Latest Odisha News

BREAKING NEWS

Browsing Category

ଫିଚର

ସିଗାରେଟ କିଣାକୁ ନେଇ ବଚସା, ଦୋକାନୀର ଆକ୍ରମଣରେ ଗ୍ରାହକର ମୃତ୍ୟୁ

ଅନୁଗୋଳ: ସିଗାରେଟ କିଣାକୁ ନେଇ ବଚସା ପରେ ହତ୍ୟା । ଦୋକାନୀ ସିଗାରେଟ ଦେବାରେ ବିଳମ୍ବ କରିବାରୁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ପରେ ଏହାର ଚରମ ପରିଣତି ଦେଖିବାକୁ ମିଳିଛି। ଘଟଣାଟି ଘଟିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆସାହି ଗ୍ରାମରେ। ସୂଚନା ଅନୁସାରେ ନୂଆସାହି ଗାଁର…

ବର୍ଷାଙ୍କ ଏତଲା ପରେ ଡିସିପି କହିଲେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ତାଙ୍କୁ ଅପମାନ କରିବା ଭଳି ରହିଛି । ଏହା ତାଙ୍କର ନାରୀତ୍ୱକୁ ହନନ କରୁଛି । ଏକ ସାତ ପୃଷ୍ଠାର ଏତଲା କପିରେ ବର୍ଷା ପ୍ରିୟଦର୍ଶିନୀ ଏଭଳି କିଛି ଲେଖି ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀ ଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ…

“ଦୃଷ୍ଟିକୋଣ” ସରିଲା ସ୍ପେଶାଲ୍ ସ୍କ୍ରିନିଂ, ଏବେ ରିଲିଜ୍‌କୁ ଅପେକ୍ଷା

ଭୁବନେଶ୍ୱର: ଓଲିଉଡରେ ବିପ୍ଳବ ଆଣିବ ଜଣାଶୁଣା ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କ ଆଗାମୀ ଫିଲ୍ମ "ଦୃଷ୍ଟିକୋଣ" । ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଫିଲ୍ମ ଜଗତ ? ସମଗ୍ର ଓଡିଶାରେ ହଇଚଇ ସୃଷ୍ଟି କରିବା ସହ ଦର୍ଶକଙ୍କ ମନରେ ଉନ୍ମାଦନା ସୃଷ୍ଟି କରିଛି ବହୁଚର୍ଚ୍ଚିତ ଫିଲ୍ମ ଦୃଷ୍ଟିକୋଣ । ତେବେ…

ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସ ସଭାପତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମଙ୍ଗୁଆଳ । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସ ସଭାପତି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା…

[ଦେଖନ୍ତୁ ଭିଡିଓ] ଗାଁରେ ପିଇବା ପାଣି ସମସ୍ୟା : ସମାଧାନ ଦାବି କଲେ ଗାଁର ଲୋକେ

ଯାଜପୁର : ତାତି ବଢିବା ସାଙ୍ଗକୁ ବଢୁଛି ଜଳକଷ୍ଟ । ବିଭିନ୍ନ ସ୍ଥାନରେ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା । କେଉଁଠି ପାଣି ଟାଙ୍କି ଅଚଳ ତ ଆଉ କେଉଁଠି ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ବହୁ ଦୂର । ଘରୋଇ ଜାଗାରରେ ପାଣି ଟାଙ୍କି ନିର୍ମାଣକୁ ନେଇ ସାହିରେ ଦ୍ୱନ୍ଦ ଚାଲିଥିବା ବେଳେ ଆକ୍ରୋଶର…

ଯୋଧପୁରରେ ୱାଟର ଏର୍ମଜେନ୍ସି

ଯୋଧପୁର: ଯୋଧପୁରରେ ଲାଗୁ ହୋଇଛି ୱାଟର ଏର୍ମଜେନ୍ସି । ପ୍ରବଳ ଜଳସଙ୍କଟ ଯୋଗୁ ସ୍ଥାନୀୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଜାବରୁ ଆସୁଥିବା ପାଣିକୁ ଏବେ ବନ୍ଦ କରା ଯାଇଥିବାରୁ ଏହି ଅଭାବ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ପଞ୍ଜାବ ସ୍ଥିତି ସାଧାରଣ ହେବାକୁ ଅତି କମରେ ୧୦ ଦିନ…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୩ ସଫାରୀ କର୍ମଚାରୀ ଗିରଫ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ୩ ଜଣ ସଫାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର ସୂଚନା ଦେଇଛନ୍ତି । ପର୍ଯ୍ୟଟକଙ୍କୁ ଆକ୍ରମଣ ନେଇ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା…

ଜେଲରେ ନବଜୋତ ସିଂହ ସିଦ୍ଧୁ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜେଲରେ ଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଅସୁସ୍ଥ । ପଟିଆଲା ସେଣ୍ଟ୍ରାଲ୍ ଜେଲର ୧୦ ନମ୍ବର ବାରାକରେ ସେ ରହୁଥିଲେ । ୧୯୮୮ ରୋଡରେଜ୍ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ ଦେବା ପରେ ଦୁଇ ଦିନ ହେବ ଜେଲରେ ରହୁଥିଲେ । ଅଚାନକ ଅସୁସ୍ଥତା…

ମଙ୍କିପକ୍ସ ହେଲେ ୨୧ ଦିନ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା ପ୍ରକୋପ ଥମି ନଥିବା ବେଳେ ସାରା ବିଶ୍ୱକୁ ଛାନିଆ କଲାଣି ମଙ୍କିପକ୍ସ ଭାଇରସ୍ । ଏଯାଏ ୧୪ ଦେଶରୁ ମଙ୍କିପକ୍ସ କେସ୍ ବାହାରିଲାଣି । ପ୍ରଥମ ଦେଶ ଭାବରେ ବେଲଜିୟମରେ ଲାଗୁ ହୋଇଛି ମଙ୍କିପକ୍ସ କ୍ୱାରେଣ୍ଟିନ୍ । ସେଠାରେ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ୨୧ ଦିନ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ ଗେମ୍ ଚେଞ୍ଜର ହେବେ ଉମରାନ୍ ମଲ୍ଲିକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଯୁବ ଓ ଅଭିଜ୍ଞଙ୍କୁ ନେଇ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଆଇପିଏଲରେ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ମିଳିଛି ସୁଯୋଗ । ସମସ୍ତଙ୍କର ନଜର ଏବେ ଜମ୍ମୁ କାଶ୍ମୀର ସ୍ପିଡ ଷ୍ଟର ଉମରାନ୍ ମଲ୍ଲିକଙ୍କ ଉପରେ । ଆଇପିଏଲରେ…