Latest Odisha News

BREAKING NEWS

Browsing Category

ଫିଚର

ବାରବାଟୀରେ ମ୍ୟାଚ ବାତିଲ ନେଇ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ବାରବାଟି ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ ନାହିଁ । ତେଣୁ ୧୨ ତାରିଖରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମ୍ୟାଚ ବାତିଲ କରାଯାଉ ଦାବି କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ…

ପିସିସି ସଭାପତିଙ୍କୁ ଦିଲ୍ଲୀ ଡକରା, ଖୁବଶୀଘ୍ର ଘୋଷଣା ହେବ ନୂଆ ଟିମ୍

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା । ଦିଲ୍ଲୀରେ ଶୀର୍ଷ ନେତୃତ୍ବ ଏବଂ ପ୍ରଭାରୀଙ୍କ ସହ ଶରତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଆସନ୍ତା 10ରେ ଶରତଙ୍କୁ  ରାଜ୍ୟ କଂଗ୍ରେସ ଏକ ସମ୍ବର୍ଦ୍ଧନା ସମାବେଶ କରାଯିବ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସର ବିଭିନ୍ନ…

ଶୀତଳ ଷଷ୍ଠୀ ଯାତ୍ରା ବେଳେ ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା

 ଗଞ୍ଜାମ: ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ ଏହି ଘଟଣା ଘଟିଛି ।…

ଯୁବକମାନଙ୍କ ପାଇଁ ସେନା ଆଣୁଛି ନୂଆ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ସେନା ନୂଆ ପ୍ଲାନ କରିଛି । ଅଧିକରୁ ଅଧିକ ଯୁବକ ଦେଶସେବାରେ ଯୋଗଦେବାକୁ ସେନା  ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବଦଳିବାକୁ ଯାଉଛି । ଏବେ ସେନାରେ ଅଧିକ ଯୁବ ଗାେଷ୍ଠୀଙ୍କୁ ନିଯୁକ୍ତି ଦିଆଯିବ ପୁଣି କମ ଦିନ ପାଇଁ…

ଆସୁଛି ଇଲେକ୍ଟ୍ରିକ୍ ଟ୍ରାକ୍ଟର୍ ଏବଂ ଟ୍ରକ୍

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ପୁଣି ଏକ ଦମଦାର ଘୋଷଣା କରିଛନ୍ତି । ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ । ଯଦି ଏପରି ହୁଏ ଭାରତ ୟୁରୋପୀୟ ଦେଶମାନଙ୍କୁ ମଧ୍ୟ ପଛରେ ପକାଇଦେବ କୁହାଯାଇଛି । କୃଷକମାନଙ୍କ ଆୟ ଦୁଇଗୁଣ ବଢ଼ିଯିବ ବୋଲି…

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଟାର୍ଗେଟ କିଲିଂ ପରେ ଆତଙ୍କବାଦୀଙ୍କୁ ମୁହଁତୋଡା ଜବାବ ଦେଉଛି ସୁରକ୍ଷାବାହୀନି । ବିଭିନ୍ନ ଅଞ୍ଚଳରେ ସର୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଲଗାତାର ଘଟୁଛି ।  ଜମ୍ମୁକାଶ୍ମୀରର କୁପୱାରାର ଚକଟତରାସ କାଣ୍ଡି ଅଞ୍ଚଳରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୨…

ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ କରି ଜେଲ ଗଲା ସ୍ୱାମୀ

ଭୁବନେଶ୍ୱର : କୁହାଯାଏ ଅନ୍ୟାୟ ଓ ଅତ୍ୟାଚରକୁ ସାମ୍ନା କରିବାକୁ ଯାଇ ଯଦି ଜଣଙ୍କ ସ୍ୱାମୀ ଜେଲ୍ ଯାଏ ତାହେଲେ ସଂପୃକ୍ତ ମହିଳାର ମୁଣ୍ଡ ନଇଁବନି ବରଂ ମୁଣ୍ଡ ଟେକି ସମାଜରେ ଆଖିରେ ଆଖି ମିଶାଇ ଚାଲିବ। ଆଉ ଏଭଳି ସ୍ୱାମୀ ପାଇ ସେହି ମହିଳା ନିଜ କଷ୍ଟକୁ ବୁକୁରେ ଚାପି ଧରି ହିମତଓ୍ୱାଲା…

ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି -୪ର ସଫଳ ପରୀକ୍ଷଣ

ଭୁବନେଶ୍ବର: ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି- IV କ୍ଷେପଣାସ୍ତ୍ର…

ଆତଙ୍କବାଦୀ ବଲିଉଲ୍ଲାହକୁ ମିଳିଲା ଫାଶୀଦଣ୍ଡ

ବାରଣାସୀ: ଶେଷରେ ଆତଙ୍କବାଦୀ ବଲିଉଲ୍ଲାହକୁ  ମିଳିଲା ଫାଶୀ ଦଣ୍ଡ । ୟୁପିରେ ସିରିଜ ବିସ୍ଫୋରଣ ଘଟାଇଥିବା ଅପରାଧରେ ଆତଙ୍କବାଦୀ ବଲିଉଲ୍ଲାହକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଗାଜିଆବାଦ କୋର୍ଟ  ।  ୧୬ବର୍ଷ ଧରି ଚାଲିଥିବା ଏହି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି  । ଉତ୍ତରପ୍ରଦେଶର ବାରଣାସୀରେ…