Latest Odisha News

BREAKING NEWS

Browsing Category

ଫିଚର

ନନ୍ଦନକାନନରେ ଅତିଥିଙ୍କୁ ଆକ୍ରମଣ: ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ । ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ମଗାଯାଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ରଥଯାତ୍ରା ନେଇ ଆଜି ବସୁଛି ସମନ୍ୱୟ କମିଟି ବୈଠକ

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ରଥଯାତ୍ରାର ଭକ୍ତଙ୍କ ଗହଣରେ ହେବ କି ନାହିଁ । କିଭଳି ପ୍ରସ୍ତୁତି କରାଯାଇଛି ? ବିସ୍ତୃତ ଭାବରେ ଆଲୋଚନା ପାଇଁ ଆଜି ପୁରୀରେ ବସୁଛି ରଥଯାତ୍ରା ସମ୍ପର୍କିତ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି…

ଦିଲ୍ଲୀରେ ସକାଳୁ ସକାଳୁ ଝଡ଼ବର୍ଷାର ତାଣ୍ଡବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀରେ ବଦଳିଗଲା ପାଗ । ଅଚାନକ ମାଡ଼ି ଆସିଲା ଝଡ଼ବର୍ଷା । ସାଙ୍ଗରେ ଆଣିଲା ପବନ । କାଳବୈଶାଖୀ ବର୍ଷା ଦିଲ୍ଲୀରୁ ଭିଜାଇଛି । ତାତିରୁ ତ୍ରାହି ମିଳିଛି । କିନ୍ତୁ କାଳବୈଶାଖୀ ଜନିତ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକଙ୍କ ଘର ଛପର ଉଡ଼ିଯାଇଛି ।…

ଅନୁଭବଙ୍କ ନାଁରେ ପୁଣି ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ ପରେ ପୁଣି ତେଜିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଉପରେ ସେ ଆପତ୍ତି ଉଠାଇଛନ୍ତି । ଏତଲାରେ…

ବାହାଘରରୁ ଫେରିବା ବେଳେ ଦୁର୍ଘଟଣାରେ ୨ ମୃତ, ୩ ଆହତ

ଠାକୁରମୁଣ୍ଡା(ମୟୂରଭଞ୍ଜ): ବାହାଘରରୁ ଫେରିବା ବେଳେ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩ ଜଣ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା– ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଏହି…

ସଫା ହେବ ବ୍ରହ୍ମପୁରର ସବୁ ପୋଖରୀ: ଦଳ ସଫେଇ ମେସିନ କିଣିବ ବିଏମ୍‌ସି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବହୁ ବର୍ଷ ପର୍ଯ୍ୟନ୍ତ ପ୍ରମୁଖ ଜଳ ଉତ୍ସ ରହିଥିଲା ପୋଖରୀ । କିନ୍ତୁ ଗତ କିଛି ବର୍ଷ ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଲାଣି । ଅନେକ ପୋଖରୀ ମୁଷ୍ଠିମେୟଙ୍କ ଜବରଦଖଲରେ ରହିଛି । ଅନେକ ସ୍ଥାନରେ ପୋଖରୀ ଦଳରେ ଭର୍ତ୍ତି…

ସମବାୟ ନିର୍ବାଚନ ପ୍ରସ୍ତୁତି: ଗଞ୍ଜାମ, ଗଜପତିରେ ବୃହତ ବିଜୟ ଲକ୍ଷ୍ୟରେ ବିଜେଡ଼ି

ବ୍ରହ୍ମପୁର : ଆସନ୍ତା ଜୁନ ୧୯ ଓ ୨୬‌ ତାରିଖରେ ହେବାକୁ ଥିବା ସମବାୟ ନିର୍ବାଚନ ନେଇ ରବିବାର ଗଂଜାମ ଓ ଗଜପତି ଜିଲାର ବିଜେଡିର ସମସ୍ତ ସାଂସଦ ଓ ବିଧାୟକ ଓ ସମବାୟବିତଙ୍କୁ ନେଇ ନିର୍ବାଚନୀ ପ୍ରାକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିଲେ ସଫାରି କର୍ମଚାରୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି । ଛତିଶଗଡ଼ରୁ ଆସିଥିବା ୨୭ ଜଣିଆ ଏକ ଦଳକୁ ସଫାରି କର୍ମଚାରୀ ମାଡ଼ ମାରିଥିବା ଥାନାରେ ପ୍ରଥମ ଅଭିଯୋଗ ହୋଇଛି । ସେପଟେ ସଫାରି…

ପଶ୍ଚିମବଙ୍ଗରେ ବିଜେପିକୁ ଶକ୍ତ ଧକ୍କା, ଟିଏମସିରେ ମିଶିଲେ ଏମପି ଅର୍ଜୁୂନ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ବାରମ୍ବାର ଶକ୍ତ ଝଟକା ଦେବାରେ ଲାଗିଛି ଟିଏମସି । ରବିବାର ବିଜେପିର ବରିଷ୍ଠ ନେତା ତଥା ଏମପି ଅର୍ଜୁନ ସିଂ ଦଳ ଛାଡି ଟିଏମସିିରେ ମିଶିଛନ୍ତି । ସେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧିବଦ୍ଧ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ୟଙ୍ଗ ଇଣ୍ଡିଆ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଏବଂ ଇଂଲଣ୍ଡ ବିପକ୍ଷ ବକେୟା ଟେଷ୍ଟ ମ୍ୟାଚ ପାଇଁ ରବିବାର ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ କେଏଲ ରାହୁଲ ନେତୃତ୍ୱାଧିନ ଘୋଷିତ ଦଳରେ ପେସ ବୋଲର ଉମରାନ…