Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାନିଲ ବିକ୍ରମ ସିଂଘେଙ୍କ ବଡ଼ ଘୋଷଣା

କଲମ୍ବୋ: ଗୋଟାବାୟାଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ରାନିଲଙ୍କୁ ଶପଥ ପାଠ କରାଇଛନ୍ତି । ଦେଶରେ ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ମଙ୍ଗଳବାର ରାତିରେ…

ନବରଙ୍ଗପୁରରେ ଜବରଦଖଲ ଜମିର ପଟ୍ଟା: ଲକ୍ଷାଧିକ ଠକି ବିଶ୍ୱରଞ୍ଜନ ସଗରିଆ ଗିରଫ

କୋଷାଗୁମୁଡ଼ା: ଜବରଦଖଲ ଜମିର ପଟ୍ଟା କରାଇ ଦେବା ନାଁରେ ଲକ୍ଷାଧିକ ଠକେଇ ହୋଇଛି । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକର ବିଶ୍ୱରଞ୍ଜନ ସଗରିଆ ଜମି ପଟ୍ଟା, ଡିଏଲ, ଲିଗାଲହେର ଆଦି ନକଲି କାଗଜପତ୍ର କରି ଲୋକଙ୍କୁ ଠକି ଗିରଫ ହୋଇଛି । ଅମୂଲ୍ୟ ପାଣିଗ୍ରାହୀ ନାମକ ବ୍ୟକ୍ତିଙ୍କ ଠାରୁ ୯ ହଜାର…

ସିଙ୍ଗାପୁର ଓପନ ସେମିରେ ସିନ୍ଧୁ : ବିଦା ହେଲେ ସାଇନା, ପ୍ରଣୟ

ସିଙ୍ଗାପୁର: ଭାରତର ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଚଳିତ ସିଙ୍ଗାପୁର ଓପନ ବ୍ୟାଡମିଂଟନର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ମହିଳା ସିଙ୍ଗ୍‌ସ କ୍ୱାର୍ଟରରେ ଚୀନର ହାନ ହୁୟେଙ୍କୁ ୧୭-୨୧, ୨୧-୧୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ଗେମ ହାରିବା ପରେ ସିନ୍ଧୁ ମ୍ୟାଚକୁ…

କଟକ-ପଲାସା ଏକ୍ସପ୍ରେସ ଗୁଣୁପୁର ପର୍ଯ୍ୟନ୍ତ ଯିବ

ଭୁବନେଶ୍ୱର : କଟକ-ପଲାସା-କଟକ ଏକ୍ସପ୍ରେସ(୧୮୪୪୩-୧୮୪୪୪) ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ପୂର୍ବ ଭଳି ଏହି ଟ୍ରେନ ପାଇଁ ସ୍ଥିର କରାଯାଇଥିବା ରହଣି ଷ୍ଟେସନ ଓ ସମୟ ସାରଣୀ କଟକ-ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ । କୌଣସି ପ୍ରକାର ସମୟସୂଚୀ…

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ଦିନରେ ୬ ଜଣଙ୍କ ମୃତ୍ୟୁ

ରାୟଗଡ଼ା: ଝାଡ଼ାବାନ୍ତିରେ ଝରି ପଡ଼ୁଛି ଜୀବନ । ଦୁଇ ଦିନରେ ଗଲାଣି ୬ ପ୍ରାଣ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବ୍ଲକର ବିଭିନ୍ନ ଗାଁରେ ସଂଖ୍ୟାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଟିକିରି…

ନିର୍ମାଣାଧୀନ ଗୋଦାମ ଘର କାନ୍ଥ ଭୁଶୁଡ଼ି ୬ ଶ୍ରମିକ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ ଘଟିଛି । ଅଲିପୁରରେ ନିର୍ମାଣାଧୀନ ଏକ ଗୋଦାମ ଘରର କାନ୍ଥ ଭୁଶୁଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଜଣ ଶ୍ରମିକ ଭଙ୍ଗା କାନ୍ଥ ତଳେ ଫସିଥିବା ଅନୁମାନ କରାଯାଉଛି । କୁହାଯାଉଛି କାନ୍ଥ ଭୁଶୁଡ଼ିବା ବେଳେ ସେଠାରେ…

ପୁଣି ଥରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ବଜାୟ ରଖିଲା ସୋଆ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ବର୍ଷ ଲାଗି (National Institutional Ranking Framework) ରାଙ୍କିଂ ପ୍ରକାଶ ପାଇଛି । ସମଗ୍ର ବର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ,…

ରୋନାଲ୍ଡୋଙ୍କୁ ୨୪୦୦ କୋଟି ଟଙ୍କାର ଅଫର ଦେଲା ସାଉଦି ଆରବ କ୍ଲବ !

ରିୟାଦ: ପର୍ତୁଗାଲର ଅଧିନାୟକ ତଥା ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସର ସବୁଠାରୁ ଧନୀ ଖେଳାଳି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସାଉଦି ଆରବର ଏକ କ୍ଳବ ରୋନାଲ୍ଡୋଙ୍କୁ ଚୁକ୍ତି କରିବା ପାଇଁ ୩୦୦ ମିଲିୟନ ୟୁରୋ(୨୪୦୦ କୋଟି ଟଙ୍କା)ର ଅଫର ଦେଇଛି । ତେବେ କେଉଁ କ୍ଲବ…

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହାଣିବା ପରେ କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ଢେଙ୍କାନାଳ: ଗୋଟିଏ ହାତରେ କଟାମୁଣ୍ଡ, ଆଉ ଗୋଟିଏ ହାତରେ କଟୁରୀ । ସ୍ତ୍ରୀକୁ ନିଜ ହାତରେ ମାରିବା ପରେ ରାସ୍ତାରେ ଚାଲି ଚାଲି ଯାଉଛି ସ୍ୱାମୀ । ଏ ଦୃଶ୍ୟ ଏତେ ବିଭତ୍ସ ଯେ, ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା…

୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣର ଅଭିଯୁକ୍ତଙ୍କୁ କାନାଡାରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଶିଖ ନେତା ରିପୁଦମନ ସିଂ ମାଲିକଙ୍କୁ ଆଜି କାନାଡାରେ ଗୁଳି କରି ହତ୍ୟା କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ତାଙ୍କ ଘର ନିକଟରେ ୩ଟି ଗୁଳି ଫୁଟିବା ଶବ୍ଦ ଶୁଣା ଯାଇଥିଲା । କିଛି ସମୟ ପରେ ପୋଲିସ ତାଙ୍କ ମୃତ…