ଧହସ୍ତ ୟଶରାଜ ବ୍ୟାନରର ପିରିୟଡ ଡ୍ରାମାରେ ଅଭିଜ୍ଞତା କମ । ଏହା ବ୍ୟତୀତ କ୍ରମାଗତ ଭାବେ ଏ ଭଳି ଫିଲ୍ମ ନିର୍ମାଣ ହେଉଥିବାରୁ ଦର୍ଶକଙ୍କ…

ମିଥୁନଙ୍କ ବୟାନ ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ, ପୁଣି ଖେଲା ହୋବେ କି ?

କୋଲକାତା: ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତିଙ୍କ ବୟାନ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଦେଇଛି । ସେ କହିଛନ୍ତି ଏବ ତୃଣମୂଳ କଂଗ୍ରେସର ୩୮ ବିଧାୟକ ଆମ ସମ୍ପର୍କରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ସିଧାସଳଖ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି । କୋଲକାତାରେ ଏଥର ବିଜେପି…

୪ ବର୍ଷରେ ଏସିଆରେ ଆୟୋଜିତ ହେବ ୩ଟି ବଡ ଆଇସିସି ମହିଳା ଟୁର୍ଣ୍ଣାମେଂଟ, ଭାରତରେ ହେବ ୨୦୨୫ ବିଶ୍ୱକପ

ବର୍ମିଂହାମ:ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୪ରୁ ୨୭ ପର୍ଯ୍ୟନ୍ତ ସମସ୍ତ ବଡ ମହିଳା ଟୁର୍ଣ୍ଣାମେଂଟର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ ଦିନିକିଆ ବିଶ୍ୱକପ ଆୟୋଜନ ଅଧିକାର ଭାରତକୁ ମିଳିଛି । ୫ମ ଥର ପାଇଁ ଭାରତ ଆଇସିସି ମହିଳା ଟୁର୍ଣ୍ଣାମେଂଟ ଆୟୋଜନ କରିବ । ୨୦୨୪ ମହିଳା…

ସ୍ପାଇସଜେଟ ବିମାନ ଚଳାଚଳ ଉପରେ କଟକଣା; ୫୦ ପ୍ରତିଶତ ବିମାନ ଉଡ଼ିବ

ନୂଆଦିଲ୍ଲୀ: ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ଜନିତ ଅବହେଳା ପାଇଁ ସ୍ପାଇସଜେଟ ବିମାନ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସଜେଟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି । ୫୦ ପ୍ରତିଶତ କ୍ଷମତାରେ ଉଡାଣ କରିବାକୁ…

ଟ୍ରେନରୁ ଖସି ପଡୁଥିବା ମହିଳାଙ୍କୁ ଉଦ୍ଧାର କଲେ ଯବାନ

ଝାରସୁଗୁଡ଼ା: ରେଳ ଷ୍ଟେସନରେ ଟ୍ରେନରୁ ଖସି ପଡୁଥିବା ଜଣେ ମହିଲାଙ୍କୁ ଝାରସୁଗୁଡ଼ା ଆରପିଏଫ ଯବାନ ରାଜେଶ କୁମାର ଯାଦବ ତତ୍ କ୍ଷଣାତ ମହିଳାଙ୍କୁ ଉଦ୍ଧାର କରିଥିବା ସିସି ଟିଭିରୁ ଜଣା ପଡ଼ିଛି। ବୁଧବାର ରାତି ୧ଟାରେ ପ୍ଲାଟଫର୍ମ-୨ରୁ ହାଓଡ଼ା ଯିବା ପାଇଁ ସମରସତ୍ତା ଏକ୍ସପ୍ରେସ ବାହାରୁଥିବା…

‘କରୋନା’ ଭଳି ବ୍ୟାପୁଛି ହଇଜା: ଗୋଟିଏ ଦିନରେ ଦୁଇ ଜଣଙ୍କ ମୃତ୍ୟୁ

କାଶୀପୁର: 'କରୋନା' ସଂକ୍ରମଣ ଭଳି ରାୟଗଡା କାଶୀପୁରରେ ଝାଡାବାନ୍ତି ମାଡି ଚାଲିଛି। ସ୍ଥିତି ବେଲଗାମ ହୋଇଛି। ଏହି କ୍ରମରେ ଆଜି ଦୁଇ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ହଇଜା ଜନିତ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି। ମୃତକ ଜଣକ ହେଲେ ଟିକିରି ଗ୍ରାମ ଜାମୁଗୁଡା ସାହିର ସୁନି ମାଝୀ (୫୬) ଏବଂ…

ଇଡିର ସମସ୍ତ କ୍ଷମତାକୁ ସୁପ୍ରିମକୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟକଳାପକୁ ବିରୋଧ କରି ସରକାରଙ୍କ ଟାର୍ଗେଟ କରୁଥିବା ଅଭିଯୋଗକାରଙ୍କୁ ଆଜି ଶକ୍ତ ଧକା ଲାଗିଛି । ସୁପ୍ରିମକୋର୍ଟ ସମସ୍ତ ଆବେଦନକୁ ଖାରଜ କରିବା ସହ ଇଡି କ୍ଷମତାକୁ ବଳବତର ରଖିଛନ୍ତି । ମନି ଲଣ୍ଡରିଂ ଆକ୍‌ଟର ବ୍ୟବସ୍ଥାର ସାମ୍ବିଧାନିକତାକୁ…

ଲର୍ଡସରେ ଖେଳାଯିବ ୨୦୨୩, ୨୫ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ

ଲର୍ଡସ: କ୍ରିକେଟର ମକ୍କା ଭାବେ ପରିଚିତ ଲର୍ଡସ ଗ୍ରାଉଣ୍ଡରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । ୨୦୨୩ ଓ ୨୫ ଫାଇନାଲ ଲର୍ଡସରେ ଖେଳାଯିବ ବୋଲି ଆଜି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସ୍ପଷ୍ଟ କରିଛି । ଡବ୍ଲ୍ୟୁଟିସିର ପ୍ରଥମ ସଂସ୍କରଣର ଫାଇନାଲ ମଧ୍ୟ ଏଠାରେ…

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ପାର୍ଥଙ୍କ ପରେ ଆଉ କିଏ?

ସମ୍ବାଦ ଓଡ଼ିଶା ବ୍ୟୁରୋ:  ଆମ ଦେଶରେ ସରକାରୀ ଚାକିରିରେ ନିଯୁକ୍ତି ବେଳେ ଟଙ୍କା ଦିଆ ହୁଏ, ଏହା ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି, ଅନେକ ଆଶାୟୀ ମଧ୍ୟ ଅଭିଯୋଗ କରନ୍ତି । ଏକଥା ବି ଶୁଣାଯାଏ ବିନା ଲାଂଚରେ ସରକାରୀ ଚାକିରି ହୁଏ ନାହିଁ । ଆଗରୁ ଅନେକ ଚାକିରିରେ ଲାଂଚ, ମାଛ, ମାଂସ ଦିଆ ନିଆ…