Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ; ବ୍ରହ୍ମପୁରରେ କେଉଁଠି ମିଳିବ ବୁଷ୍ଟର ଡୋଜ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶୁକ୍ରବାର ଠାରୁ କରୋନା ଟୀକାର ବୁଷ୍ଟର୍‌ ଡୋଜ୍‌ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ପ୍ରଦାନ କରାଯିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଘୋଷଣା କରାଯାଇଛି । ସହରରେ ଥିବା ସମସ୍ତ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର(ୟୁପିଏଚ୍‌ସି)ରେ ସହରବାସୀ…

କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏବେ ୱାଇ ବଦଳରେ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ସେଂଟ୍ରାଲ ରିଜର୍ଭ ପୋଲିସ ଫୋର୍ସକୁ ଏହି ଦାୟିତ୍ୱ ପ୍ରଦାନ…

ଚର୍ଚ୍ଚାରେ ବିବେକଙ୍କ ଟ୍ୱିଟ: ଯେତେ ଦିନ ବଲିଉଡରେ କିଙ୍ଗସ, ବାଦଶାହା, ସୁଲତାନ ରହିବେ ଏହା କେବଳ ବୁଡିବ

ମୁମ୍ବାଇ: ଫିଲ୍ମମେକର୍ସ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଏକ ଟ୍ୱିଟ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ସେ ଏହି ଟ୍ୱିଟ ମାଧ୍ୟମରେ ଶାହାରୁଖ ଖାଁ, ସଲମାନ ଖାଁ ଓ ଅମୀର ଖାଁଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ସେ ଟୁଇଟ କରିଛନ୍ତି ଯେ, ଯେତେ ଦିନ ପର୍ଯ୍ୟନ୍ତ ବଲିଉଡରେ କିଙ୍ଗସ, ବାଦଶାହ ଓ…

ସୁସ୍ମିତା ସେନଙ୍କୁ ବିବାହ କରିବେ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ଲଳିତ ମୋଦି

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ଲଳିତ ମୋଦିଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏନେଇ ଲଳିତ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ମାଳଦ୍ବୀପ, ସର୍ଦିନିଆ ଗ୍ଲୋବାଲ ଟ୍ରିପ୍ ପରେ ଉଭୟ ଲଣ୍ଡନ ଫେରିଛନ୍ତି । ଏମିତି ୪ଟି ଫଟୋ…

ମାନବ ଚାଲାଣ ମାମଲାରେ ଦଲେର ମେହେନ୍ଦି ଦୋଷୀ ସାବ୍ୟସ୍ତ, କାଏମ ରହିଲା ଜେଲ ଦଣ୍ଡାଦେଶ

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ଦଲେର ମେହେନ୍ଦି ମାନବ ଚାଲାଣ ମାମଲାରେ ପଟିୟାଲା କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୮ରେ ଶୁଣା ଯାଇଥିବା ୨ ବର୍ଷ ଜେଲ ଦଣ୍ଡାଦେଶକୁ କୋର୍ଟ କାଏମ ରଖିଛନ୍ତି । ୧୯୯୮, ୯୯ରେ ଦଲେର ମେହେନ୍ଦି ୧୦ଜଣଙ୍କୁ ଅବୈଧ ଭାବେ ସାନ ଫ୍ରାନ୍ସିକୋ ଓ ନ୍ୟୁ…

କରୋନା ପରେ କେରଳରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କେରଳର ବୋଲି ଜଣାପଡ଼ିଛି । କେରଳର କୋଲ୍ଲାମରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ମାମଲା ଆସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ…

ଲଘୁଚାପ ସକ୍ରିୟ, ଆସନ୍ତା ୫ ଦିନ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର: ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଉତ୍ତର ଓଡ଼ିଶା ଓ ତତସଂଲଗ୍ନ ଅଞ୍ଚଳରେ ଲଘୁଚାପ ଭାବେ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବିଜେପି । ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ…

କିକ ବକ୍ସିଂ ମ୍ୟାଚ ବେଳେ ଅଘଟଣା: ପ୍ରତିଦ୍ୱନ୍ଦ୍ୱୀର ପଂଚରେ ଚାଲିଗଲା ଖେଳାଳିଙ୍କ ଜୀବନ

ବାଙ୍ଗାଲୋର: ବାଙ୍ଗଲୋରରେ ଏକ କିକ ବକ୍ସିଂ ମ୍ୟାଚ ଅବସରରେ ବଡ ଅଘଟଣ ଘଟିଛି । ମ୍ୟାଚ ଚାଲିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀଙ୍କ ପହଚରେ ଜଣେ ଖେଳାଳିଙ୍କ ଜୀବନ ଚାଲିଯାଇଛି । ନିଖିଳ ସୁରେଶ ଓ ନବୀନ ମଧ୍ୟରେ ମୁକାବିଲା ଚାଲିଥିଲା । ନବୀନଙ୍କ ଏକ ପଂଚରେ ନିଖିଳ ରିଙ୍ଗରେ ତଳେ ପଡିଗଲେ । ଅଚେତ ହୋଇ…

[ଦେଖନ୍ତୁ ଭିଡିଓ] ପାରାଦୀପରେ କୂଳ ଲଂଘୁଛି ସମୁଦ୍ର, ଆଶଙ୍କାରେ ନେହେରୁ ବଙ୍ଗଳା ବାସିନ୍ଦା

ପାରାଦୀପ: କୂଳ ଲଂଘୁଛି ସମୁଦ୍ର । ଜନବସତି ଆଡ଼କୁ ମାଡ଼ି ଆସୁଛି ଜୁଆର । ମହାନଦୀ ମୁହାଣ ନିକଟରେ ସ୍ଥଳଭାଗ ଆଡ଼କୁ ସମୁଦ୍ର ମାଡ଼ି ଆସୁଛି । ପାଖାପାଖି ୧୦୦ ମିଟର ମାଡ଼ି ଆସିଲାଣି ସମୁଦ୍ର ପାଣି । ସମୁଦ୍ର ପାଣି ଏବେ ନେହେରୁବଙ୍ଗଳା କ୍ୟାଣ୍ଟିନ ଡେଇଁ ମନ୍ମଥ ଉଦ୍ୟାନ ଭିତରେ ପଶିବା ଆରମ୍ଭ…

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି, ବୁମରାହ, ସାମିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ସିନିୟର ଖେଳାଳି ବିରାଟ କୋହଲି, ଯଶପ୍ରୀତ ବୁମରାହ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ରବିଚନ୍ଦ୍ରନ ଅଶ୍ୱୀନ, କୁଲଦୀପ ଯାଦବ ଓ କେଏଲ ରାହୁଲ…