Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।  ମେ’ ୩୧ ତାରିଖ ଯାଏ ଚାଲିବ ପ୍ରାର୍ଥିପତ୍ର ଦାଖଲ । ଓଡ଼ିଶାର ଖାଲିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବି ଭୋଟ୍ ନିଆଯିବ । ସଂଖ୍ୟା ଦୃଷ୍ଟିରୁ ସମସ୍ତ ୩ ଟି ଯାକ ସିଟ୍ ବିଜେଡି ହାତେଇବା ନିଷ୍ଚିତ ।…

ଦୁର୍ଘଟଣା ନେଲା ୭ ଜୀବନ, ୨୬ ଜଣ ଆହତ

ହୁବଳି(କର୍ଣ୍ଣାଟକ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଓ ଟ୍ରକ୍ ଭିତରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ଆଉ ୨୬ ଜଣ । କର୍ଣ୍ଣାଟକ ହୁବଳିରେ ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଉଦ୍ଧାର କରି ହୁବଳି ସ୍ଥିତ କିମ୍ସ…

ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଦିନରେ ଟାଇଁ ଟାଇଁ ଖରା ହେଉଛି । ସନ୍ଧ୍ୟା କିମ୍ବା ରାତିରେ କାଳବୈଶାଖୀ ଜନିତ ବର୍ଷା ହେଉଛି । ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗତକାଲି ରାତିରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ହୋଇଛି । ଆଜି ବି…

ପୁଣି କ୍ଷୋଭ ପ୍ରକାଶ କରି ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ

ପୁରୀ: ପୁଣି କ୍ଷୋଭ ପ୍ରକାଶ କରି ସମାନ କଥା ଦୋହରାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପର୍ଯ୍ୟଟନ କ୍ଷେତ୍ର କରି ତୋପ ଭୂମିକୁ ଭୋଗ ଭୂମିରେ ପରିଣତ କରି ଆଜିକାଲି ବିକାଶ ବୋଲି ଦର୍ଶାଯାଇଛି। ଏଭଳି ବିକାଶ ପକ୍ଷରେ ଜନମତ ସ୍ରୁଷ୍ଟି ହେଉଛି। ତପସ୍ୟା ମୂଲ୍ୟବୋଧ ବୁଝିବାରେ ଅକ୍ଷମତା ପ୍ରକାଶ ପାଉଛି।…

ଶୁଟିଂ କରୁଥିବା ବେଳେ ଆହତ ହେଲେ ସାମନ୍ଥା-ବିଜୟ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଶ୍ଟ୍ରିର ଦୁଇ ଲୋକପ୍ରିୟ କଳାକାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା କୁଶୀ ଫିଲ୍ମ ଶୁଟିଂ ଅବସରରେ ଆହତ ହୋଇଛନ୍ତି । କଶ୍ମୀରର ପହଲାମ ଅଂଚଳରେ ଏକ ଷ୍ଟଂଟ ଦୃଶ୍ୟ ଶୁଟିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଭୟ ଯେଉଁ କାରରେ ବସି ଶୁଟିଂ…

ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଜିଲ୍ଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ନେଇ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିଥିଲେ ପୁରୀ ଗୋବର୍ଦ୍ଦନ ପୀଠର ଶଙ୍କରାଚାର୍ଯ୍ୟ । ଏହାପରେ ଆଜି ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ପ୍ରଶାସକ  ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଶଙ୍କରାଚାର୍ଯ୍ୟଙ୍କୁ…

ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର, ବିଜେଡିରୁ ଓହ୍ଲାଇବେ କି ନବୀନ ?

ବ୍ରଜରାଜନଗର: ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି। ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ…

ଆସନ୍ତାକାଲିଠୁ ରାଜ୍ୟସଭା ନାମାଙ୍କନ, ସମସ୍ତ ଆସନରେ ମହିଳା ପ୍ରାର୍ଥୀ ଦେବେ ନବୀନ !

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ମୈଦାନରେ ଝାଳ ବୁହାଉଥିବା ବେଳେ ଆସନ୍ତାକାଲି ଖାଲିପଡିଥିବା ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଆରମ୍ଭ ହେବ। ବିଧାୟକ ସଂଖ୍ୟା ଦୃଷ୍ଟିରୁ ଖାଲି ଥିବା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହିଁ ନାମାଙ୍କନ ଭରିବେ । ତେଣୁ ବିଜେପି ଏବଂ…

ବିଦାୟୀ ବେଳେ ନିରଞ୍ଜନ କହିଲେ ଏକାଠି ହୁଅ କଂଗ୍ରେସ କର୍ମୀ

ଭୁବନେଶ୍ୱର: ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ କରିଛନ୍ତି। ଏହି ଅବସରରେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଶୁଭେଛା ଜଣାଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇସ୍ତଫା ଦେଇଥିଲେ। ଏ ନେଇ ଦଳର ହାଇକମାଣ୍ଡ ସୋନିଆ…

ଖାରଜ ହେଲା ଜାମିନ, ଜେଲ ଗଲେ ଜଗଦ୍ଦେବ

ଭୁବନେଶ୍ୱର : ଜାମିନ ଖାରଜ ହେବା ପରେ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ । ଆଜି କୋର୍ଟରେ ହାଜର ହେବା ପରେ ପୁଣି ଜେଲକୁ ଫେରିଛନ୍ତି ଚିଲିକା ବିଧାୟକ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ଜେଲ ଯାଇ ଅନ୍ତରୀଣ ଜାମିନରେ ଥିଲେ ଜଗଦ୍ଦେବ । ତେବେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ…