Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ୨୮ ଜିଲ୍ଲାରୁ ୧୦୪୩ ସଂକ୍ରମିତ ଚିହ୍ନଟ

ଭୁନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ଶହେ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୪ଟି ମାମଲା ସ୍ଥାନୀୟ…

ଏଜୁକେସନ୍ ପରେ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍, ବାତିଲ୍ ହେଲା ପରୀକ୍ଷା

ସମ୍ବଲପୁର: ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଗତକାଲି ଏଜୁକେସନ୍, ଆଜି ଫିଜିକ୍ସ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ପୁଣି ପ୍ରଶ୍ନପତ୍ର ଲିକ୍ ହୋଇଛି । ଯୁକ୍ତ ୩ ଶେଷ ବର୍ଷର ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ବେଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ବୋଲି ସ୍ୱୀକାର କରିଛନ୍ତି…

ଆଜିଠୁ ୧୮ରୁ ୫୯ ବର୍ଗଙ୍କୁ ମାଗଣା ବୁଷ୍ଟର ଡୋଜ୍

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ଟିକାକରଣକୁ ବ୍ୟାପକ କରିବା ପାଇଁ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ।…

ବିରୋଧୀ ଶିବିରରୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ, କେମିତି ସହଜ ହେଉଛି ବିଜୟର ରାସ୍ତା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ବେଳେ ଯେଉଁଭଳି କଡା ମୁକାବିଲା ହେବ ବୋଲି ଆଶା କରାଯାଉଥିଲା, ତାହା କ୍ରମଶଃ ଏକପାଖିଆ ଆଡକୁ ମୁହାଁଇଛି। ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ…

ଦ୍ବିତୀୟ ଦିନିକିଆରେ ଜିତିଲା ଇଂଲଣ୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ଵିତୀୟ ଦିନିକିଆରେ ଭାରତ 100 ରନରେ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପର ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଭାରତ । ୨୪୭ ରନର ପିଛା କରି ଭାରତ 146    ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୦ ରନ କରି ଆଉଟ ହୋଇଥିବା…

ଜାଣନ୍ତୁ; ଭୁବନେଶ୍ୱରରେ କେଉଁ ହସପିଟାଲରେ ମିଳିବ ବୁଷ୍ଟର ଡୋଜ୍

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାର ଠାରୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ପ୍ରିକସନାରୀ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଭୁବନେଶ୍ବରରେ କ୍ୟାପିଟାଲ ହସପିଟାଲ, ବିଏମସି ହସପିଟାଲ, ୟୁନିଟ 4 ୟୁପିଏଚସି , ପଟିଆ ୟୁସିଏଚସି, ଡୁମଡୁମା ୟୁଚିଏଚସି, ୟୁନିଟ୍ 8 ୟୁପିଏଚସି, ଆଇଆରସି…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୭୫ ଦିନିଆ-‘କୋଭିଡ ଟିକାକରଣ

ନୂଆଦିଲ୍ଲୀ:  ଆସନ୍ତାକାଲି ଅର୍ଥାତ୍‌ ୧୫ ଜୁଲାଇ ୨୦୨୨ ଠାରୁ ୭୫ ଦିନିଆ – ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଅନ୍ତର୍ଗତ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ଟିକା ଦିଆଯିବ । ଆଜାଦୀ…

‘ଆଇ-ଟୁ-ୟୁ-ଟୁ’’ ଶିଖର ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  4ଟି ଦେଶ ଗୋଷ୍ଠୀ 'I2U2' ଶିଖର ସମ୍ମିଳନୀରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାୟର ଲାପିଡ ଏବଂ ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କ କଥା ଶୁଣିବା ସହ ମୋଦୀ କହିଛନ୍ତି ଯେ ଶକ୍ତି…

ଅସୁରକ୍ଷିତ ବ୍ରହ୍ମପୁର ବଡ଼ ମେଡ଼ିକାଲ; ନୂତନ କୋଠା ସିଲିଂରୁ ଝରିଲା ପାଣି

ବ୍ରହ୍ମପୁର:କୋଟି କୋଟି ଟଙ୍କା ବ୍ୟୟରେ ଏମକେସିଜି ମେଡିକାଲରେ ନିର୍ମିତ ହୋଇଥିବା ଏକାଧିକ ନୂତନ କୋଠା ଏବେ ରୋଗୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଏହି କୋଠାରୁ କେତେବେଳେ ସିଲିଂ ଖସୁଛି ତ ଆଉ କେତେବେଳେ ଝରଣା ଭଳି ପାଣି ବୋହୁଛି। ଯାହା ଚିକିତ୍ସିତ ହେଉଥିବା ରୋଗୀ ପାଇଁ ବିପଦ ଡାକି…

ଶିକାର ପରେ ସମ୍ବର କାଟିଲା ବେଳେ ଧରିଲା ବନ ବିଭାଗ

ବ୍ରହ୍ମପୁର: ଶିକାର ପରେ ବିକ୍ରି ପାଇଁ ଏକ ସମ୍ବରକୁ କାଟିଲା ବେଳେ ଶିକାରୀଙ୍କୁ ଧରି ମାଂସ ଜବତ କରିଛି ବ୍ରହ୍ମପୁର ବନ ବିଭାଗ । ଶିକାରୀଙ୍କୁ ଅଟକ ରଖାଯାଇଥିବା ବେଳେ ସମ୍ବର ମାଂସକୁ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି । ବ୍ରହ୍ମପୁର ରେଞ୍ଜର ରଜତ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା…