Latest Odisha News

BREAKING NEWS

Browsing Category

ଫିଚର

ବୁଧବାର ନଷ୍ଟ ହେବ ୪୨ ହଜାର କିଲୋ ନିଶା ଦ୍ରବ୍ୟ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୨ ହଜାର କିଲୋ ନିଶା ଦ୍ରବ୍ୟ ବୁଧବାର ନଷ୍ଟ କରାଯିବ । ବିଗତ ମାସରେ ଜବତ ହୋଇଥିବା ନିଶା ଦ୍ରବ୍ୟ ନଷ୍ଟ କରାଯିବ । ଦେଶ ୧୪ଟି ସ୍ଥାନରେ ଏହି ଦ୍ରବ୍ୟ ସରକାରୀ ପ୍ରକ୍ରିୟା ଅନୁସାରେ ଜବତ ନିଶା ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯିବ ବୋଲି ଅର୍ଥ…

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ଗିରଫ ହେଲା ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍

ଭୁବନେଶ୍ୱର: ସାରା ଦେଶରେ ଚହଳ ଖେଳାଇଛି ପଂଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା । ଏ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ଖବର । ନିକଟରେ ପଂଜାବ ପୋଲିସକୁ ମିଳିଛି ଆଂଶିକ ସଫଳତା । ଜାଲରେ ପଡିଛି ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍ । ସନ୍ଦୀପ ଓରଫ…

ଆସିଲା ଏରୋ ସ୍ପୋର୍ଟସ ପଲିସି-୨୦୨୨: ଏୟାର ସ୍ପୋର୍ଟସରୁ ଆସିବ ଦଶ ହଜାର କୋଟି ରାଜସ୍ୱ

ଭୁବନେଶ୍ୱର: ଭାରତ ମଙ୍ଗଳବାର ଏରୋ ସ୍ପୋର୍ଟସ ପଲିସି-୨୦୨୨ ଉନ୍ମୋଚନ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଏହାକୁ ଉନ୍ମୋଚନ କରିବା ସହ ଏହି ନୀତି(ପଲିସି) ଏରୋ ସ୍ପୋର୍ଟସରୁ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇପାରିବ ।…

ବହୁତ ହୋଇଗଲା ପ୍ରେମ, ଏଥର ବିବାହ କରିବେ ନୟନ୍ଥରା

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଚେହେରା ନୟନ୍ଥରା । ଦିନେ ସେ ସାଜିଥିଲେ ଡିରେକ୍ଟର୍‌, ଆକ୍ଟର୍ ତଥା କୋରିଓଗ୍ରାଫର୍ ପ୍ରଭୁଦେବାଙ୍କ ପ୍ରେମିକା । ହେଲେ ସେ ଆଉ କାହାରି ପ୍ରେମିକା ହୋଇ ରହିବାକୁ ଚାହୁଁନାହାନ୍ତି । ଶେଷରେ ସେ ନେଇଛନ୍ତି ବିବାହ କରିବାକୁ ନିଷ୍ପତ୍ତି ।…

ଏବେ ତାତିରୁ ନାହିଁ ଆଶ୍ୱସ୍ତି, ୧୬ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ତାତିରୁ ମିଳିବନି ଆଶ୍ୱସ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆହୁରି ସନ୍ତୁଳି ହେବ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ତାମିଲନାଡ଼ୁ, ପୁଡୁଚେରୀ ଓ କରାକଲ ସହ ଦକ୍ଷିଣପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର…

ଫ୍ରାନ୍ସରେ ନିର୍ମିତ ହେଉଛି କୃତ୍ରିମ ସୂର୍ଯ୍ୟ, ଭାରତ ସମେତ ୩୫ ଦେଶର ବୈଜ୍ଞାନିକଙ୍କ ଗବେଷଣା ଜାରୀ

ସେଂଟ ପଲ ଲେଜ ଡ୍ୟୁରେସ: ଫ୍ରାନ୍ସର ଦକ୍ଷିଣାଂଚଳରେ ବୈଜ୍ଞାନିକମାନେ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବାରେ ଲାଗିଛନ୍ତି । ଭାରତ ସମେତ ୩୫ ଦେଶର ବୈଜ୍ଞାନିକମାନେ ଦିନ ରାତି ଏଥିନେଇ ଉଦ୍ୟମ ଜାରୀ ରଖିଛନ୍ତି । ଏହି କୃତ୍ରିମ ସୂର୍ଯ୍ୟ ନିର୍ମାଣ ହେଲା ପରେ ମାନବ ଇତିହାସରେ ଏକ ନୂତନ ଅଧ୍ୟାୟ…

ସମ୍ବଲପୁରରୁ ଗାଡ଼ି ଚୋରି କରି ଉପକୂଳ ଜିଲ୍ଲାରେ କରୁଥିଲେ ଲୁଟ୍

ଭୁବନେଶ୍ବର: ଚୋରି ଗାଡ଼ିରେ ଲୁଟ୍ । ଟାର୍ଗେଟରେ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପୋଲିସ ହାତରେ ୩ ଜଣ ଆନ୍ତଃଜିଲ୍ଲା ଲୁଟେରା ଧରା ପଡ଼ିଛନ୍ତି । ଏମାନେ ସମ୍ବଲପୁରରୁ ବାଇକ୍ ଚୋରି କରି ଉପକୂଳ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ । କେତେବେଳେ ଜାତୀୟ ରାଜପଥ ତ ଆଉ…

RBIର ଘୋଷଣା ପୂର୍ବରୁ ଏହି ବ୍ୟାଙ୍କ ସବୁ ବଢ଼ାଇଲେ ସୁଧହାର

ମୁମ୍ବାଇ: ଆହୁରି ମହଙ୍ଗା ହେବ ଋଣ । ମେ ମାସରେ ଆରବିଆଇର ଜରୁରୀ ଏମପିସି ବୈଠକ ପରେ ରେପୋ ରେଟ୍ ବଢ଼ିଥିଲା । ଏଥିସହ ସବୁ ବ୍ୟାଙ୍କ ସୁଧହାର ବଢ଼ାଇଥିଲେ । ପୁଣି ଚଳିତ ମାସରେ ରେପୋ ରେଟ୍ ବଢ଼ିବା ଆଶଙ୍କା କରାଯାଉଛି । ରେପୋ ରେଟ୍ ବଢ଼ିବା ପୂର୍ବରୁ କେତେକ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି…

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ, ବାଜିରେ ଲାଗିଛି ‘ଜି ନ୍ୟୁଜ’ ପ୍ରତିଷ୍ଠାତାଙ୍କ ଭାଗ୍ୟ

ରାଜସ୍ଥାନ: ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ୧୦ରେ ପଡିବ ଭୋଟ୍ । ଏହା ପୂର୍ବରୁ ଆରମ୍ଭ ହୋଇଛି ରିସର୍ଟ ରାଜନୀତି । ରିସର୍ଟରେ ନିଜ ନିଜ ବିଧାୟକଙ୍କୁ ରଖି ଘୋଡା ବେପାର ବା କ୍ରସ ଭୋଟିଂ ଝାମେଲାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ରାଜନୈତିକ ଦଳ। ତେବେ ରାଜସ୍ଥାନରେ ଏହି ରସର୍ଟି…

ଚିଠି ପରେ ବଢ଼ିଲା କି ଚାପ ? କାହିଁକି ଛୁଟିରେ ଗଲେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା

ପୁରୀ: ଚିଠି ଲେଖିଲେ, ଛୁଟିରେ ଗଲେ । ପୁରୀରେ ପୋଲିସ ଓ ନିଶା ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ପଦାକୁ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଛୁଟିରେ ଯିବେ । ଏନେଇ ସେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ୯ ତାରିଖରୁ ୧୫…