Latest Odisha News

BREAKING NEWS

Browsing Category

ଫିଚର

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ 2024 ସୁଦ୍ଧା ଓହରିବ ରୁଷ

ରୁଷ ୟୁକ୍ରେନ ଯୁଦ୍ଧ  ମହାକାଶ କୁ ମଧ୍ୟ ଭାଗ ଭାଗ କରିବାକୁ ବସିଛି । ଯୁଦ୍ଧକୁ ନେଇ ଋଷ ଆମେରିକା ମଧ୍ୟରେ ଛକାପଂଞ୍ଝା ଭିତରେ ଋଷର ମହାକାଶ ସଂସ୍ଥା ରସକସମସ୍ ପକ୍ଷରୁ  ବଡ଼ ଘୋଷଣା କରାଯାଇଛି ।  ଆସନ୍ତା ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବାକୁ ନିଷ୍ପତ୍ତି ନେଇଛି ଋଷ । ନିଜର ଏକ…

ଭୁବନେଶ୍ୱର ନାଇଜରରେ ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା…

ହଇଜା ନେଲା ଆଉ ଗୋଟିଏ ଜୀବନ: ମୃତ୍ୟୁ ସଂଖ୍ୟା ହେଲା ୧୦

ରାୟଗଡ଼ା: ହଇଜା  ପୁଣି ନେଲା ଆଉ ଗୋଟିଏ ଜୀବନ। ହଇଜାଜନିତ  ମୃତ୍ୟୁ ସଂଖ୍ୟା ପହଁଚିଲା ୧୦ରେ  । ମୃତକ ହେଲେ ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ରାୟଗଡ଼ା ଜିଲ୍ଲା କାଶୀପୁରରେ…

ରାଜ୍ୟଗୋଷ୍ଠୀ କ୍ରୀଡା: ଆସନ୍ତୁ ଜାଣିବା ଭାରତ ପାଇଁ କେଉଁ ୫ ଖେଳାଳି ସ୍ୱର୍ଣ୍ଣ ଜିତିବା ନିଶ୍ଚିତ

ଭୁବନେଶ୍ୱର: ଆଉ ୨ ଦିନ ପରେ ବର୍ମିଂହାମରେ ୨୮ ଜୁଲାଇରୁ ଆରମ୍ଭ ହୋଇଯିବ ରାଜ୍ୟଗୋଷ୍ଠୀ କ୍ରୀଡାର ୨୨ତମ ସଂସ୍କରଣ । ଏଥିରେ ୭୨ ଦେଶର ୫୦୦୦ରୁ ଅଧିକ ଆଥଲେଟ ୨୦ଟି ଭିନ୍ନ ଭିନ୍ନ ଖେଳରେ ଦକ୍ଷତା ପ୍ରଦର୍ଶନ କରିବେ । ଭାରତ ୧୮ଥର ପାଇଁ ଏହି ମୁକାବିଲାକୁ ଓହ୍ଲାଇବ । ୧୯୩୦, ୧୯୫୦, ୧୯୬୨ ଓ ୧୯୮୬ରେ…

ଅମରନାଥ ଗୁମ୍ଫା ନିକଟରେ ପୁଣି ଲଗାଣ ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଅମରନାଥ ଗୁମ୍ଫା ନିକଟରେ ପ୍ରବଳ ବର୍ଷା ହେତୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁମ୍ଫା ଚାରିପାଖରେ ଥିବା ପାହାଡ଼ରେ ବର୍ଷା ହେତୁ ସ୍ଥାନୀୟ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁରନ୍ତ ସତର୍କ ସୂଚନା ଜାରି କରାଯାଇ ଲୋକଙ୍କୁ ଉଦ୍ଧାର କରାଯାଇଛି।…

ହାଇକୋର୍ଟରେ ହାତୀ ଶିକାର ମାମଲାରେ ଅସ୍ପଷ୍ଟ ସତ୍ୟପାଠ: ପୁଣି ଦାଖଲ ପାଇଁ ପିସିସିଏଫଙ୍କୁ ନିର୍ଦ୍ଦେଶ

କଟକ: ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ଶିକାର ମାମଲାକୁ ପିସିସିଏଫ ଅଫିସରୁ ହାଇକୋର୍ଟରେ ଅସ୍ପଷ୍ଟ ତଥ୍ୟ ଦାଖଲ ହୋଇଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ)ଙ୍କ ଅଫିସର ଜଣେ ପ୍ରମୁଖ ସଂରକ୍ଷକ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ୫ ଜୁଲାଇ ୨୦୨୨ରେ ହାଇକୋର୍ଟରେ ଏଡି…

୨୦୨୫ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜନ କରିବ ଭାରତ !

ମୁମ୍ବାଇ: ୨୦୨୫ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଂଟା ଭିଡିଛି । ଆୟୋଜନ ଅଧିକାର ପାଇଁ ଭାରତ ବିଡ ଦାଖଲ କରିବ । ବିସିସିଆଇ ଯଦି ଏଥିରେ ସଫଳ ହୁଏ ତାହାହେଲେ ପ୍ରାୟ ଏକ ଦଶନ୍ଧି ପରେ ଭାରତରେ ବିଶ୍ୱକପ ଆୟୋଜିତ ହେବ । ୨୦୧୩ରେ ଭାରତ…

ଦେଶର ୪୫ଟି ସ୍ଥାନରେ ବିକଶିତ ହେଉଛି ଜଳମାର୍ଗ ପରିବହନ ସେବା

ନୂଆଦିଲ୍ଲୀ:  କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି  ଯେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି । ଏହି ଜଳ…

ରିକି ପଂଟିଙ୍କ ଭବିଷ୍ୟବାଣୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି୨୦ ବିଶ୍ୱକପ ଫାଇନାଲ

ସିଡନୀ: ଅଷ୍ଟ୍ରେଲିଆର ମହାନ ଖେଳାଳି ରିକି ପଂଟି ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏଥିରେ କଙ୍ଗାରୁ ଦଳ ବାଜି ମାରିବ । ପଂଟି କହିଛନ୍ତି ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମ ଟାଇଟଲ…

ପଦ୍ମପୁର ଇଲେକ୍ଟ୍ରିକାଲ ଜେଇ ଭିଜିଲାନ୍ସ ଦ୍ୱାରା ଗିରଫ

ରାୟଗଡ଼ା: ପଦ୍ମପୁର ଇଲେକ୍ଟ୍ରିକାଲ ସେକ୍ସନର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଅଭିଯୋଗକାରୀଙ୍କ ଉଠା ଜଳସେଚନ ପଏଣ୍ଟକୁ ପୁନଃ ସଂଯୋଗ…